Browsing Category

Uncategorized

ତାଲାକ-ଇ-ହାସନ ଏବଂ ଏକପାଖିଆ ଛାଡପତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଦାବି!

ମୁସଲିମ ପୁରୁଷମାନଙ୍କୁ ଛାଡପତ୍ର ପାଇଁ ଏକପାଖିଆ ଅଧିକାର ପ୍ରଦାନ କରୁଥିବା ତାଲାକ-ଇ-ହାସନ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି।ତାଲାକ-ଇ-ହାସନ ଏବଂ ଅନ୍ୟାନ୍ୟ ଏକପାଖିଆ ଛାଡପତ୍ରକୁ…
Read More...

ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା, ୩୫୪୦ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୮୫ ହଜାର ୭୩୦ ପରୀକ୍ଷାର୍ଥୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ୍ ସମ୍ମେଟିଭ୍ ୨ ପରୀକ୍ଷା। କରୋନା ଯୋଗୁଁ ଗତବର୍ଷ ମାଟ୍ରିକ୍ ପରୀକ୍ଷା ହୋଇନଥିଲା। କୋଭିଡ୍ ର ପ୍ରକୋପ କମିବା ପରେ ପିଲାମାନଙ୍କୁ ଅଫଲାଇନ ରେ ଓ ଅନଲାଇନ୍ ରେ…
Read More...

ଗ୍ରାହକ ସାଜି ହନୁମାନ ପଇସା ଡିଲ ବେଳେ ମାଡି ବସିଲା ସ୍ପେଶାଲ ସ୍କ୍ବାର୍ଡ, ୨ ଗିରଫ    

ଓଡିଆ ନ୍ୟୁଜ୍(ବ୍ୟୁରୋ): ଦେବଗଡ ଜିଲ୍ଲା ପୁଲିସ ସ୍ପେଶାଲ ସ୍କ୍ବାର୍ଡକୁ ମିଳିଛି ପୁଣି ଏକ ସଫଳତା l ବେଆଇନ ହନୁମାନ ପଇସା କାରବାରରେ ଲିପ୍ତ 2 ଅଭିଯୁକ୍ତଙ୍କୁ ଗ୍ରାହକ ବେଶରେ ଯାଇ କାବୁ କରିଛି ପୋଲିସ l  ସେମାନଙ୍କ ନିକଟରୁ…
Read More...

ବିହାର ଏମଏଲସି ସ୍ଵାଧୀନ ପ୍ରାର୍ଥୀଙ୍କ ଉପରେ ଆଖିବୁଜା ଗୁଳି ମାଡ଼; ଅଳ୍ପକେ ବର୍ତ୍ତିଲେ ପ୍ରାର୍ଥୀ, ଜଣେ ମୃତ

ବିହାରରେ ସୋମବାର ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ବିଧାନ ପରିଷଦର ୨୪ ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା। ଏହା ପରେ, AK 47 ସହିତ ବିଳମ୍ବିତ ରାତିରେ ଶିବାନ ଏମଏଲସିର ସ୍ଵାଧୀନ ପ୍ରାର୍ଥୀ ରାଇସ୍ ଖାନଙ୍କ ଉପରକୁ ଆଖିବୁଜା…
Read More...

୫ଦିନିଆ ରିମାଣ୍ଡରେ ଯିବେ ନକଲି ଡାକ୍ତର ରମେଶ ସ୍ବାଇଁ ଓ ତାଙ୍କ ମ୍ୟାନେଜର; ଏସଡିଜେଏମ କୋର୍ଟଙ୍କ ଅନୁମତି

୫ଦିନିଆ ରିମାଣ୍ଡରେ ଯିବେ ନକଲି ଡାକ୍ତର ରମେଶ ସ୍ବାଇଁ ଓ ତାଙ୍କ ମ୍ୟାନେଜର ବିଶ୍ଵରଂଜନ ଦାସ। ଅନୁମତି ଦେଇଛନ୍ତି ଏସଡିଜେଏମ କୋର୍ଟ। ଦୁଇ ଜଣଙ୍କୁ ମୁହାଁମୁହିଁ ଜେରା କରିବାକୁ ପୁଲିସ ଯୋଜନା କରିଥିବା ସୂଚନା ରହିଛି।…
Read More...

ଉତ୍ତରାଖଣ୍ଡର ଦ୍ୱାଦଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ପୁଷ୍କର ସିଂ ଧାମି; ୯ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ…

ଆଜି ଅପରାହ୍ନରେ ଉତ୍ତରାଖଣ୍ଡର ଦ୍ୱାଦଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ପୁଷ୍କର ସିଂ ଧାମି । ଏଥିସହିତ ୯ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ। ରାଜ୍ୟରେ ପ୍ରଥମ ମହିଳା ବକ୍ତା ହେବେ ରିତୁ ଖଣ୍ଡୁରୀ । ଶପଥ ଗ୍ରହଣ…
Read More...

ଯାଜପୁର: ରଙ୍ଗ ଖେଳି ଖରସ୍ରୋତା ନଦୀରେ ଗାଧୋଇ ୪ ନିଖୋଜ, ୨ ମୃତ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ହୋଲିରେ ବଡ଼ ଧରଣର ଅଘଟଣ। ଯାଜପୁର ବଡ଼ସୁଆର ପଞ୍ଚାୟତ ବନ୍ଧମୁଣ୍ଡା ଗ୍ରାମ ନିକଟସ୍ଥ ଖରସ୍ରୋତା ନଦୀରେ ଘଟିଛି ଅଘଟଣ। ହୋଲି ପାଇଁ ରଙ୍ଗ ଖେଳି ସାରି ୬ଜଣ ପିଲା ନଦୀକୁ ଗାଧୋଇବାକୁ ଯାଇ ନଦୀରେ…
Read More...

ଶ୍ରୀଜଗନ୍ନାଥ ମନ୍ଦିର ଆଇନର ସଂଶୋଧନକୁ ବିରୋଧ କରି ମାମଲା ଦାୟର: ରାଜ୍ୟସରକାରଙ୍କ ସହ ମନ୍ଦିର ପ୍ରଶାସନକୁ ରିପୋର୍ଟ…

 ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶ୍ରୀଜଗନ୍ନାଥ ମନ୍ଦିର ଆଇନର ସଂଶୋଧନକୁ ବିରୋଧ କରି ଦାୟର ମାମଲାରେ ହାଇକୋର୍ଟ ପ୍ରତିପକ୍ଷଙ୍କୁ ଜବାବ ତଲବ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ…
Read More...

ୟୁପିରେ ପୁଣିଥରେ ପ୍ରଧାମନ୍ତ୍ରୀ ମୋଦୀଙ୍କ ଯାଦୁ!

ୟୁପି ବିଧାନସଭା ନିର୍ବାଚନକୁ ୨୦୨୪ ମସିହାରେ ହେବାକୁ ଥିବା ଲୋକସଭା ନିର୍ବାଚନର ଲିଟମସ୍ ପରୀକ୍ଷା ଭାବରେ ବିବେଚନା କରାଯାଉଥିଲା। ଏହି କାରଣରୁ ୟୁପିକୁ ସଫଳ କରିବା ପାଇଁ ସମସ୍ତ ରାଜନୈତିକ ଦଳ ନିଜ ସମସ୍ତ ବଳ ଲଗାଇଥିଲେ |…
Read More...

କଟକ: ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ସିଗ୍ନାଲ ବିଭାଗର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ପତ୍ନୀଙ୍କୁ ମିଳିଲା…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ) ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲ ଯାଇଥିବା ସିଗ୍ନାଲ ବିଭାଗର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଭିଜିଲାନ୍ସ ମାମଲାରେ ତ୍ରିନାଥଙ୍କ ପତ୍ନୀ ଦିପ୍ତୀମୟୀ ମିଶ୍ରଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ…
Read More...