Browsing Category

State

ଆସନ୍ତା ୫ ଦିନ ରାଜ୍ୟରେ କାଚିବ ବର୍ଷା, ସୂଚନା ଦେଲା ପାଣିପାଗ ବିଭାଗ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୌସୁମୀ ବର୍ଷା ଲାଗି ରହିଛି। ଏ ପରିସ୍ଥିତିରେ ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ବିକେନାରରୁ ବାହାରି ଆଲୱାର୍‌, ଗଓ୍ଵାଲିୟର, ସିଦ୍ଧି, ଡାଲଟନଗଞ୍ଜ ଏବଂ…
Read More...

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ, ହତ୍ୟା ପାଇଁ ମା’ ସମଲେଇଙ୍କ ମନ୍ଦିରକୁ ଯାଇ ଶପଥ ନେଇଥିଲା…

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ନବ ଦାସଙ୍କୁ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ନବଙ୍କୁ ହତ୍ୟା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ ଦାସ।  ୫ ଶହ ପୃଷ୍ଠାର ଚାର୍ଜସିଟ୍‌ରେ କ୍ରାଇମବ୍ରାଞ୍ଚ ଏଭଳି…
Read More...

ବନ୍ଦ ହେବକି ଭୁବନେଶ୍ୱର ମାର୍କେଟ ବିଲ୍ଡିଂ? ସ୍ଥାୟୀ ଦୋକାନ ମାଲିକ ସଂଘ ଦେଲା ଏମିତି ଚେତାବନୀ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :ରାଜଧାନୀ ଉପକଣ୍ଠରେ ଥିବା ୟୁନିଟ୍ 2 ମାର୍କେଟ୍ ବିଲ୍ଡିଂର ସମସ୍ତ ଦୋକାନ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ସ୍ଥାୟୀ ଦୋକାନ ମାଲିକ ସଂଘ । ମାର୍କେଟ୍ ଭିତରେ ବୁଲା ବିକାଳୀଙ୍କ ଅନଧିକୃତ ପ୍ରବେଶକୁ…
Read More...

ସବୁଠି ପାଣ୍ଡିଆନ କ୍ରେଜ୍, ବିରୋଧୀ ଚିତ୍କାର କଲେ ବି ଫଳଶୂନ୍ୟ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାର କୋଣ ଅନୁକୋଣରେ ଲୋକଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନଙ୍କୁ ନେଇ ଏଭଳି ଉତ୍ସାହ ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କୁ…
Read More...

ଗ୍ରାହକଙ୍କୁ ଠକିବା ଅଭିଯୋଗରେ ଖାଉଟି ଅଦାଲତରେ ଦୋଷୀ ସାବ୍ୟସ୍ତ ହେଲା ଫ୍ଲିପକାର୍ଟ, ୩୫ ହଜାର ଜୋରିମାନା ଦେବାକୁ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅନଲାଇନ୍ ସଂସ୍ଥା ଫ୍ଲିପକାର୍ଟ ଗ୍ରାହକଙ୍କୁ ଠକିବା ଅଭିଯୋଗରେ କଟକ ଜିଲା ଖାଉଟି ଅଦାଲତରେ ଦୋଷୀ ସାବ୍ୟସ୍ତ ହେବା ସହିତ ଗ୍ରାହକ ଦେଇଥିବା ୧୨ହାଜର ୪୯୯ ଟଙ୍କାକୁ ବାର୍ଷିକ ୧୨ ପ୍ରତିଶତ ସୁଧ ସହିତ ୩୦…
Read More...

ବେକାରୀ ସମସ୍ୟା ଏବଂ ସ୍ଥାନୀୟ ନିଯୁକ୍ତି ସମସ୍ୟାର ସମାଧାନ ପାଇଁ ରାଜ୍ୟବ୍ୟାପୀ ନିଯୁକ୍ତି କ୍ରାନ୍ତି କାର୍ଯ୍ୟକ୍ରମ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ବେକାରୀ ସମସ୍ୟା ଏବଂ ସ୍ଥାନୀୟ ନିଯୁକ୍ତି ସମସ୍ୟାର ସମାଧାନ ପାଇଁ ରାଜ୍ୟବ୍ୟାପୀ ନିଯୁକ୍ତି କ୍ରାନ୍ତି କାର୍ଯ୍ୟକ୍ରମ କରିବ ଛାତ୍ର କଂଗ୍ରେସ। ଏ ନେଇ କଂଗ୍ରେସ ଭବନରେ ଛାତ୍ର କଂଗ୍ରେସ…
Read More...

ଅନୁଭବ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା: ତିନି ମାସ ମଧ୍ୟରେ ଫ୍ୟାମିଲ କୋର୍ଟରେ ଶୁଣାଣି କରିବାକୁ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବହୁଚର୍ଚ୍ଚିତ ଅନୁଭବ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ଗୁରୁତ୍ତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ…
Read More...

ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଟ୍ୱିଟର ପ୍ରତିକ୍ରିୟା ରଖିଲା ବିଜେପି, ସାଆନ୍ତଙ୍କ କ୍ରୀତଦାସ ହେବା ପରେ ବୋଧେ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସାଆନ୍ତଙ୍କ କ୍ରୀତଦାସ ହେବା ପରେ ବୋଧେ ବିଜେଡି ନେତା ପ୍ରଣବ ପ୍ରକାଶ ଦାଶ ନିଜର କାଣ୍ଡ ଜ୍ଞାନ ହରାଇଛନ୍ତି । ମେଡିକାଲ କଲେଜ ଚଲାଇବା ପାଇଁ ତତ୍ପରତା ଦେଖାଇବା ପରିବର୍ତ୍ତେ ଧନ୍ୟବାଦ ପାଇବା ପାଇଁ…
Read More...

ରାଜ୍ୟରେ ମରୁଡିର ହାହାକାର ଶବ୍ଦ ରାଜ୍ୟ ସରକାରଙ୍କୁ ଶୁଭୁନି,ସର୍ଭେ କରିବାକୁ ଦାବି କଲା ବିଜେପି କୃଷକମୋର୍ଚ୍ଚା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ମରୁଡିର ସ୍ଥିତି ଆସନ୍ନ । ଶ୍ରାବଣ ମାସର ଅଧା ସମୟ ହେଲାଣି ଚାଷୀକୂଳ ବର୍ଷାକୁ ଅନାଇ ବସିଛି । ଜୁନ ମାସର ୧୪ତାରିଖ ବେଳକୁ ଓଡିଶାକୁ ମୌସୁମୀର ଆଗମନ ହୋଇଥାଏ । ତେଣୁ ଚାଷୀ ମୌସୁମୀର ଆଗମନ…
Read More...

ଏଏସଓ ନିଯୁକ୍ତି ପରୀକ୍ଷା ମାମଲାର ଶୁଣାଣି ହାଇକୋର୍ଟରେ ଶେଷ: ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ନିଯୁକ୍ତି ପରୀକ୍ଷା ମାମଲାର ଶୁଣାଣି ହାଇକୋର୍ଟରେ ଶେଷ ହୋଇଥିବା ବେଳେ ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ…
Read More...