Browsing Category
State
ଏଣିକି ଓଡ଼ିଆରେ ପଢାଯିବ ଇଂଜିନିୟରିଂ, ଭୁବନେଶ୍ବର ରବିନ୍ଦ୍ର ମଣ୍ଡପରେ e-KUMBHର ଉଦଘାଟନ କଲେ ରାଷ୍ଟ୍ରପତି
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜୟଦେବ ଭବନରେ ଆୟୋଜିତ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ…
Read More...
Read More...
ୟୁସିସିଆଇ ମହିଳା ଫୋରମ ଏବଂ ଲକ୍ଷ୍ୟ ଇନଷ୍ଟିଚୁଟ୍ ଅଫ୍ ଟେକ୍ନୋଲୋଜି ପକ୍ଷରୁ ବଗଲପୁର ହାଇସ୍କୁଲIଠାରେ ୮ ଦିନିଆ…
ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ (ୟୁସିସିଆଇ) ମହିଳା ଫୋରମ ଏବଂ ଲକ୍ଷ୍ୟ ଇନଷ୍ଟିଚୁଟ୍ ଅଫ୍ ଟେକ୍ନୋଲୋଜିର ମିଳିତ ଆନୁକୂଲ୍ୟରେ ଜଗତସିଂହପୁରର ବଗଲପୁର ହାଇସ୍କୁଲIଠାରେ ୮ ଦିନିଆ କମ୍ପ୍ୟୁଟର ପ୍ରଶିକ୍ଷଣ ଶିବିର…
Read More...
Read More...
ଓଡିଶା ସରକାର ଜାଣିଶୁଣି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ବାଟବଣା କରିଛନ୍ତି:ପ୍ରଦୀପ ପୁରୋହିତ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ନିର୍ବାଚନ ଆସିଲେ ଶାସକ ବିଜୁ ଜନତା ଦଳକୁ ରାଜ୍ୟବାସୀଙ୍କ ସ୍ୱାର୍ଥ କଥା ମନେପଡେ । ନିର୍ବାଚନ ବୈତରଣୀ ପାରି ହେବା ପାଇଁ କେତେବେଳେ ମହିଳା ତ ଆଉ କେତେବେଳେ କୃଷକଙ୍କୁ ମୋହରା କରି ଶାସକ ବିଜେଡି…
Read More...
Read More...
୧୧ରୁ ଭାରତୀୟ କର୍ଣ୍ଣ ବିଜ୍ଞାନ ସଂଘର ୩୦ତମ ଜାତୀୟ ସମ୍ମିଳନୀ ଭୁବନେଶ୍ବରରେ ଅନୁଷ୍ଠିତ ହେବ, ଦେଖିବାକୁ ମିଳିବ ବିଦେଶୀ…
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭାରତୀୟ କର୍ଣ୍ଣ ବିଜ୍ଞାନ ସଂଘ (ଇଣ୍ଡିଆନ୍ ସୋସାଇଟି ଅଫ୍ ଓଟୋଲୋଜି)ର ୩୦ତମ ଜାତୀୟ ସମ୍ମିଳନୀ ISOCON ଆସନ୍ତା ନଭେମ୍ବର୧୧ରୁ ନଭେମ୍ବର୧୩ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ…
Read More...
Read More...
ଜମୁଛି କଟକର ଐତିହାସିକ ବାଲିଯାତ୍ରା: ପଡ଼ିଆରେ ପଡ଼ିଛି ପ୍ରାୟ ଦେଢ଼ ହଜାର ଷ୍ଟଲ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜମୁଛି କଟକର ଐତିହାସିକ ବାଲିଯାତ୍ରା । ଉପର କିଲ୍ଲା ପଡ଼ିଆ ଓ ମହାନଦୀ ପଠା ତଳ ପଡ଼ିଆରେ ପଡ଼ିଛି ପ୍ରାୟ ଦେଢ଼ ହଜାର ଷ୍ଟଲ । ବାଲିଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣର କେନ୍ଦ୍ର ପାଲଟିଛି ଜାତୀୟ ସ୍ତରୀୟ…
Read More...
Read More...
ପୁରୀ: ବଳଗଣ୍ଡି ଛକରୁ କାର୍ରୁ ଓହ୍ଲାଇ ବଡ଼ଦାଣ୍ଡରେ ଚାଲି ଚାଲି ଯାଇ ଜଗା ଦର୍ଶନ କଲେ ରାଷ୍ଟ୍ରପତି, ଗଜପତିଙ୍କ ସହ କଲେ…
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ମହାମହିମ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱରରୁ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି । ତାଳବଣିଆ ହେଲିପ୍ୟାଡ୍ରୁ…
Read More...
Read More...
ଆଜି ହେଉଛି ମାଣ୍ଡିଆ ଦିବସ, ମିଲେଟ ମିଶନକୁ ସଶକ୍ତ କରିବାକୁ ମୁଖ୍ୟମନ୍ତ୍ରୀ କଲେ ଆହ୍ବାନ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ମାଣ୍ଡିଆ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ପୁଷ୍ଟି ସହ ସମୃଦ୍ଧି ଯୋଡି ହୋଇରହିଛି । ଆଜି ହେଉଛି ସମୃଦ୍ଧିର ଦେବୀ ମା ଲକ୍ଷ୍ମୀଙ୍କ ପୂଜାର ଦିନ । ଆଜି ଦିନଟିକୁ ଓଡିଶା ସରକାର ମାଣ୍ଡିଆ…
Read More...
Read More...
ବସ୍ତିବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାର: ୭୦୭ ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସହରର ବସ୍ତିବାସିନ୍ଦା ମାନଙ୍କ ପାଇଁ ଆଜି ସୁଦିନ ଆସିଛି । ଯେଉଁମାନେ ଆମ ସହରକୁ ଗଢନ୍ତି, ଦିନରାତି ସହରର ବିକାଶ ପାଇଁ କାମ କରନ୍ତି ଓ ସେବା କରନ୍ତି, ସେମାନଙ୍କ ପାଇଁ ଭଲ ଦିନ ଆସିଛି ।…
Read More...
Read More...
ପାଟଣାଗଡ ଲରମ୍ଭା ଦୈତାରିମୁଣ୍ଡା ପତ୍ରା ଜଙ୍ଗଲରୁ ୨ଟି ବିରାଟ ଅଜଗର ସାପ ଉଦ୍ଧାର
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପାଟଣାଗଡ ରେଞ୍ଜ ଅନ୍ତର୍ଗତ ଲରମ୍ଭା ସେକ୍ସନ ର ଦୈତାରିମୁଣ୍ଡାର ଗ୍ରାମରେ ଆଜି ସକାଳୁ ଜୈନିକ ବ୍ୟକ୍ତି ଗ୍ରାମର ମୁଣ୍ଡରେ ଥିବା ପତ୍ରା ଜଙ୍ଗଲକୁ ଶୌଚ କରିବାକୁ ଯାଇଥୁବା ବେଳେ ୨ଟିଅଜଗର ସାପକୁ…
Read More...
Read More...
ସରିଲା ଧର୍ମର ମାସ କାର୍ତ୍ତିକ: ଛାଡ଼ଖାଇ ପାଇଁ ଆମିଷ ବଜାରରେ ଖଚାଖଚ୍ ଭିଡ଼
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସରିଲା ଧର୍ମର ମାସ କାର୍ତ୍ତିକ। ଆଜି ଆମିଷ ବାର ହୋଇଥିବାରୁ ଭୁବନେଶ୍ୱର ୧ ନମ୍ବର,୪ ନମ୍ବର,ବଡଗଡ ଓ ଅନ୍ୟାନ୍ୟ ମାଛ ମାଂସ ମାର୍କେଟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଛାଡଖାଇ ଯୋଗୁଁ ଆମିଷର ଦର…
Read More...
Read More...