Browsing Category

State

ବିଜେଡିର ବିଜୟ ସଂକଳ୍ପ ଶୋଭାଯାତ୍ରା ଅନୁଷ୍ଠିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ନିର୍ବାଚନୀ ପ୍ରଚାର ମଇଦାନରେ ଆଗୁଆ ଥିବା ବିଜେଡି ଦଳ ପକ୍ଷରୁ ବାରିପଦା ପୋୖରାଞ୍ଚଳରେ ବିଶାଳ ଜନ ଶୋଭାଯାତ୍ରା ଆୟୋଜନ କରାଯାଇଛି। ଯେଉଁଥିରେ ବିଜୁ ଜନତା ଦଳର ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ…
Read More...

ଗ୍ୟାସ୍ ଡିପୋରୁ ସିଲିଣ୍ଡର ଚୋରି ମାମଲା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଜାଳେଣି ଗ୍ୟାସ୍ ଡିପୋରୁ ସିଲିଣ୍ଡର ଚୋରି ମାମଲାରେ ପୁଲିସକୁ ସଫଳତା ମିଳିଛି। ବାରିପଦା ସଦର ଥାନା ପୁଲିସ ଦ୍ଵାରା ଗ୍ୟାଙ୍ଗର ୮ଜଣକୁ ଗିରଫ କରାଯାଇଛି। ସେଥି ମଧ୍ୟରୁ ୫ଜଣ ଚୋର ରହିଥିବା ବେଳେ ଅନ୍ୟ…
Read More...

ଉଦୟଗିରିରେ ବୁଦ୍ଧ ଜୟନ୍ତୀ ପାଳିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ବିଶ୍ବ ପ୍ରସିଦ୍ଧ ବୌଦ୍ଧ ପିଠ ଉଦୟଗିରି ସ୍ଥ ବୁଦ୍ଧ ଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ପବିତ୍ର ବୌଦ୍ଧ ପୂର୍ଣିମା ଅବସରରେ ବୁଦ୍ଧ ଜୟନ୍ତୀ ମହାସମାରୋହରେ ପାଳିତ…
Read More...

ବଜ୍ରଗିରି ଠାରେ ବୁଦ୍ଧ ଜୟନ୍ତୀ ପାଳିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଧର୍ମଶାଳା ବ୍ଳକ ଅଧିନସ୍ଥ କୋତପୁର ବଜ୍ରଗିରି ମହାବିଦ୍ୟାଳୟ ପରିସରରେ ବଜ୍ରଗିରି ଉନ୍ନୟନ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଭଗବାନ ବୁଦ୍ଧ ଙ୍କ ଜୟନ୍ତୀ ସମାରୋହ ସାହିତିକ ଡଃ ରବିନ୍ଦ୍ର ବିହାରୀ ଙ୍କ…
Read More...

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ, ” ଭୋଟ ଦେବା ” ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ, " ଭୋଟ ଦେବା " ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ବି. ଏମ. ସି ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ, ଏହି କାର୍ଯକ୍ରମ…
Read More...

କେଦାରନାଥ ଧାମକୁ ଯାଉଥିଲେ ୫ ଯାତ୍ରୀ, ଖାତରେ ଖସି ପଡ଼ିଲା ହେଲିକପ୍ଟର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଏମରଜେନ୍ସି ଲ୍ୟାଣ୍ଡିଂ ବେଳେ ଖାତରେ ଖସି ପଡ଼ିଲା ହେଲିକପ୍ଟର। ସେହି ସମୟରେ ହେଲିକପ୍ଟରରେ ଜଣେ ପାଇଲଟଙ୍କ ସହିତ ୫ ଜଣ ଯାତ୍ରୀ ଥିଲେ। ମାତ୍ର ସୌଭାଗ୍ୟବଶଃତ ସମସ୍ତେ ସୁରକ୍ଷିତ ଥିବା ଜଣାଯାଇଛି।…
Read More...

ପାଖାପାଖି ଚାଲୁଛନ୍ତି ଦୁଇ ପ୍ରଜାତିର ବାଘ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଗୋଟିଏ ପଟେ ରାଜ୍ୟରେ ହାତୀ ଓ କଲରାପତରିଆ ବାଘ ଗଣନା ଚାଲିଛି। ଆଉ ଅନ୍ୟପଟେ ଓଡ଼ିଶା ଜଙ୍ଗଲରୁ ଭିନ୍ନ ଭିନ୍ନ ଦୁଇଟି ଦୃଶ୍ୟ ଆଜି ସାମ୍ନାକୁ ଆସିଛି।ପାଖାପାଖି ଚାଲୁଛନ୍ତି ଦୁଇ ପ୍ରଜାତିର ବାଘ। ଗୋଟେ…
Read More...

କେମିକାଲ୍ ଫ୍ୟାକ୍ଟ୍ରୀରେ ଭୟଙ୍କର ଅଗ୍ନିକାଣ୍ଡ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗଞ୍ଜାମର ଏକ କେମିକାଲ୍ ଫ୍ୟାକ୍ଟ୍ରିରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ଫ୍ୟାକ୍ଟ୍ରୀ ମଧ୍ୟରେ ବଏଲର ଫାଟିବା କାରଣରୁ ଭୀଷଣ ଜୋରରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର…
Read More...

ଅଧାରେ ରହିଲା ବୈଷ୍ଣୋଦେବୀଙ୍କ ଦର୍ଶନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଧାରେ ରହିଲା ବୈଷ୍ଣୋଦେବୀଙ୍କ ଦର୍ଶନ । ତୀର୍ଥ ଯାତ୍ରୀ ମିନି ବସକୁ ଧକ୍କା ଦେଲା ଟ୍ରକ୍। ମର୍ମନ୍ତୁଦ ଦୁର୍ଘଟଣା ନେଇଛି ୭ ଜୀବନ। ୨୦ରୁ ଅଧିକ ଆହତ ହୋଇଛନ୍ତି । ହରିୟାଣାର ଅମ୍ବାଲାରେ ଆଜି ଭୋରରେ…
Read More...

୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ ।  ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ସଭାପତି। ଏଣେ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର…
Read More...