ଆଜିର ମୁଖ୍ୟ ଖବର

୧-ଇ--ଶ୍ରମ ପୋର୍ଟାଲରେ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପଞ୍ଜୀକରଣ ୪ କୋଟି ଟପିଲା; ସବୁଠୁ ଆଗରେ ଓଡ଼ିଶା। ୨-CETକୁ ବିଶ୍ବବିଦ୍ୟାଳୟ ମାନ୍ୟତା ନେଇ ବିଜ୍ଞପ୍ତି ଜାରି।ଏଣିକି OUTR ଭାବେ ହେବ ପରିଚାଳନା।…
Read More...

କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା

ରାଜ୍ୟ କଂଗ୍ରେସ ଭବନରେ ଆଜି ବ୍ୟାପକ ଭଙ୍ଗାରୁଜା କରାଯାଇଛି । କିଛି ଯୁବକ ଯୁବ କଂଗ୍ରେସ ଅଫିସ ତାଲାଭାଙ୍ଗି ଭଙ୍ଗାରୁଜା କରିଛନ୍ତି । ତେବେ ଭଙ୍ଗାରୁଜା କରିବା ପରେ ଉକ୍ତ ଯୁବକମାନେ ଘଟଣାସ୍ଥଳରୁ ପଳାଇ ଯାଇଥିବା ଜଣାପଡ଼ିଛି ।…
Read More...

ଆଜିର ମୁଖ୍ୟ ଖବର

୧-କଟକରେ ୧୫୫ଟି ମଣ୍ଡପରେ ଚାଲିଛି ନିରାଡମ୍ବର ଶାରଦୀୟ ଦୁର୍ଗାପୂଜା। ୨-ଖୁବଶୀଘ୍ର ପିଲାଙ୍କ ପାଇଁ ଆସିବ କରୋନା ଟିକା । ୨ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ ୨ଟି ଡୋଜ୍, DCGIର ଅନୁମୋଦନକୁ ଅପେକ୍ଷା । ୩-ଅଶୋଧିତ ତୈଳ ଦର…
Read More...

ପୂର୍ବତନ ଆଇ ଆଣ୍ଡ ବି ଏବଂ ଉଚ୍ଚଶିକ୍ଷା ସଚିବ ଅମିତ ଖେର ପିଏମ ମୋଦୀଙ୍କ ପାଇଁ ପରାମର୍ଶଦାତା ନିଯୁକ୍ତ କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଭାବେ ପୂର୍ବତନ ସୂଚନା ଓ ପ୍ରସାରଣ ଏବଂ ଉଚ୍ଚଶିକ୍ଷା ସଚିବ ଅମିତ ଖେରଙ୍କୁ ନିଯୁକ୍ତି ଦିଆଯାଇଛି। ଚୁକ୍ତିଭିତ୍ତିକ ଭିତ୍ତିରେ ଖେରଙ୍କୁ ଦୁଇ ବର୍ଷ ପାଇଁ ନିଯୁକ୍ତ…
Read More...

ଦଶହରାରେ ଓଟିଡିସିର ପିଠା ଅନ୍ ହ୍ୱିଲ୍ , ‘ନିମନ୍ତ୍ରଣ’ ରେ ସ୍ପେଶାଲ ବ୍ୟଞ୍ଜନ

ଭୁବନେଶ୍ୱର : ପବିତ୍ର ଶାରଦୀୟ ଦୁର୍ଗା ପୂଜା ଅବସରରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ଵାରା ରାଜ୍ୟର ବିଭିନ୍ନ ସହରରେ ପାରମ୍ପରିକ ସୁସ୍ୱାଦୁ ଓଡ଼ିଆ ପିଠା ଯୋଗାଇ ଦିଆଯିବ । ଦଶହରା ପୂଜାକୁ ଦୃଷ୍ଟିରେ ରଖି…
Read More...

TCS ଦେବ ୭୮ ହଜାର ଫ୍ରେଶର୍ସଙ୍କୁ ଚାକିରି କରିବାର ସୁଯୋଗ

ଦେଶର ସବୁଠାରୁ ବଡ଼ ଆଇଟି ସର୍ଭିସ୍ ଫାର୍ମ ଟିସିଏସ୍ ଫ୍ରେଶର୍ସଙ୍କ ସ୍ୱପ୍ନ କରିବାକୁ ଯାଉଛି । କମ୍ପାନୀ ଆର୍ଥିକ ବର୍ଷ ୨୦୨୨ରେ ୭୮ ହଜାର ଫ୍ରେଶର୍ସଙ୍କୁ ଯୋଡ଼ିବାର ଲକ୍ଷ୍ୟ ରଖିଛି । ପୂର୍ବରୁ କମ୍ପାନୀ ୪୦ ହଜାର ଫ୍ରେଶର୍ସଙ୍କୁ…
Read More...

ସେନାରେ ଭର୍ତ୍ତି ହେବା ପାଇଁ ସୁବର୍ଣ୍ଣ ସୁଯୋଗ

ଭାରତୀୟ ସେନାରେ ଚାକିରି କରିବାକୁ ଇଚ୍ଛୁକ ଥିବା ଯୁବକଙ୍କ ଆବେଦନ ପାଇଁ ଆସିଛି ସୁବର୍ଣ୍ଣ ଯୁଯୋଗ । ଭାରତୀୟ ସେନା ପକ୍ଷରୁ ଜାରି ହୋଇଥିବା ନୋଟିଫିକେସନ ଅନୁସାରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତରେ ଦ୍ୱାଦଶ ପାସ୍…
Read More...

ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି ହମ୍ ଦୋ ହୁମାରେ ଦୋ

କ୍ରିତି ସାନନ୍ ଏବଂ ରାଜକୁମାର ରାଓ ଙ୍କ ଚଳଚ୍ଚିତ୍ର ହମ୍ ଦୋ ହୁମାରେ ଦୋ ଖୁବ ଶୀଘ୍ର OTT ରେ ରିଲିଜ୍ ହେବାକୁ ଯାଉଛି | ଗୋଟିଏ ଦିନ ପୂର୍ବରୁ ରାଜକୁମାର ରାଓ ଏବଂ କ୍ରିତି ସାନନ୍ 'ହମ୍ ଦୋ ହ୍ୟୁମେର୍ ଦୋ'ର ଏକ ପୋଷ୍ଟର ସେୟାର…
Read More...

ଆଜିର ମୁଖ୍ୟ ଖବର

୧-କୋଭିଡ୍ ମୃତକଙ୍କୁ କ୍ଷତିପୂରଣ ପ୍ରକ୍ରିୟା ଆରମ୍ଭ,୩ଦିନରେ କମିଟି ଗଠନ କରିବାକୁ ନିର୍ଦ୍ଦେଶ। ୨-ଭୁବନେଶ୍ୱର: ଆଜିଠୁ ବିଇଡି,ସିଟି ପ୍ରବେଶିକା ପରୀକ୍ଷା ଆରମ୍ଭ। ୩-ଲୋକାର୍ପିତ ହେଲା ଆମ ଘର ଆମ ହାଣ୍ଡିଶାଳ , ବିଶ୍ଵ…
Read More...

ବଲିଉଡରେ ଏଣ୍ଟ୍ରି କରିବେ କି ମହେନ୍ଦ୍ର ସିଂ ଧୋନୀ?

ନ୍ୟାସନାଲ ସ୍ପୋର୍ଟ ଆଇକନ୍ ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବା କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ । କ୍ରିକେଟରେ ସେ ଲୋକପ୍ରିୟତା ହାସଲ କରିବା ସହ ଅନେକ ବିଜ୍ଞାପନ ପାଇଁ ଶୁଟିଂ ଓ ମଡେଲିଂ କରିବାର ବି…
Read More...