‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କମିଟି ଗଠନ କଲେ କେନ୍ଦ୍ର ସରକାର

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କମିଟି ଗଠନ କଲେ କେନ୍ଦ୍ର ସରକାର। ଏଥିପାଇଁ ଆଜି କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ  ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କମିଟି…
Read More...

ପୂର୍ବତନ ଆରଜେଡି ସାଂସଦଙ୍କୁ ଆଜୀବନ କାରାଦଣ୍ଡ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୂର୍ବତନ ଆରଜେଡି ସାଂସଦ ପ୍ରଭୁନାଥ ସିଂଙ୍କୁ ଆଜୀବନ କାରାଦଣ୍ଡ । ୧୯୯୫ରେ ହୋଇଥିବା ଡବଲ ମର୍ଡର କେସର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ମିଳିଥିବା ସୂଚନା ଅନୁସାରେ,…
Read More...

କମିଲା କମର୍ସିଆଲ ସିଲିଣ୍ଡର ଦର

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କମିଲା କମର୍ସିଆଲ ସିଲିଣ୍ଡର ଦର । ୧୯କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୧୫୮ ଟଙ୍କା ହ୍ରାସ ପାଇଛି । ଦର ହ୍ରାସ ପାଇବା ପରେ ୧୯ କିଲୋ ବାଣିଜ୍ୟିକ ସିଲିଣ୍ଡର ଦାମ ୧୫୨୨ ଟଙ୍କା ହୋଇଛି । ଏହା…
Read More...

ମଝି ସମୁଦ୍ରରେ ବୋଟ୍ ଉପରକୁ ଚଢିଆସିଲା ସନ୍ଦିଗ୍ଧ ଯୁବକ, ଆତଙ୍କିତ ମତ୍ସ୍ୟଜିବୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମଝି ସମୁଦ୍ରରେ ବୋଟ୍ ଉପରକୁ ଚଢିଆସିଲା ସନ୍ଦିଗ୍ଧ ଯୁବକ। ଯାହାକୁ ଦେଖି ମତ୍ସ୍ୟଜୀବୀମାନେ ଭୟଭୀତ ହୋଇପଡ଼ିଛନ୍ତି  । ଏଭଳି କିଛି  ଘଟଣା ଘଟିଛି ଚିଲିକା ମୁହାଣ ଠାରୁ ୭୧ ମାଇଲ ଦୂର ଗଭୀର ସମୁଦ୍ରରେ।…
Read More...

ରାଜ୍ୟରେ ଆତଙ୍କ ଖେଳାଇଲାଣି ଡେଙ୍କୁ, ପ୍ରତିଦିନ ବାହାରୁଛନ୍ତି ୧୦୦ରୁ ଅଧିକ ପଜିଟିଭ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ ରାଜ୍ୟରେ ଆତଙ୍କ ଖେଳାଉଛି ଡେଙ୍କୁ। ପ୍ରତିଦିନ ବାହାରୁଛନ୍ତି ୧୦୦ରୁ ଅଧିକ ପଜିଟିଭ୍। ଗତବର୍ଷ ଏହି ସମୟରେ ଯେଉଁ ଜିଲ୍ଲାଗୁଡ଼ିକରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୦ ଟପି ନ ଥିଲା…
Read More...

ନନ୍ଦନକାନନ ଆସିଲେ ନୂଆ ଅତିଥି ଗୋଲ୍ଡେନ ହ୍ୟାଣ୍ଡେଡ୍ ଟାମାରିନ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି ଗୋଲ୍ଡେନ ହ୍ୟାଣ୍ଡେଡ୍ ଟାମାରିନ୍। ଗତକାଲି ହ୍ରାଇଦ୍ରାବାଦରୁ ଦୁଇଟି ପ୍ରଜାତିର ୪ ଜୀବଜନ୍ତୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଛି । …
Read More...

ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ପରିମାଣିକ ଦର୍ଶନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ପରିମାଣିକ ଦର୍ଶନ। ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ସ୍ବତନ୍ତ୍ର ଏସ୍‌ଓପି(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର) ଜାରି କରିବ ଶ୍ରୀମନ୍ଦିର ପ୍ରଶାସନ। ଏନେଇ…
Read More...

ଯାଜପୁରରେ ୫ଟି ସଚିବ ଭିକେ ପଣ୍ଡିଆନ ବାର୍ତ୍ତା: ଓଡ଼ିଶାରେ ଭଲ କାମ ପାଇଁ ଧର୍ମଶାଳାର ନାଁ ରହିଛି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଯାଜପୁର ଜିଲ୍ଲା ଧର୍ମଶାଳା ଗସ୍ତରେ ୫ଟି ସଚିବ ଭିକେ ପଣ୍ଡିଆନ। ଆଜି ଚଣ୍ଡିଖୋଲ କାର୍ଯ୍ୟକ୍ରମ ସାରି ଜାରକା କଳ୍ପତରୁ ଦାସ ଷ୍ଟାଡିୟମରେ ହେଲିକ୍ୟାପ୍ଟର ଯୋଗେ ପହଂଚିଥିଲେ ୫ଟି ସଚିବ। ସେଠାରେ…
Read More...

ସଡ଼କ ସୁରକ୍ଷା ପରିଷଦର ବୈଠକ ଅନୁଷ୍ଠିତ: ‘ମୁଖ୍ୟମନ୍ତ୍ରୀ ସଡ଼କ ସୁରକ୍ଷା ଯୋଜନା’ରେ ୧୪୫ କୋଟି ଟଙ୍କାର ବଜେଟ ବ୍ୟବସ୍ଥା…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ସଡକ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ବିଭାଗମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପୋଲିସ୍‌ ବିଭାଗ, ପରିବହନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଇଂଜିନିୟରିଂ ବିଭାଗ, ଶିକ୍ଷା ବିଭାଗ, ଟ୍ରକ୍‌-ବସ୍‌…
Read More...

ବିଜେଡି ପ୍ରବକ୍ତା ପାଗଳର ପ୍ରଳାପ ଭଳି ଯେଉଁ ବାରମ୍ବାର କଥା କହୁଛନ୍ତି ତାହା ହାସ୍ୟାସ୍ପଦ: ମୁକେଶ ମହାଲିଙ୍ଗ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଜେଡି ପ୍ରବକ୍ତା ସସ୍ମିତ ପାତ୍ର ବାଉଳିଚାଉଳି ହୋଇ ପାଗଳର ପ୍ରଳାପ ଭଳି ଯେଉଁ ବାରମ୍ବାର କଥା କହୁଛନ୍ତି ତାହା ହାସ୍ୟାସ୍ପଦ । ଜଣେ ରାଜନେତା ହୋଇ ଏପରି ମନ୍ତବ୍ୟ ତାଙ୍କୁ ଶୋଭା ପାଉନାହିଁ ।…
Read More...