Browsing Category
State
ଦନ୍ତା ଆକ୍ରମଣରେ ୩ମୃତ
ଓହିଆ ନ୍ୟୁଜ୍ (ବ୍ୟୁରୋ) : ହାତୀ ଆକ୍ରମଣରେ ଅତିଷ୍ଠ ହେଲେଣି ଅନୁଗୁଳ ବାସିନ୍ଦା । ସବୁବେଳେ ହାତୀ ଗାଁ’ରେ ପଶି ବିପୁଳ ଧନ ସଂପତ୍ତି ନଷ୍ଟ କରୁଛି । ଆଜି ଗାଁ’ରେ ହାତୀ ଆକ୍ରମଣ କରିଛି। ଶୌଚ ପାଇଁ ଯାଇଥିବା ବେଳେ ୩ଜଣଙ୍କୁ…
Read More...
Read More...
ଭିଜିଲାନ୍ସ ଜାଲରେ ରାୟଗଡା ଡିଏଫଓ, ୭ଟି ସ୍ଥାନରେ ଏକକାଳୀନ ଚଢାଉ
ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଭିଜିଲାନ୍ସ ଜାଲରେ ଫଶିଛନ୍ତି ଡିଏଫ୍ଓ । ଆୟବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ରାୟଗଡା ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ଘର ରେଡ୍ କରିଛି ଭିଜିଲାନ୍ସ। ଡିଏଫଓ ରହୁଥିବା ଗାନ୍ଧୀନଗର ସ୍ଥିତ ସରକାରୀ…
Read More...
Read More...
ଓଡିଆ ସଙ୍ଗୀତ ଜଗତର ସୁନାମ ଧନ୍ୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ
ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଓଡିଶା ସଙ୍ଗୀତ ଜଗତର ବିରାଟ ହସ୍ତୀ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । କିଛି ଦିନ ତଳେ…
Read More...
Read More...
ଲୋକକଳା ମାଧ୍ୟମରେ ସଚେତନତା ସୃଷ୍ଟି ନିମନ୍ତେ ସଂସାଧନ ସଭ୍ୟଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ, ଦୁଇଟି…
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଜନସାଧାରଣରେ ସଚେତନତା ସୃଷ୍ଟି କରାଯିବ । ୫-ଟି ଉପକ୍ରମରେ ସରକାରଙ୍କ ପକ୍ଷରୁ ଜାରି ବିକାଶ ପ୍ରକ୍ରିୟାରେ ସମସ୍ତଙ୍କୁ ସାମିଲ କରିବା ଏବଂ କୌଣସି ଯୋଜନାରୁ ଯେପରି…
Read More...
Read More...
ଆମ ବସ୍ଷ୍ଟାଣ୍ଡ ଯୋଜନାରେ ୨୧ଟି ନୂଆ ବସ୍ଷ୍ଟାଣ୍ଡ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ମୋ ପରିବହନ ସେବା ଓ ଏମ୍ ପରିବହନ…
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ବସ୍ଷ୍ଟାଣ୍ଡ ଯୋଜନା’ରେ ରାଜ୍ୟର ୧୩ଟି ଜିଲ୍ଲାରେ ୨୧ଟି ନୂଆ ବସ୍ଷ୍ଟାଣ୍ଟ ଉଦ୍ଘାଟନ କରିଛନ୍ତି । ଏହାସହିତ ୨୬ଟି ଜିଲ୍ଲାରେ ୧୨୪ଟି ବ୍ଲକ୍ସ୍ତରୀୟ…
Read More...
Read More...
ଚନ୍ଦ୍ରାୟନ-୩ର ସଫଳ ଲ୍ୟାଣ୍ଡିଂ: ମନମୋହନ ସାମଲ କହିଲେ ସ୍ୱାଧୀନତାର ଅମୃତକାଳରେ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେଲୁ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚନ୍ଦ୍ରପୃଷ୍ଟର ଦକ୍ଷିଣ ମେରୁରେ ପହଂଚିବାରେ ବିଶ୍ୱର ପ୍ରଥମ ଦେଶ ଭାବେ ଭାରତବର୍ଷ ଆଜି ଇତିହାସ ରଚିଛି । ଦେଶବାସୀଙ୍କ ସମସ୍ତ ଉତ୍କଂଠାର ଅନ୍ତ ଘଟାଇ “ଚନ୍ଦ୍ରାୟନ-୩” ସଫଳତାର ସହ ଚନ୍ଦ୍ର ପୃଷ୍ଟରେ…
Read More...
Read More...
ମହିଳା ଗୃହରକ୍ଷୀ ସୌରିନ୍ଦ୍ରି ସାହୁଙ୍କୁ ନ୍ୟାୟ ଦେବାପାଇଁ ଦାବି କଲା କଂଗ୍ରେସ, ପୋଲିସ ଡିଜିଙ୍କୁ ଭେଟିଲା ପ୍ରତିନିଧି…
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି କଟକ ଠାରେ ଅନୁଗୁଳର…
Read More...
Read More...
ଡେଙ୍ଗୁ ହଟସ୍ପଟ ରାଜଧାନୀ ଭୁବନେଶ୍ୱର, ବିଏମସି ଅଫିସ୍ ଭିତରକୁ ମଶା ଧୂଆଁ ଛାଡିଲା ବିଜେପି
ଓଡିଆ ନ୍ୟୁଜ୍ (ବ୍ୟୁରୋ) : ରାଜ୍ୟରେ କାୟା ମେଲାଉଛି ଡେଙ୍ଗୁ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭୁବନେଶ୍ୱରକୁ ଡେଙ୍ଗୁ ହଟସ୍ପଟ କହିଲେ ଭୁଲ ହେବ ନାହିଁ । ନମୁନା ପରୀକ୍ଷା କରିବା ପାଇଁ ହଜାର ହଜାର…
Read More...
Read More...
ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ, ନିଜ ଆଡୁ ମାମଲା ରୁଜୁ କଲେ ମହିଳା କମିଶନ
ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଅନୁଗୁଳ ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ ତତ୍ପରତା ପ୍ରକାଶ କରି ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମହିଳା କମିଶନ। ୧୫…
Read More...
Read More...
ଠିକାରେ ନିଯୁକ୍ତ ହେବେ ପ୍ରାଥମିକ ଶିକ୍ଷକ, ନିନ୍ଦା କଲା ଓଡିଶା ସରକାରୀ ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘ
ପୁଣି ଠିକାରେ ନିଯୁକ୍ତ ହେବେ ପ୍ରାଥମିକ ଶିକ୍ଷକ । କନିଷ୍ଠ ଶିକ୍ଷକ ନିଯୁକ୍ତି ନିୟମାବଳୀରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ଏଣିକି ଜିଲ୍ଲା ପରିଷଦ ଅଧିନରେ ରହିବ କନିଷ୍ଠ ଶିକ୍ଷକ ନିଯୁକ୍ତି । ଜିଲ୍ଲା ପରିଷଦ ସ୍ତରରେ ଏକ…
Read More...
Read More...