Browsing Category

#Odianews

ଓଡ଼ିଶା-ଝାରଖଣ୍ଡ ସୀମାନ୍ତରେ ଗୁଳିବିନିମୟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଝାରଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଚାଇବାସାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି।   ଏନକାଉଣ୍ଟରରେ ୧୦ ଲକ୍ଷ ଟଙ୍କା ପୁରସ୍କାର ଥିବା ଜୋନାଲ କମାଣ୍ଡରଙ୍କ ସମେତ ୪…
Read More...

ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭକ୍ତଙ୍କ ପାଇଁ ଖୋଲିଛି ବଡ଼ଦେଉଳର ଚାରି ଦ୍ୱାର |  ରାଜ୍ୟରେ ଭାଜପା ସରକାରକୁ ଆସିବା ପୂର୍ବରୁ ଅନେକ ପ୍ରତିଶ୍ରୁତି ଲୋକଙ୍କ ଆଗରେ ରଖିଥିଲା। ଯେପରିକି ଦଳ ରାଜ୍ୟରେ ସରକାର ଗଠନ କରିବାର କିଛି ସମୟ…
Read More...

ଟ୍ରାକ୍ଟର ସହ ପିଟି ହେଲା ଦ୍ରୁତଗାମୀ କାର୍

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଟ୍ରାକ୍ଟର ସହ ପିଟି ହୋଇଛି ଦ୍ରୁତଗାମୀ କାର୍। ଫଳରେ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବା…
Read More...

ପାହାଡ଼ରେ ପିଟି ହେଲା ସରକାରୀ ବସ୍‌, ୧୫ରୁ ଅଧିକ ଆହତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ତାମଡ଼ା ନିକଟରେ ରାଜ୍ୟ ସରକାରଙ୍କ ଏକ ବସ୍‌ (OSRTC ବସ୍‌) ପାହାଡ଼ରେ ପିଟି ହେବାରୁ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା…
Read More...

କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌କୁ ଧକ୍କା ଦେଲା ମାଲ୍‌ବାହୀ ଟ୍ରେନ୍‌

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପଶ୍ଚିମବଙ୍ଗରେ ଟ୍ରେନ୍ ଦୁର୍ଘଟଣା। ଏଠାରେ ଟ୍ରାକ୍ ଉପରେ ଠିଆ ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌କୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍‌। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ…
Read More...

ଝଡ଼ ତୋଫାନ ରେ ତାଳ ଗଛ ପଡି ଭାଙ୍ଗିଗଲା ଘର ସହାୟତା ପାଇଁ ଦାବି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଝଡ଼ ତୋଫାନ ରେ ତାଳ ଗଛ ପଡି ଭାଙ୍ଗିଗଲା ଘର ସହାୟତା ପାଇଁ ଦାବି | ଗତକାଲି ସନ୍ଧ୍ୟା ସମୟରେ ହଟାତ ଝଡ଼ ତୋଫାନ ହୋଇଥିଲା ଏଥିରେ ଘଷିପୁରା ବ୍ଲକ ଭଣ୍ଡାରିଡିହା ପଞ୍ଚାୟତ ର ପଦନପୁର ଗ୍ରାମର…
Read More...

ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା | ରାଜ୍ୟରେ କେବଳ କ୍ଷମତାର ପରିବର୍ତ୍ତନ ହୋଇ ନାହିଁ, ସଂସ୍କୃତିର ପରିବର୍ତ୍ତନ ହୋଇଛି। ଏବେ ଲୋକଙ୍କୁ ସ୍ବଚ୍ଛ, ଦାୟିତ୍ଵପୂର୍ଣ୍ଣ, ପାରଦର୍ଶିତା ଓ…
Read More...

ବାଲେଶ୍ବରରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ବର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ବିଜେପି ବିଧାୟକ ପ୍ରାର୍ଥୀଙ୍କ ବାସଭବନ ରେ ଆୟୋଜିତ ଏହି ସାମ୍ବାଦିକ ସମ୍ନିଳନୀ ରେ…
Read More...

ଚାହୁଁ ଚାହୁଁ ଯୁବକଙ୍କୁ ଦଳି ଦେଲା ଦନ୍ତା, ଯୁବକ ମୃତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚାହୁଁ ଚାହୁଁ ଯୁବକଙ୍କୁ ଦଳି ଦେଲା ଦନ୍ତା, ଯୁବକ ମୃତ | ବୁଧବାର ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ କାଲଟାରେ ଜଣେ ଯୁବକଙ୍କୁ ଏକ ବିଶାଳ ଦନ୍ତା ଦଳି ଦେବାରୁ ଯୁବକଙ୍କ ଶୋଚନୀୟ ମୃତ୍ୟୁ…
Read More...

ଉଦ୍‌ଘାଟିତ ହେଲା ୩ ଦିନ ବ୍ୟାପି ରଜ ମହୋତ୍ସବ-୨୦୨୪

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରିପଦାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଗୁରୁକୁଳ ଡ୍ୟାନ୍ସ ଆଣ୍ଡ ଭିଜୁଆଲ୍ ଏକାଡେମୀ ତରଫରୁ ମା' ଅମ୍ବିକା ମନ୍ଦିର ନିକଟସ୍ଥ ଶିଶୁ ଉଦ୍ୟାନରେ ୩ ଦିନିଆ ରଜମଉଜ-୨୦୨୪ ଉଦ୍‌ଘାଟିତ ହୋଇଯାଇଛି। ରଜମଉଜ…
Read More...