ଖୋଲିଲା ହୀରାକୁଦର ଆଉ ୨ ଗେଟ, ୨୦ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ
ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ବୃଦ୍ଧି ପାଉଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ପୁଣି ୩ଟି ଗେଟ୍ ଖୋଲି ଦିଆଯାଇଛି। ଏହା ପୂର୍ବରୁ ଆଜି ସକାଳୁ ୫ଟି ଗେଟ୍ ଖୋଲାଯାଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା ୨ଟି ଦଫାରେ ମୋଟ୍ ୮ଟି ଗେଟ୍…
Read More...
Read More...