କେନ୍ଦ୍ରାପଡା ବାଲିଆରେ ବାଣ ବିସ୍ଫୋରଣ ଘଟଣା:ଜାତୀୟ ମାନବାଧିକାର କମିଶନରେ ହେଲା ଅଭିଯୋଗ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ରାପଡା ଜିଲ୍ଲା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ହୋଇଛି । ସମାଜସେବୀ ପ୍ରଭାତ ମାର୍ଥା ଏହି ଘଟଣା ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ଦାୟୀ କରି…
Read More...

ସୁରତରେ ନିର୍ବାଚନ ପ୍ରଚାର ସହ ଓଡ଼ିଆ ସମୁଦାୟଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ ଅର୍ଥନୀତିକୁ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଗୁଜୁରାଟ ସୁରତର ଅର୍ଥନୀତିକୁ ମଜଭୂତ୍ କରିବାରେ ଓଡ଼ିଆ ଲୋକଙ୍କ ଯୋଗଦାନ ଅତୁଳନୀୟ ବୋଲି ଶନିବାର ଓଡ଼ିଆ ସମୁଦାୟଙ୍କୁ ଭେଟି ଆୟୋଜିତ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି…
Read More...

ପଦ୍ମପୁରରେ ସମ୍ବିଧାନ ଦିବସ ପାଳିନ କଲା କଂଗ୍ରେସ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସମ୍ବିଧାନ ଦିବସ ଉପଲକ୍ଷେ ପଦ୍ମପୁର ଠାରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ଦିବସ ପାଳିତ ହେଲା । ପ୍ରଦେଶ କଂଗ୍ରେସ ସଭାପତି  ପଟ୍ଟନାୟକ, ପୂର୍ବତନ ପ୍ରଦେଶ…
Read More...

ଜାମ୍ମୁ କାଶ୍ମୀରର କୁଲଗାମରେ ଆତଙ୍କବାଦୀଙ୍କ ଷଡଯନ୍ତ୍ର ଫେଲ୍: ଦୁଇଟି ଆଇଇଡି ଉଦ୍ଧାର ହୋଇଛି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜାମ୍ମୁ କାଶ୍ମୀରର କୁଲଗାମରେ ସୁରକ୍ଷା ବାହିନୀ ଶନିବାର (୨୬ ନଭେମ୍ବର) ପୁନରୁଦ୍ଧାର ପରେ ଦୁଇଟି ଆଇଇଡିକୁ ଡିଫ୍ୟୁଜ୍ କରିଛନ୍ତି। ପୋଲିସ କହିଛି ଯେ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ଫ୍ରିସାଲ…
Read More...

ଶ୍ରଦ୍ଧା ହତ୍ୟା ମାମଲା: ତିହାର ଜେଲର ୪ ନମ୍ବର କୋଠରୀରେ ରହିବେ ଅଫତାବ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ୍ ପୁନାୱାଲାଙ୍କୁ ୧୩ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ସମୟ ମଧ୍ୟରେ ଅଫତାବ୍ କୁ ତିହାର ଜେଲର ବ୍ୟାରେକ ନମ୍ବର…
Read More...

କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବା ପାଇଁ ଦାବି କ.ଲେ ନବୀନ, ବିଜେପି କହିଲା ଚିଠି ଡ୍ରାମା ନକରି ଜିଏସଟି କାଉନସିଲରେ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କେନ୍ଦୁପତ୍ର ଉପରୁ ହଟାଯାଉ ଦ୍ରବ୍ୟ ଓ ସେବା କର । କେନ୍ଦୁପତ୍ର ଉପରେ ରାଜ୍ୟର ପ୍ରାୟ ୮ ଲକ୍ଷ ତୋଳାଳି, ବନ୍ଧାଳୀ ଓ ସିଜନାଲ ୱାର୍କର ଆର୍ଥିକ ଦୃଷ୍ଟିରୁ ନିର୍ଭରଶୀଳ । ଯେଉଁମାନେ ମୁଖ୍ୟତଃ ଆର୍ଥିକ…
Read More...

ପୋଷ୍ଟାଲ ଏବଂ ଦିବ୍ୟାଙ୍ଗ ଭୋଟକୁ ବିଜେଡି ସପକ୍ଷରେ କରାଇବାର ଦାୟୀତ୍ୱ ନେଇଛନ୍ତି ସ୍ଥାନୀୟ ବିଡିଓ, ଅଭି.ଯୋଗ ଆଣି…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଭୋଟ ସର୍ବସ୍ୱ ବିଜୁ ଜନତା ଦଳ ଯେଣତେଣ ନିର୍ବାଚନ ଜିତିବା ପାଇଁ ଶାସନ କ୍ଷମତାର ଅପବ୍ୟବହାର କରି ଗଣତନ୍ତ୍ରକୁ ହତ୍ୟା କରୁଛି । ଆଦର୍ଶ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରିବା ସହିତ ସରକାରୀ…
Read More...

ମୟୂରଭଞ୍ଜ ସରକାରୀ ପଲିଟେକ୍‌ନିକ୍ କଲେଜରେ ଛାତ୍ରଛାତ୍ରୀଙ୍କୁ କାନ ଧରାଇବା ଭିଡିଓ ଭାଇରାଲ, ଅଧ୍ୟାପକଙ୍କ ବିରୋଧରେ ହେବ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସରକାରୀ ପଲିଟେକ୍‌ନିକ୍, ମୟୂରଭଞ୍ଜ ଶିକ୍ଷାନୁଷ୍ଠାନରେ ରାଜ୍ୟସରକାରଙ୍କ ପକ୍ଷରୁ ସମଗ୍ର ଶିକ୍ଷାନୁଷ୍ଠାନକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରାଯାଇଥିବାବେଳେ ମୟୂରଭଞ୍ଜ ଜିଲ୍ଲା ସରକାରୀ ପଲିଟେକ୍‌ନିକ୍…
Read More...

ଓଡ଼ିଶାର ୫ଜଣ କଳାକାର ପାଇବେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର, ନାଁ ହେଲା ଘୋଷଣା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଓଡ଼ିଆଙ୍କ ସଂଗୀତ ନାଟକ ଏକାଡେମୀ ପୁରସ୍କାର ଓଡ଼ିଶାର ୫ଜଣ କଳାକାର କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ନୂଆଦିଲ୍ଲୀଠାରେ ଗତ ୬ରୁ ୮ ତାରିଖ ମଧ୍ୟରେ ଅନୁ‌ଷ୍ଠିତ…
Read More...

ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଗାଡ଼ି ସହ ମୋଟର ସାଇକେଲର ହେଲା ମୁହାଁମୁହିଁ ଧକ୍କା, ବାଇକ ଆରୋହୀଙ୍କ ମୃତ୍ୟୁ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଗତକାଲି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଭୁବନେଶ୍ୱର ରୁ ଏକ ବିବାହ ଉତ୍ସବରେ ଯୋଗ ଦେଇ ସତମାଇଲ ଯାଉଥିବା ସମୟରେ ଆଠଗଡ଼ ମଣ୍ଡଳୀ ରାସ୍ତାର ଡାଳଖାଇ ଛକ ଠାରେ ତାଙ୍କ କାର ସହ ଏକ ବାଇକ୍ ର ମୁହାଁ…
Read More...