ଫଲକନୁମା ଏକ୍ସପ୍ରେସରେ ଲାଗିଗଲା ନିଆଁ, ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ହାଓଡା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସରେ ନିଆଁ । ବିଶାଖାପଟଣମର ପାଗିଡିପାଲି-ବୋମାଇପାଲି  ମଧ୍ୟରେ ଘଟିଛି ଏହି ଦୁର୍ଘଟଣା । ହୁତୁହୁତୁ ଜଳୁଛି ଫାଲକନାମା ଏକ୍ସପ୍ରେସ ଟ୍ରେନ । ଟ୍ରେନର…
Read More...

ପ୍ରଧାନମନ୍ତ୍ରୀଙ୍କ ସଭାକୁ ଯାଉଥିବା ବେଳେ ଗାଡ଼ି ଦୁର୍ଘଟଣାରେ ୨ ବିଜେପି କର୍ମୀ ମୃତ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ସଭାକୁ ଯାଉଥିବା ବେଳେ ଗାଡ଼ି ଦୁର୍ଘଟଣାରେ ୨ ବିଜେପି କର୍ମୀ ମୃତ। ଛତିଶଗଡର ବେଲତରା ହାଇୱେରେ ଏକ ଭୟାନକ ସଡକ ଦୁର୍ଘଟଣା ଘଟି ଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭାରେ…
Read More...

ବିବାହର ପ୍ରତିଶୃତି ଭାଙ୍ଗିବା ପୂର୍ବରୁ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ: ହାଇକୋର୍ଟ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିବାହର ପ୍ରତିଶୃତି ଭାଙ୍ଗିବା ପୂର୍ବରୁ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ। ଏନେଇ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଯେ, ଯଦି କୌଣସି ସମ୍ପର୍କ…
Read More...

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ବିରେନ୍ଦ୍ର ଲାକ୍ରାଙ୍କ ପାଇଁ ବଢ଼ିଲା ଅଡ଼ୁଆ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଅନ୍ତର୍ଜାତୀୟ ହକି ଖେଳାଳି ବିରେନ୍ଦ୍ର ଲାକ୍ରାଙ୍କ ପାଇଁ ବଢ଼ିଲା ଅଡ଼ୁଆ।  ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଓଡ଼ିଶା…
Read More...

ଆଜିଠୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା । ଏହି ନାମଲେଖା ପ୍ରକ୍ରିୟା ଆସନ୍ତା ୭ରୁ ୧୩ ତାରିଖ ଯାଏ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ ଜାରି ରହିବ। ଗତକାଲି ପ୍ରଥମ ପର୍ଯ୍ୟାୟ…
Read More...

ଆଜି ତୃତୀୟ ଦିନରେ ବି ଚାଲିଛି ଡିଏନ ଗ୍ରୁପରେ ଆୟକର ଚଢଉ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି ତୃତୀୟ ଦିନରେ ବି ଚାଲିଛି ଡିଏନ ଗ୍ରୁପରେ ଆୟକର ଚଢଉ ଜାରି। ପ୍ରଥମ ଦିନ ଚଢାଉରେ ୩୦ କୋଟି ଜବତ ହୋଇଥିବାବେଳେ ଗତକାଲି ବାହାରିଛି ପୁଳା ପୁଳା ଟଙ୍କା । ଗତକାଲି ଚଢ଼ାଉ ବେଳେ ଜାଗମରାରୁ…
Read More...

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର ହେଲେ ରାଜ୍ୟସରକାର, ୩ ଜଣଙ୍କୁ ଚାକିରୀରୁ ବିଦା,୬ ଜଣଙ୍କ ପେନ୍‌ସନ ବନ୍ଦ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର ହେଲେ ରାଜ୍ୟସରକାର। ୯ ଅଧିକାରୀଙ୍କ ବିରେଧରେ ନେଇଛନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ।  ୩ ଜଣଙ୍କୁ ଚାରିକରୁ ବରଖାସ୍ତ କରିଥିବାବେଳେ ୬ ଜଣଙ୍କର ପେନସନ…
Read More...

ବିଜୁ ଯୁବ ଜନତା ଦଳର ରାଜ୍ଯ କାର୍ଯ୍ଯକାରିଣୀ ଅନୁଷ୍ଠିତ: ବିରୋଧୀଙ୍କ ସମସ୍ତ ଅପପ୍ରଚାରକୁ ରୋକିବାକୁ ହେଲା ସ୍ୱତନ୍ତ୍ର…

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ଭୁବନେଶ୍ବର ସ୍ଥିତ ବିଜେଡିର ମୂଖ୍ଯ କାର୍ଯ୍ଯାଳୟ ଶଙ୍ଖ ଭବନ ଠାରେ ବିଜୁ ଯୁବ ଜନତା ଦଳର ରାଜ୍ଯ କାର୍ଯ୍ଯକାରିଣୀ ଅନୁଷ୍ଠିତ ହୋଇଯାଇଛି।ବିଜୁ ଯୁବ ଜନତା ଦଳର ରାଜ୍ଯ ସଭାପତି ତଥା ମାନ୍ୟବର ବିଧାୟକ…
Read More...

ମହଙ୍ଗା ଦେଖି ବିଲରେ ପଶି ଚୋରି କରିନେଲେ ୨.୫ଲକ୍ଷ ଟଙ୍କାର ବିଲାତି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମହଙ୍ଗା ଦେଖି ବିଲରେ ପଶି ଚୋରି କରିନେଲେ ୨.୫ଲକ୍ଷ ଟଙ୍କାର ବିଲାତି । କର୍ଣ୍ଣାଟକର ହାସନ ଜିଲ୍ଲାର ଗୋନି ସୋମନହାଲି ଗାଁରେ ରହିଛି ଏହି ବିଲ । ଯେଉଁଠି ମହିଳା ଚାଷୀ ଧରଣୀ ବିଲାତି ଚାଷ କରିଛନ୍ତି…
Read More...

ଅନୁଗୁଳରେ ପୁଣି ନକଲି ଔଷଧ ଠାବ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅନୁଗୁଳରେ ପୁଣି ନକଲି ଔଷଧ ଠାବ । ନକଲି ଔଷଧ ବିକ୍ରି ଅଭିଯୋଗରେ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଗୋଟିଏ ମେଡିସିନ୍ ଷ୍ଟୋର ସହ ହୋଲସେଲ୍ ଦୋକାନକୁ ସିଲ୍ କରିଛି । ୨ଟି ଯାକ ଦୋକାନରେ ପାଣ୍ଟୋସିଡ…
Read More...