ଦ୍ୱିତୀୟ ଦିନିକିଆ ସିରିଜ୍: ୧୮୧ ରନର ଟାର୍ଗେଟ ପୁରାକରି ଟିମ୍ ଇଣ୍ଡିଆକୁ ହରାଇଲା ୱେଷ୍ଟଇଣ୍ଡିଜ୍‌

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦ୍ୱିତୀୟ ଦିନିକିଆ ଜିତି ସିରିଜକୁ ବରାବର ସ୍ଥିତିକୁ ଆଣିବାରେ ସଫଳ ହୋଇଛି ୱେଷ୍ଟଇଣ୍ଡିଜ୍ ଟିମ୍ । ଟସ୍ ଜିତିଥିଲେ କାରବୀୟ ଦଳର ଅଧିନାୟକ ସାଇ ହୋପ୍ । ଏହାପରେ ସେ ପ୍ରଥମେ ବୋଲିଂର ନିଷ୍ପତି…
Read More...

ସାହାସିକତା ଦେଖାଇଲେ ଆରପିଏଫ ଷ୍ଟାଫ୍‌: ମରଣ ମୁହଁରୁ ବର୍ତ୍ତିଗଲେ ଯାତ୍ରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସାହାସିକତା ଦେଖାଇଲେ ଆରପିଏଫ ଷ୍ଟାଫ୍‌, ମରଣ ମୁହଁରୁ ବର୍ତ୍ତିଗଲେ ଯାତ୍ରୀ। ସାହାସିକତା ଆରପିଏଫ ଷ୍ଟାଫଙ୍କ ସାହସିକତା ଦେଖାଇ ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନରେ ଜଣେ ରେଳ ଯାତ୍ରୀଙ୍କୁ ମୃତ୍ୟୁ ପଥରୁ…
Read More...

ଉଗ୍ରତାରା ମନ୍ଦିରରୁ ଚୋରି: ମା’ଙ୍କ ଲକ୍ଷାଧିକ ଟଙ୍କା ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁର୍ତ୍ତ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ସ୍ଥିତ ଉଗ୍ରତାରା ମନ୍ଦିରରୁ ଚୋରି। ରାତି ଅଧରେ ମା’ଙ୍କ ଲକ୍ଷାଧିକ ଟଙ୍କା ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁର୍ତ୍ତ। ମାଆଙ୍କ ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ କରିଛନ୍ତି…
Read More...

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସଇଁତଳା ଷ୍ଟେସନରେ ଦୁଇ ଘଣ୍ଟା ଅଟକି ରହିଲା ଇସ୍ପାତ ଏକ୍ସପ୍ରେସ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସଇଁତଳା ଷ୍ଟେସନରେ ଦୁଇ ଘଣ୍ଟା ଅଟକି ରହିଲା ଇସ୍ପାତ ଏକ୍ସପ୍ରେସ। ବଲାଙ୍ଗୀର ଜିଲ୍ଲା ସଇଁତଳା ଷ୍ଟେସନରେ ଦୁଇ ଘଣ୍ଟା ହେଲା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ରହିଥିଲା…
Read More...

ରେଳ ଇଞ୍ଜିନରୁ ଅଲଗା ହେଲା ଡବା, ପଛକୁ ଫେରିଲା ଟ୍ରେନ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ବାହାନଗା ଟ୍ରେନ ଦୁର୍ଘଟଣା ପରଠୁ ଲୋକମାନେ ଟ୍ରେନରେ ଯିବାକୁ ଭୟ କରୁଛନ୍ତି । ଏବେ ଗୋଟିଏ ଗୋଟିଏ ରେଳ ଦୁର୍ଘଟଣା ସାମ୍ନାକୁ ଆସିଛି ।  ପୁଣି ଟ୍ରେନକୁ ନେଇ ଅଘଟଣ । ଭୁବନେଶ୍ଵର ବାଣୀବିହାର ଷ୍ଟେସନ…
Read More...

ପୁରୁଷଙ୍କୁ ଫିଟ ରଖେ ଏହି ୪ ଜିନିଷ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ସବୁ ପୁରୁଷ ଚାହାନ୍ତି କି ତାଙ୍କ ଶରୀର ସୁସ୍ଥ ଏବଂ ଶକ୍ତିଶାଳୀ ହେଉ। ଆଉ ସେଥିପାଇଁ ଉପଯୁକ୍ତ ଖାଦ୍ୟ ଖାଇବା ବି ଜରୁରୀ। କିନ୍ତୁ ଆଜିକାଲିର ଜୀବନଶୈଳୀ ଭିତରେ ଖାଇବା ପିଇବାର ଭୁଲ ଆଦତ ଯୋଗୁଁ ବହୁତ…
Read More...

ସାବଧାନ! ଡାର୍କ ଚକୋଲେଟ ଆଣିପାରେ ବିପଦ

ଓଡିଆ ନ୍ୟୁଜ (ବ୍ୟୁରୋ) :ଡାର୍କ ଚକୋଲେଟ୍‌ ଖାଇବା ପ୍ରାୟ ସମସ୍ତଙ୍କୁ ପସନ୍ଦ। ଏହାର ନାଁ ଶୁଣିବା ମାତ୍ରେ ପାଟିରେ ପାଣି ଆସିଯାଏ। ଅଧିକାଂଶ ଲୋକେ ଏହାର ସ୍ୱାଦ ଚାଖିବା ପାଇଁ ପସନ୍ଦ କରନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ସୁସ୍ଥକର…
Read More...

ଟମାଟୋ ପାଇଁ ବନ୍ଧା ପଡ଼ିଲେ ନାବାଳକ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଟମାଟୋ ପାଇଁ ବନ୍ଧା ପଡ଼ିଲେ ନାବାଳକ। ୨ ପିଲାଙ୍କୁ ଟମାଟୋ ଦୋକାନରେ ବସାଇ ଟମାଟୋ ନେଇ ଖସିଗଲେ ଜଣେ ଗ୍ରାହକ। ଘଟଣା ଘଟିଛି କଟକ ଛତ୍ରବଜାର ଅଞ୍ଚଳରେ। ଜଣେ ବ୍ୟକ୍ତି ଟମାଟୋ କିଣିବାକୁ ଆସି ଦୁଇଟି…
Read More...

ବିବାଦରେ ‘ବୱାଲ’

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ବିବାଦ ଘେରରେ ଫିଲ୍ମ ‘ବୱାଲ’। ନିକଟରେ ବଲିଉଡ଼ ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ବରୁଣ ଧୱନଙ୍କ ଅଭିନିତ ଫିଲ୍ମ ‘ବୱାଲ’ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଯାଇଛି । ଏବେ ଏହାର କିଛି ସିନ୍‌କୁ…
Read More...

ଚୁମା ଦେଇ ଚର୍ଚ୍ଚାରେ ଧର୍ମେନ୍ଦ୍ର

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଚୁମା ଦେଇ ଏବେ ଚର୍ଚ୍ଚାରେ ବଲିଉଡ ଅଭିନେତା ଧର୍ମେନ୍ଦ୍ର। ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ରକି ଔର ରାନୀ କି ପ୍ରେମ୍ କାହାନୀରେ ଅଭିନେତ୍ରୀ ଶବାନା ଆଜମୀଙ୍କୁ ଚୁମ୍ବନ ଦେଇ ଚର୍ଚ୍ଚାରେ ରହିଛନ୍ତି।…
Read More...