Browsing Category

#Odianews

ବିଜୁଳି ଖୁଣ୍ଟରେ ଧକ୍କା ଦେଇ ୩୦ ଫୁଟ ତଳକୁ ଖସିଲା କାର୍

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜୁଳି ଖୁଣ୍ଟରେ ଧକ୍କା ଦେଇ ୩୦ ଫୁଟ ତଳକୁ ଖସିଲା କାର୍ | ଆନନ୍ଦପୁର ବ୍ରିଜ୍ ଛକ ନିକଟରେ କାର ଦୁର୍ଘଟଣା ଗ୍ରସ୍ତ, ୩ ଆହତ ଓ ୨ ଗୁରୁତର | କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ରିଜ୍ ଛକ ଶିଶୁପାର୍କ…
Read More...

ସ୍ୱଚ୍ଛ ନିର୍ବାଚନ ପାଇଁ ରାଜନୈତିକ ଦଳ ସହ ବୈଠକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ୱଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ ସମ୍ପାଦନା କରିବା ପାଇଁ ପରାମର୍ଶ ଦେଲେ ବାଲେଶ୍ୱର ଜିଲ୍ଲାପାଳ।ବାଲେଶ୍ୱର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଶୀଷ ଠାକରେଙ୍କ…
Read More...

ବେଆଇନ ଗୋରୁ ବୋଝେଇ ଗାଡିକୁ ଜବତ; ୨୮ଗୋରୁ ଉଦ୍ଧାର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବେଆଇନ ଗୋରୁ ବୋଝେଇ ଗାଡିକୁ ଜବତ, ୨୮ଗୋରୁ ଉଦ୍ଧାର। ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧିନ ବାରିକପୁର ହାଟରେ ସୋର ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ବେଆଇନ ଭାବେ ଚାଲାଣ ହେଉଥିବା ୨୮ଟି ଗୋରୁଙ୍କୁ…
Read More...

ବେଆଇନ ପଥର ବୋଝେଇ ଡମ୍ପର ଜବତ; ଡ୍ରାଇଭର ଗିରଫ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବେଆଇନ ପଥର ବୋଝେଇ ଡମ୍ପର ଜବତ। ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ନିକଟରୁ ଏକ ବେଆଇନ ପଥର ବୋଝେଇ ଡମ୍ପରକୁ ସୋର ପୁଲିସ ଜବତ କରିଥିବା ଜଣାଯାଇଛି। ଏହାର…
Read More...

ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ।ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅର୍ନ୍ତଗତ ଲଖଣାପଡା ଗ୍ରାମରେ ଲଖଣଶ୍ରୀ ମନ୍ଦିର ରେ କଳାକନା ବୁଲାଇଲେ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ର…
Read More...

ମାଳି ସୁରକ୍ଷା ସମିତି ଏବଂ ହାଲ ବିସ୍ଥାପିତ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ 

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାଳି ସୁରକ୍ଷା ସମିତି ଏବଂ ହାଲ ବିସ୍ଥାପିତ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି।ମାଳି ପର୍ବତ ଖଣି ଲିଜକୁ ପ୍ରତ୍ୟାହର କରିବାକୁ ମାଳି ସୁରକ୍ଷା ସମିତି ଦାବି କରିଛି।ଆଜି ମାଳି ସୁରକ୍ଷା…
Read More...

ନିର୍ବାଚନ ପୂର୍ବରୁ ସାରା ଦେଶରେ ଲାଗୁ ହେଲା CAA

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଆଜି ବଡ ଘୋଷଣା କରିଛନ୍ତି ମୋଦି ସରକାର ।  ତେବେ ଏହା ଏବେ ସୁପ୍ରିମକୋର୍ଟରେ ପହଞ୍ଚି। ସିଏଏକୁ ବିରୋଧ କରି ସୁପ୍ରିମକୋର୍ଟରେ ଦାଖଲ ହୋଇଛି…
Read More...

ରାଜ୍ୟରେ ବଢୁଛି ତାତି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ବଢୁଛି ତାତି । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଅସମ୍ଭାଳ । ଗତକାଲି ପ୍ରଚଣ୍ଡ ତାତି ଅନୁଭୂତ ହୋଇଥିବା ବେଳେ ଏହି ସ୍ଥିତି ଆଗାମୀ ୩/୪ ଦିନ ଲାଗି ରହିବ ଓ ଚଳିତ ସପ୍ତାହରେ ରାଜ୍ୟରେ ତାପମାତ୍ରା…
Read More...

ଇସ୍ତଫା ଦେଲେ ହରିଆଣା ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜନୈତିକ ହଟଚମଟ ମଧ୍ୟରେ ପଦରୁ ଇସ୍ତଫା ଦେଲେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର।  ଲୋକସଭା ନିର୍ବାଚନ ପୂର୍ବରୁ ଆସନ ବୁଝାମଣାକୁ ନେଇ ବିଜେପି ଏବଂ ଜେଜେପି ଭିତରେ ମତାନ୍ତରର ଖବର…
Read More...

ଓସେପାର ମେରିଟ୍ ଲିଷ୍ଟ ସହ ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ବି ଖାରଜ କଲେ ହାଇକୋର୍ଟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା । ଓସେପାର ମେରିଟ ଲିଷ୍ଟ ଖାରଜ କଲେ ହାଇକୋର୍ଟ ।  ଓସେପାର ମେରିଟ୍ ଲିଷ୍ଟ ସହ ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ବି ଖାରଜ କଲେ ହାଇକୋର୍ଟ । ଏଥିସହ ନିଯୁକ୍ତି…
Read More...