ଜୀ ସାର୍ଥକରେ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ଯୋଡ଼ି ଅମ୍ବର ଓ ଧାରାଙ୍କ ଶୁଭ ବିବାହ ଆସନ୍ତା ରବିବାର ସନ୍ଧ୍ୟା ୬ଟାରେ

ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ଜୀ ସାର୍ଥକ ରେ ଲୋକାଦୃତ ପାଲଟିଥିବା ‘ସୁନା ଝିଅ’, ‘ତୁ ଖରା ମୁଁ…
Read More...

ପୁଣି ଦେବଭୂମିରେ ପ୍ରକୃତିର ତାଣ୍ଡବ, ତାସ୍ ଘର ଭଳି ଭୁଶୁଡିଲା ବିରାଟ ଅଟ୍ଟାଳିକା

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଦେବଭୂମିରେ ତାଣ୍ଡବ ରଚୁଛି ପ୍ରକୃତି । ପ୍ରକୃତିର କରାଳ ରୂପରେ ଚାରିଆଡେ ହାହାକାର । ବାଦଳଫଟା ବର୍ଷାର ତାଣ୍ଡବରେ ଥରୁଛି ହିମାଚଳ ପ୍ରଦେଶ। ଏଠି ବର୍ଷା ଧୋଇ ନେଲାଣି ହଜାର ହଜାର ଘର।…
Read More...

ସାଙ୍ଗ ସାଜିଲା ବଇରି, ପିଟିପିଟି କଲେ ହତ୍ୟା

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ବନ୍ଧୁତା ଏକ ପବିତ୍ର ସମ୍ପର୍କ । କିନ୍ତୁ ସେହି ପବିତ୍ର ସଂପର୍କରେ କଳଙ୍କ ଲାଗିଲା ଭଳି ଚିତ୍ର ଆଜି ସାମ୍ନାକୁ ଆସିଛି । ସାଙ୍ଗକୁ ପିଟିପିଟି ହତ୍ୟା କରିଛନ୍ତି ଅନ୍ୟ ଦୁଇ ଜଣ ସାଙ୍ଗ। ଘଟଣା…
Read More...

ପ୍ରେମରେ ବିଫଳ ହୋଇ ବିଷ ପିଇଦେଲେ ମହିଳା ଏସ.ଆଇ!

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ପ୍ରେମ ଚୀରନ୍ତନ ସତ୍ୟ । କିନ୍ତୁ ଆଜିକାଲିର ଯୁବପିଢି ପ୍ରେମର ପ୍ରକୃତ ମୂଲ୍ୟ ନବୁଝି ପ୍ରେମ କରି ବସୁଛନ୍ତି । ପରବର୍ତ୍ତୀ ସମୟରେ ଯାହାର ବହୁ ମୂଲ୍ୟ ଦେବାକୁ ପଡୁଛି । ଆଜି ପ୍ରେମକୁ ନେଇ ଏକ…
Read More...

ନବୀନ ନିବାସ ଆଗର ୬ଜଣଙ୍କ ଆତ୍ମାହୁତି ଉଦ୍ୟମ

ଓଡିଆ ନ୍ୟୁଜ୍ (ବ୍ୟୁରୋ): ଆଜି ନବୀନ ନିବାସ ସାମ୍ନାରେ ହାଇଡ୍ରାମା ଦେଖିବାକୁ ମିଳିଛି । ନ୍ୟାୟ ପାଇବା ପାଇଁ ଲଢେଇ କରୁଥିବା ଏକ ପରିବାର ଆଜି ସକାଳେ ନବୀନ ନିବାସ ଆଗରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ପୁଅର…
Read More...

ଆସନ୍ତା ୨୪ଘଣ୍ଟାରେ ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆଜି ରାଜ୍ୟରେ…
Read More...

ବିଷାକ୍ତ ଗ୍ୟାସ୍ ଲିକ୍, ୨୮ ଗୁରୁତର

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ୨୮ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗୁଜରାଟର ଏକ ଶିଳ୍ପ ସଂସ୍ଥାରେ । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି…
Read More...

ଦନ୍ତା ଆକ୍ରମଣରେ ୩ମୃତ

ଓହିଆ ନ୍ୟୁଜ୍ (ବ୍ୟୁରୋ) : ହାତୀ ଆକ୍ରମଣରେ ଅତିଷ୍ଠ ହେଲେଣି ଅନୁଗୁଳ ବାସିନ୍ଦା । ସବୁବେଳେ ହାତୀ ଗାଁ’ରେ ପଶି ବିପୁଳ ଧନ ସଂପତ୍ତି ନଷ୍ଟ କରୁଛି । ଆଜି ଗାଁ’ରେ ହାତୀ ଆକ୍ରମଣ କରିଛି। ଶୌଚ ପାଇଁ ଯାଇଥିବା ବେଳେ ୩ଜଣଙ୍କୁ…
Read More...

ଭିଜିଲାନ୍ସ ଜାଲରେ ରାୟଗଡା ଡିଏଫଓ, ୭ଟି ସ୍ଥାନରେ ଏକକାଳୀନ ଚଢାଉ

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଭିଜିଲାନ୍ସ ଜାଲରେ ଫଶିଛନ୍ତି ଡିଏଫ୍‌ଓ । ଆୟବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ରାୟଗଡା ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ଘର ରେଡ୍ କରିଛି ଭିଜିଲାନ୍ସ। ଡିଏଫଓ ରହୁଥିବା ଗାନ୍ଧୀନଗର ସ୍ଥିତ ସରକାରୀ…
Read More...

ଓଡିଆ ସଙ୍ଗୀତ ଜଗତର ସୁନାମ ଧନ୍ୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଓଡିଶା ସଙ୍ଗୀତ ଜଗତର ବିରାଟ ହସ୍ତୀ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । କିଛି ଦିନ ତଳେ…
Read More...