Browsing Category

State

ଓଡ଼ିଶାରେ ବ୍ୟାପକ ଜଙ୍ଗଲ ନିଆଁ: ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ହସ୍ତକ୍ଷେପ ଲୋଡ଼ିଲେ କେନ୍ଦ୍ରମନ୍ତ୍ରୀ…

ଓଡିଆ ନ୍ୟୁଜ୍(ବ୍ୟୁରେ): ମାର୍ଚ୍ଚ- ରାଜ୍ୟରେ ହୁହୁ ହୋଇ ବଢ଼ୁଥିବା ଜଙ୍ଗଲ ନିଆଁ ନେଇ ଗଭୀର ଚିନ୍ତାବ୍ୟକ୍ତ କରି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ସାକ୍ଷାକ କରି ପତ୍ର ଦେଇଛନ୍ତି କେନ୍ଦ୍ର ଶିକ୍ଷା…
Read More...

୧୫ ତାରିଖରୁ ପାଣିପାଗର ହେବ ପରିବର୍ତ୍ତନ, ଘଡ଼ଘଡ଼ି ବିଜୁଳି ସହ ବର୍ଷା ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୧୫ରୁ ରାଜ୍ୟରେ ପାଣିପାଗର ହେବ ପରିବର୍ତ୍ତନ। ରାଜ୍ୟରେ ଆସନ୍ତା ୧୫ ତାରିଖରୁ ଏହାର ପ୍ରଭାବ ପଡ଼ିବ ବୋଲି ଆକଳନ କରାଯାଉଛି। ଏଥିଯୋଗୁ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି, ବିଜୁଳି…
Read More...

ଜାନୁଆରୀ ୧୮ ରୁ ଏ ପର୍ଯ୍ୟନ୍ତ ଓଡିଶାରେ ୧୪ ଟି ହାତୀ ମରିଛନ୍ତି, ହାଇକୋର୍ଟଙ୍କୁ ଜଣାଇଲା ଜଏଣ୍ଟ ଟାକ୍ସଫୋର୍ସ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲାର ଶୁଣାଣି କରିବା ବେଳେ ରାଜ୍ୟର ବିଭିନ୍ନ ବନଖଣ୍ଡରେ ଗତ ଜାନୁଆରୀ ୧୮ ରୁ ଏ ପର୍ଯ୍ୟନ୍ତ କେତେ ହାତୀ ମରିଛନ୍ତି ଓ କେତେ ମଣିଷ ମୃତାହତ ହୋଇଛନ୍ତି ସେ ସମ୍ପର୍କରେ…
Read More...

ପୁରୁଣା ଭୁବନେଶ୍ୱରର ନୀଳକଣ୍ଠେଶ୍ୱର ମନ୍ଦିରରେ ଆୟୋଜିତ ହେଲା ସମୂହ ଵ୍ରତୋପନୟନ, ୧୬ଟି ଗରିବ ବ୍ରାହ୍ମଣ ପରିବାରର…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଦୀର୍ଘ ୧୧ ବର୍ଷ ଧରି ପୁରୁଣା ଭୁବନେଶ୍ୱର ବିନ୍ଦୁସାଗର ର ପଶ୍ଚିମ ପାଖରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିର ପରିସରରେ ସମୂହ ଵ୍ରତପୋନୟନ ଅନୁଷ୍ଠିତ ହୋଇଆସୁଅଛି।ଏ ପର୍ଯ୍ୟନ୍ତ ପାଖାପାଖି ୩୫୦ ଗରିବ…
Read More...

ଚଳିତ ମାଟ୍ରିକ ପରୀକ୍ଷାରେ ୨୦ହଜାର ପିଲା ଅନୁପସ୍ଥିତ ରହିଛନ୍ତି, ମନ୍ତ୍ରୀ ଓ ସଚିବ କହିଲେ ହାଉସ ହୋଲ୍ଡ଼ ସର୍ଭେ କରାଯିବ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଏ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଡାଟା ଆମ ପାଖକୁ ଆସିନାହିଁ ଯେ କେତେ ପିଲା ଅନୁପସ୍ଥିତ ଅଛନ୍ତି । ପରୀକ୍ଷା ସାରିଲେ ତାହା ଜଣାଯିବ। ବଡ କଥା ହେଉଚି ଯେଉଁ ୧୪ହଜାର ପିଲା ସମିଟିଭ ୧ ଦେଇନାହାନ୍ତି…
Read More...

ବିଜେପିରେ ସାମିଲ ହେଲେ ଅଭିନେତ୍ରୀ ଜିନା ସାମଲ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଜେପିରେ ସାମିଲ ହେଲେ ଓଲିଉଡର ଜଣାଶୁଣା ଅଭିନେତ୍ରୀ ଜିନା ସାମଲ । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତରେ ସେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସ୍ୱାମୀ ଅଭିନେତା ରୁଦ୍ର…
Read More...

ଶିକ୍ଷା, ନିଯୁକ୍ତି, ସରକାରୀ ଯୋଜନା ସହ ସଂଯୋଗ ଓ ସମ୍ବେଦନଶୀଳତା ହିଁ ଆଣି ପାରିବ ପରିବର୍ତ୍ତନ: କେୟାର ଲିଭରମାନଙ୍କ…

ଓଡିଆ ନ୍ୟୁଜ(ବ୍ୟୁରୋ): ସାବାଳକ ହୋଇ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରୁ ବାହାରିଲା ପରେ ଅନାଥ ବାଳକ ବାଳିକାମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେଥି ମଧ୍ୟରୁ ପ୍ରମୁଖ ହେଲା ଦୈନନ୍ଦିନ ଜୀବନର ଆବଶ୍ୟକତା ପୂରଣ, ଉଚ୍ଚ…
Read More...

ଗୋଖାଦ୍ୟ ‘ଚୋକଡ଼’ ଉପରେ ୪ ପ୍ରତିଶତ ଭାଟ ଲାଗୁ ନିର୍ଦ୍ଦେଶକୁ ରଦ୍ଦ କଲେ ହାଇକୋର୍ଟ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗୋଖାଦ୍ୟ 'ଚୋକଡ଼' ଉପରେ ୪ ପ୍ରତିଶତ ମୂଲ୍ୟଯୁକ୍ତ କର (ଭାଟ) ଲାଗୁ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ଓଡିଶା ହାଇକୋର୍ଟ। ଭାଟ ନିୟମାବଳୀ ଅନୁସାରେ ଚୋକଡ଼ ଉପରେ କୌଣସି କର ଲାଗୁ କରାଯାଇ ନଥିଲା।…
Read More...

ଆଜି ବିଶ୍ବ ପାଇପ ମିସ୍ତ୍ରୀ ଦିବସ: ପାଇପ ମିସ୍ତ୍ରୀଙ୍କୁ ଦିଆଗଲା କର୍ମବୀର ସେବା ସମ୍ମାନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ବିଶ୍ବ ପାଇପ ମିସ୍ତ୍ରୀ ଦିବସ ଅବସରରେ ଭୁବନେଶ୍ବରରେ ଥିବା ପାଇପ ମିସ୍ତ୍ରୀଙ୍କୁ ବି ଫର ଭୁବନେଶ୍ୱର ସାମାଜିକ ସଂଗଠନ ଦ୍ବାରା କର୍ମବୀର ସେବା ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ବରରେ ଘର କରି…
Read More...

କଟକ: ଠାକୁରଙ୍କ ଖଟୁଲିରେ ନିଆଁ ଲାଗି ଘରକୁ ବ୍ୟାପିଲା ନିଆଁ, ଅଗ୍ନିଶମ ବିଭାଗ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କଲେ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକ ଯୋବ୍ରା ନୂଆସାହିରେ ଏକ ଦୁଇ ମହଲା କୋଠାରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଠାକୁର ଘର ଦୀପରୁ ନିଆଁ ଲାଗି ଏହି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।…
Read More...