ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ ଜାରି ରଖିଛି ରୁଷ; ଭାରତୀୟଙ୍କ ପାଇଁ ହେଲ୍ପ ଲାଇନ ଜାରି କଲା ଉତ୍ତର ପ୍ରଦେଶ ସରକାର

ରୁଷ-ୟୁକ୍ରେନ ଯୁଦ୍ଧ ଗମ୍ଭୀର ରୂପ ନେବାରେ ଲାଗିଛି | ଋଷିଆର ସେନା ଦ୍ୱାରା ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ୟୁକ୍ରେନର ରାଷ୍ଟ୍ରପତି କହିଛନ୍ତି ଯେ ଋଷିଆର ଆକ୍ରମଣରେ ଏପର୍ଯ୍ୟନ୍ତ ୧୩୭…
Read More...

ବ୍ରିଟିଶ ଏୟାରଲାଇନ୍ସର ବିମାନ ଅବତରଣକୁ ଋଷିଆର ରୋକ୍; ୟୁକ୍ରେନକୁ ସମର୍ଥନ କରି ଅଡ଼ୁଆରେ ବ୍ରିଟେନ

ୟୁକ୍ରେନକୁ ସମର୍ଥନ କରୁଥିବା ଦେଶ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଋଷିଆ। ଶୁକ୍ରବାର ରୁଷ୍ ବ୍ରିଟିଶ ଏୟାରଲାଇନ୍ସର ବିମାନକୁ ଋଷିଆରେ ଅବତରଣ କରିବାକୁ ବାରଣ କରିଛି। ଏହା ସହିତ, ସେମାନଙ୍କୁ ଋଷିଆର ଏୟାର ସ୍ପେସ୍…
Read More...

ବାଜିଲା ପୋୖର ନିର୍ବାଚନ ବିଗୁଲ୍: ମାର୍ଚ୍ଚ ୨୪ରେ ଭୋଟ୍, ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ

ଓଡିଆ ନ୍ୟୁଜ୍(ବ୍ୟୁରୋ): ପୋୖର ନିର୍ବାଚନ ପାଇଁ ବାଜିଲା ବିଗୁଲ। ଆଜି ରାଜ୍ୟ ନିର୍ବାଚନ କମିଶନର ପୋୖର ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ମାର୍ଚ୍ଚ ୨୪ରେ ପୋୖର ଭୋଟ୍। ୨୬ ତାରିଖରେ ଭୋଟ୍ ଗଣତି ହେବ।…
Read More...

ହସ୍ପିଟାଲରେ ଏନସିପି ନେତା ନବାବ ମଲିକ; ୨ ଦିନ ତଳେ ମନି ଲଣ୍ଡରିଂ ଏବଂ ଅଣ୍ଡରୱାର୍ଲ୍ଡ କନେକ୍ସନ ମାମଲାରେ ହୋଇଥିଲେ…

ଡାକ୍ତରଖାନାରେ ଏନସିପି ନେତା ନବାବ ମଲିକ। ନବାବଙ୍କୁ ମୁମ୍ବାଇର ଜେଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଡାକ୍ତରଖାନାରେ ଭର୍ତ୍ତି ହେବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ଦୁଇ ଦିନ ତଳେ ମନି ଲଣ୍ଡରିଂ ଏବଂ…
Read More...

ଋଷିଆ ସେନା ପ୍ରତ୍ୟାହାର କରିବାକୁ ବାଧ୍ୟ;ମିଳିତ ଜାତିସଂଘ ,ୟୁକ୍ରେନ ଏବଂ ଋଷିଆ ମଧ୍ୟରେ ହସ୍ତକ୍ଷେପ ନକରିବାକୁ ରୁଷର…

ବିଶ୍ୱ ଶୃଙ୍ଖଳା ବଜାୟ ରଖିବା ପାଇଁ ମିଳିତ ଜାତିସଂଘର ଏକ ଶକ୍ତିଶାଳୀ ସଂସ୍ଥା ସୁରକ୍ଷା ପରିଷଦ ଆଜି ଋଷିଆ ବିରୋଧରେ ଏକ ସଂକଳ୍ପ ଉପରେ ନିଷ୍ପତ୍ତି ନେଇପାରେ। ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିରୋଧରେ ସୁରକ୍ଷା…
Read More...

ନିଆଳି ବ୍ଲକରେ କିଛି ବୁଥରେ ଚାଲିଛି ସାନି ନିର୍ବାଚନ: ବିଶୃଙ୍ଖଳା ପାଇଁ ବନ୍ଦ ଥିଲା ମତଦାନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ପୁର୍ନବାର କଟକ ଜିଲ୍ଲା ନିଆଳି ବ୍ଲକର ତିନୋଟି ପଞ୍ଚାୟତର ୧୪ଟି ବୁଥରେ ସାନି ମତଦାନ ଆରମ୍ଭ ହୋଇଛି। ପୋଖରୀ ଗାଁ ପଞ୍ଚାୟତରେ ୧,୭,୮,୧୧,୧୨,୧୩,୧୪,୧୫,୧୬,୧୭,୧୮ ଓ ୧୯ । ସେହିପରି ଅଲଣା…
Read More...

ଓଡିଶାରେ ପ୍ରତିଷ୍ଠା ହେବ ସ୍ବତନ୍ତ୍ର ଖଣିଜ ପଦାର୍ଥ ସମ୍ପର୍କିତ କୋର୍ଟ: ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କଲେ କାମ ଆଗେଇବ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଖଣିଜ ଦ୍ରବ୍ୟ ସଂପର୍କିତ ଅପରାଧିକ ମାମଲାର ଶୁଣାଣି ପାଇଁ ଖଣି ଏବଂ ଖଣିଜ ପଦାର୍ଥ (ବିକାଶ ଏବଂ ନିୟନ୍ତ୍ରଣ) ଆଇନ (ଏମଏମଡିଆର ଆକ୍ଟ) ଅନୁସାରେ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା ଉପରେ ଓଡିଶା…
Read More...

କଟକ ଏଏସପି ତ୍ରିନାଥ ମିଶ୍ରଙ୍କ ଜାମିନ ଆବେଦନ ଖାରଜ, ଆଉ କିଛି ଦିନ ରହିବେ ଜେଲରେ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ) ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲ ଯାଇଥିବା ସିଗ୍ନାଲ ବିଭାଗର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଜାମିନ ଆବେଦନର ଶୁଣାଣି କରି ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟଜାମିନ ଆବେଦନକୁ ଖାରଜ କରିଛନ୍ତି।…
Read More...

ଆସନ୍ତା କାଲି ନିଆଳି ବ୍ଲକର ତିନୋଟି ପଞ୍ଚାୟତର ୧୪ଟି ବୁଥରେ ହେବ ସାନି ମତଦାନ, ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆସନ୍ତା କାଲି ନିଆଳିର ତିନୋଟି ପଞ୍ଚାୟତର ୧୪ଟି ବୁଥରେ ସାନି ମତଦାନ ଅନୁଷ୍ଠିତ ହେବ।ଆଜି କଟକ ଜିଲ୍ଲା ନିଆଳି ବ୍ଳକର ୨୩ଟି ଗ୍ରାମ ପଞ୍ଚାୟତ ପାଇଁ ୪୭୨ଟି ବୁଥରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।…
Read More...

ପୌର ନିର୍ବାଚନରେ ଓବିସି ସ୍ଥାନ ସଂରକ୍ଷଣ ନେଇ ପୁଣି ହାଇକୋର୍ଟରେ ମାମଲା: ଏହି ସବୁ ଅଧିକାରୀଙ୍କୁ ନୋଟିସ କଲେ ହାଇକୋର୍ଟ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୌର ନିର୍ବାଚନରେ ଓବିସି ସ୍ଥାନ ସଂରକ୍ଷଣ ନେଇ ପୁଣି ହାଇକୋର୍ଟରେ ମାମଲା। ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରି ହାଇକୋର୍ଟ ଏ ସମ୍ପର୍କିତ ମାମଲାରେ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ରାଜ୍ୟ…
Read More...