Browsing Category

State

ଦୀର୍ଘଦିନର ନିରବତା ପରେ ବରଗଡ଼ ଜିଲ୍ଲାରେ ନଜର ଆସିଲା ମାଓ ପୋଷ୍ଟର

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଦୀର୍ଘଦିନ ର ନିରବତା ପରେ ବରଗଡ ଜିଲ୍ଲାରେ ପୁଣି ମାଓବାଦୀଙ୍କ ଗତିବିଧି ର ଝଲକ ଆସିଛି । ଜିଲ୍ଲା ର ପାଇକମାଳ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଓ ଜାମସେଠ ଠାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି I ଏହି…
Read More...

ଲଘୁଚାପ ପ୍ରଭାବରେ କାଚିବ ବର୍ଷା, ଏହି ୧୨ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

ଓଡିଆ ନ୍ୟୁଜ (ବ୍ୟୁରୋ) : ରାଜ୍ୟରେ ଜାରି ରହିଛି ଲଘୁଚାପ ବର୍ଷା । ପଶ୍ଚିମ କେନ୍ଦ୍ର ଏବଂ ତତସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଆସନ୍ତା ୨୪ ଘଂଟା…
Read More...

ମାଲକାନଗିରି ଜିଲ୍ଲାରେ ବର୍ଷା ବିତ୍ପାତ, ଜଣେ ମୃତ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବର୍ଷା । ବର୍ଷାର ତାଣ୍ଡବରେ ଜନଜୀବନ ପ୍ରଭାବିତ । ମାଲକାନାଗିରିରେ ବର୍ଷା ଯୋଗୁଁ ବନ୍ୟା ପାଣିରେ ଭାସି ଜଣଙ୍କର ମୃତ୍ୟୁ । ରାସବେଡ଼ା ପଞ୍ଚାୟତ ମୁଦୁଲିଗୁଡ଼ା ଗାଁର…
Read More...

ବଡ ଦୁର୍ଘଟଣା, ଜିଅନ୍ତା ଜଳିଗଲେ ଡ୍ରାଇଭର

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ବଡକୁଣ୍ଡେସରା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ କୋଇଲା ବୋଝେଇ ଟ୍ରକ୍‌ ସହ ୪୦୭ ଗାଡି ମଧ୍ୟରେ…
Read More...

କଟକ ରାଷ୍ଟ୍ରପତିଙ୍କ ମାରାଥନ କାର୍ଯ୍ୟକ୍ରମ, ସୁରକ୍ଷା ବ୍ୟବସ୍ଥା କଡାକଡି

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ୩ ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ।  କଟକ ଚଣ୍ଡୀମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଡ଼କ ପଥରେ ଯାଇ କଟକରେ ପହଞ୍ଚିଲେ ସେ। ସ୍ୱତନ୍ତ୍ର କାରକେଡର ସହ…
Read More...

କଟକରେ ରାଷ୍ଟ୍ରପତିଙ୍କ ମାରାଥନ କାର୍ଯ୍ୟକ୍ରମ, ସୁରକ୍ଷା ବ୍ୟବସ୍ଥା କଡାକଡି

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ୩ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ।  ଆଜି ସକାଳ ୯ ଟା ୧୫ ମିନିଟରେ କଟକ ଚଣ୍ଡି ମନ୍ଦିରରେ ପହଂଚି ମା' ଚଣ୍ଡଙ୍କୁ ଦର୍ଶନ କରିଛନ୍ତି । ୯.୪୫ ମିନିଟ୍ ପର୍ଯ୍ୟନ୍ତ ମନ୍ଦିରରେ…
Read More...

ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର କନିଷ୍ଠ ଯନ୍ତ୍ରୀ ରଜନୀ କାନ୍ତ ମାଝୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ…
Read More...

ମହିଳାଙ୍କ ଅଭିନବ ପ୍ରତିବାଦ: ଶୁଣୁନି ପ୍ରଶାସନ, ରାସ୍ତାରେ ରୋଇଲେ ଧାନ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଶୁଣୁନି ପ୍ରଶାସନ, ରାସ୍ତାରେ ରୋଇଲେ ଧାନ। କାଦୁଅ ପଚ୍ ପଚ୍ ରାସ୍ତା । ପାଦ ଖସିଗଲେ କଥା ସରିଲା । ଗାଁକୁ ରାସ୍ତା ନେଇ ରାଜ୍ୟ ସରକାର ବିକାଶର ବାଜଣା ପିଟୁଥିବା ବେଳେ ଏବେ ବି ଅନେକ ଗାଁକୁ ରାସ୍ତା…
Read More...

ନକ୍ସଲ ନାଁରେ କରୁଥିଲେ ଦାଦାବଟି, ବାନ୍ଧିଲା ପୋଲିସ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ନକ୍ସଲ ନାଁରେ କରୁଥିଲେ ଦାଦାବଟି, ବାନ୍ଧିଲା ପୋଲିସ। ନକ୍ସଲ ସଂଗଠନ ନାଁରେ ଜଣେ ବ୍ୟବସାୟୀଙ୍କୁ ଦାଦାବଟି ମାଗୁଥିଲା। ବଟି ନଦେଲେ ଯାବତୀୟ ଧମକଚମକ ବି ଦେଉଥିଲା। ଏନେଇ ବନ୍ଧମୁଣ୍ଡା ଥାନାରେ ଏତଲା…
Read More...

ଜଳିଗଲା ଇଲେକ୍ଟ୍ରି ସ୍କୁଟର

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଜଳିଗଲା ଇଲେକ୍ଟ୍ରି ସ୍କୁଟର । ଛତ୍ରପୁର ବ୍ଯାଙ୍କ କଲୋନୀରେ ଘଟିଛି ଏଭଳି ଘଟଣା । ବ୍ଯାଙ୍କ କଲୋନୀ ବାସିନ୍ଦା ବିମଳ ପାଣିଗ୍ରାହୀଙ୍କ ଇଲେକ୍ଟ୍ରି ସ୍କୁଟରଟି ଜଳିଯାଇଥିବା ସୂଚନା ମିଳିଛି । ସ୍କୁଟର…
Read More...