ବାରବାଟୀ ବିଧାୟକଙ୍କ ବିନ୍ନ ପ୍ରତିବାଦ, ଆବର୍ଜନା ନାଳରେ ପଶି ପ୍ରତିବାଦ ଜଣାଇଲେ

କଟକ(ଓଡ଼ିଆ ନ୍ୟୁଜ୍‌): ବାରବାଟୀ ବିଧାୟକଙ୍କ ବିନ୍ନ ପ୍ରତିବାଦ । ଆବର୍ଜନା ନାଳରେ ପଶି ପ୍ରତିବାଦ ଜଣାଇଲେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ । ପେଟା ନାଳର ପୁନଃରୁଦ୍ଧାର ପାଇଁ ବିଧାନସଭାରେ ବିଲ୍ ପାସ୍ ହୋଇ ସାରିଥିବା…
Read More...

‘ଉଦ୍ୟୋଗୀ ଭାରତ’ କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦୀ; ଏମଏସଏମଇ କ୍ଷେତ୍ରକୁ ମଜବୁତ କରିବା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଭିଗାନ ଭବନରେ 'ଉଦ୍ୟୋଗୀ ଭାରତ' କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ସେ 'ରାଇଜିଂ ଏବଂ ତ୍ୱରାନ୍ୱିତ MSME କାର୍ଯ୍ୟଦକ୍ଷତା' ଯୋଜନା, 'ପ୍ରଥମ ଥର ପାଇଁ ଏମଏସଏମଇ…
Read More...

ଉଦୟପୁରରେ କାହ୍ନେୟାଲାଲଙ୍କ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଉଦୟପୁରରେ କାହ୍ନେୟାଲାଲଙ୍କ ନିର୍ଦ୍ଦୟ ହତ୍ୟା ପରେ ସିଏମ ଅଶୋକ ଗେହଲୋଟ ଗୁରୁବାର ଦିନ ତାଙ୍କ ଘରେ ପହଞ୍ଚି ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସାନ୍ତ୍ୱନା ଦେଇଛନ୍ତି। ସେ ପରିବାର ସଦସ୍ୟଙ୍କ…
Read More...

ରାତି ପାହିଲେ ରଥଯାତ୍ରା, ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟାମନ ୩ ରଥ

ପୁରୀ(ଓଡ଼ିଆ ନ୍ୟୁଜ୍‌): ରାତି ପାହିଲେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଘଣ୍ଟ ହୁଳହୁଳିରେ ଫାଟିପଡ଼ିବା ହସ ଲୋକାରଣ୍ୟ ହେବ ବଡଦାଣ୍ଡ। ତେବେ ଏହା ପୂର୍ବରୁ ଆଜି ସିଂହଦ୍ୱାର ସମ୍ମୁଖରେ ଏବେଠୁ ଦଣ୍ଡାୟମାନ ହେଲେଣି ଶ୍ରୀଜିଉଙ୍କ ୩…
Read More...

ଜୁଲାଇ ୪ରୁ ଓଜେଇଇ: ୱେବସାଇଟ୍ରେ ଉପଲବ୍ଧ ହେଲା ଆଡମିଟ୍ କାର୍ଡ

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଜୁଲାଇ ୪ ତାରିଖର ଅନୁଷ୍ଠିତ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ। ଯାହା ୮ ତାରିଖରେ ସରିବ । ଓଜେଇଇ ୱେବସାଇଟ୍ରେ ଆଡମିଟ୍ କାର୍ଡ ରହିଛି। ଦରଖାସ୍ତ ନମ୍ବର ଓ ଜନ୍ମ ତାରିଖ ଦେଇ…
Read More...

ଆଜିଠୁ ଆରମ୍ଭ ହେବ ଅମରନାଥ ଯାତ୍ରା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସବୁ ଅପେକ୍ଷାର ଅନ୍ତ ଘଟିଲା । ଦୁଇ ବର୍ଷର ଦୀର୍ଘ ଅପେକ୍ଷା ପରେ ଗୁରୁବାର ଅମରନାଥ ଯାତ୍ରା ଆରମ୍ଭ ହେବ । ଯାତ୍ରା ଆରମ୍ଭ ହେବା ପୂର୍ବରୁ ପ୍ରଶାସନ ସବୁ ବ୍ୟବସ୍ଥା ସମ୍ପୂର୍ଣ୍ଣ କରିବା ପାଇଁ…
Read More...

ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାଭିସ !

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପ୍ରାୟ ଅଢେଇ ବର୍ଷ ପରେ ମହାରାଷ୍ଟ୍ରରେ ପୁଣି କ୍ଷମତାକୁ ଫେରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ବିଦ୍ରୋହୀ ବିଧାୟକ ସିନ୍ଧେ ଗୋଷ୍ଠୀ ସହାୟତାରେ ସରକାର ଗଠନ କରିବା ପାଇଁ ବିଜେପି…
Read More...