୯ବର୍ଷରେ ମୋଦିଜୀ ଯାହା କରିଛନ୍ତି ସ୍ୱାଧୀନତା ପରଠାରୁ ସାଧାରଣ ଜନତାଙ୍କ ପାଇଁ ତାହା ହୋଇନଥିଲା: ମନମୋହନ ସାମଲ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବା ପାଇଁ ଭାରତୀୟ ଜନତା ପାର୍ଟୀର ରାଷ୍ଟ୍ରୀୟ ସଭାପତି  ଜଗତ୍ ପ୍ରକାଶ ନଡ୍ଡାଙ୍କ…
Read More...

ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳରୁ ଜବତ ହେଲା ମାଓ ସାମଗ୍ରୀ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳରୁ ଜିଲ୍ଲା ପୁଲିସ ଓ ବିଏସଏଫ ପକ୍ଷରୁ ଅପରେସନ ଜାରି ରହିଥିବା ବେଳେ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ଏହି ଅଂଚଳରୁ ମାଓ ସାମଗ୍ରୀକୁ ମିଳିଥିବା ନେଇ ମାଲକାନଗିରି…
Read More...

ପ୍ରଧାନମନ୍ତ୍ରୀଙ୍କ ଉପରେ ଜନ ଭରସା କୋଭିଡ୍ ମୁକାବିଲାର ବଡ଼ ଅସ୍ତ୍ର ଥିଲା: ମୋଦି ସରକାରଙ୍କ ୯ ବର୍ଷର ସେବା ଅବସରରେ…

ଓଡ଼ିଆ ନ୍ୟୁଜ(ବ୍ୟୁରୋ): କୋଭିଡ୍ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଜନ ଭରସା କୋଭିଡକୁ ମୁକାବିଲା କରିବାର ବଡ଼ ଅସ୍ତ୍ର ଥିଲା ବୋଲି ରବିବାର ଦିଲ୍ଲୀରେ ମୋଦି ସରକାରଙ୍କ ୯ ବର୍ଷର ସେବା ଅବସରରେ…
Read More...

ମଣିପୁରରେ ହିଂସାକୁ ପ୍ରୋତ୍ସାହନ ଦେବାରେ ଚୀନ୍‌ ସମ୍ପୃକ୍ତ ରହିଛି : ସଞ୍ଜୟ ରାଉତ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :  ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ମଣିପୁରରେ ହିଂସାକୁ ପ୍ରୋତ୍ସାହନ ଦେବାରେ ଚୀନ୍‌ ସମ୍ପୃକ୍ତ ରହିଛି। ଏଥିସହ ଚୀନ୍‌ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କେନ୍ଦ୍ର…
Read More...

ଓଲିଉଡ଼ରେ ଚହଳ ପକାଇବ ବର୍ଷା ପ୍ରିୟଦର୍ଶିନୀଙ୍କ ‘ବସ୍’ ଚଳଚ୍ଚିତ୍ର

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଓଲିଉଡର କୁଇନ୍ ବର୍ଷା ପ୍ରିୟଦର୍ଶିନୀ। ତାଙ୍କ ପାରିବାରିକ ବିବାଦ ସାରା ଓଡ଼ିଶାରେ ଚର୍ଚ୍ଚା ହୋଇଥାଏ । ଏବେ ବର୍ଷା ପ୍ରିୟଦର୍ଶିନୀ ବଡ଼ ପରଦାରେ 'ବସ୍' ଫିଲ୍ମରେ ମୁଖ୍ୟ ଭୂମିକାରେ ଦେଖା…
Read More...

ମୋସୁମୀ ପ୍ରଭାବରେ ୫ ତାରିଖରୁ କାଚିବ ବର୍ଷା

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ରାଜ୍ୟକୁ ଗୁଳୁଗୁଳି ଲାଗି ରହିଛି । ମୌସୁମୀର ନିମ୍ନଚାପ ରେଖା ସ୍ୱାଭାବିକ ଠାରୁ ଦକ୍ଷିଣରେ ରହିଥିବାରୁ ଆଗାମୀ ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ହୋଇପାରେ । ଘଡ଼ଘଡ଼ି…
Read More...

‘ବ୍ରେକ୍‌ଅପ୍‌’ ପରେ ପୁଣି ଏକାଠି ହେଲେ ଟାଇଗର୍‌ ଶ୍ରଫ୍‌ ଓ ଦିଶା ପଟାନୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ‘ବ୍ରେକ୍‌ଅପ୍‌’ ପରେ ପୁଣି ଏକାଠି ହେଲେ ବଲିଉଡର ଟର୍ଚ୍ଚିତ ଲଭର୍ସ ଟାଇଗର୍‌ ଶ୍ରଫ୍‌ ଓ ଦିଶା ପଟାନୀ । ଜାତୀୟ ରାଜଧାନୀ ଅଞ୍ଚଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦୁହେଁ ଏକା…
Read More...

ବଡ଼ ପରଦାରେ ଅନୁଭବଙ୍କ ‘ଲଭ୍ ଇନ ଲଣ୍ଡନ’କୁ ଜବାବ୍ ଦେବ ବର୍ଷାଙ୍କ ‘ବସ୍’

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବଡ଼ ପରଦାରେ ଅନୁଭବଙ୍କ ‘ଲଭ୍ ଇନ ଲଣ୍ଡନ’କୁ ଜବାବ୍ ଦେବ ବର୍ଷାଙ୍କ ‘ବସ୍’ । ଉଭୟଙ୍କ ବାସ୍ତବ ଜୀବନରେ ତ ଯାହା ଚାଲିଛି, ସମସ୍ତଙ୍କୁ ଜଣା। ହେଲେ ବଡ଼ ପରଦାରେ ଅନୁଭବଙ୍କୁ ଜବାବ ଦେବା ଲାଗି ବର୍ଷା…
Read More...

ମଣିପୁରରେ ସନ୍ଦିଗ୍ଧ ହିଂସାକାରୀଙ୍କୁ ଆଖିବୁଜା ଗୁଳିମାଡ, ୩ମୃତ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଣିପୁରରେ ପୁଣି ଉଗ୍ର ହେଲା ହିଂସା । ମଣିପୁରରେ ସନ୍ଦିଗ୍ଧ ହିଂସାକାରୀଙ୍କୁ ଆଖିବୁଜା ଗୁଳିମାଡ। ଘଟଣାସ୍ଥଳରେ ଟଳିପଡିଲେ ୩ଜଣ । ଶନିବାର ବିଳମ୍ବିତ ରାତିରେ ମଣିପୁରର ଉତ୍ତରପଶ୍ଚିମ ପ୍ରାନ୍ତରେ…
Read More...

ରତ୍ନଭଣ୍ଡାର ଖୋଲିବା ନେଇ ପୁଣି ରାଜ୍ୟ ସରକାରଙ୍କୁ ନିଶାନା କଲେ ବିଜୟ ମହାପାତ୍ର

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରତ୍ନଭଣ୍ଡାର ଖୋଲିବା ନେଇ ପୁଣି ରାଜ୍ୟ ସରକାରଙ୍କୁ ନିଶାନା କଲେ ବିଜୟ ମହାପାତ୍ର ।  ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି…
Read More...