ବାରାପୁର ଡିଗ୍ରୀ କଲେଜର ପୁରଷ୍କାର ବିତରଣ ଉତ୍ସବ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାରାପୁର ଡିଗ୍ରୀ କଲେଜbhadrakaର ପୁରଷ୍କାର ବିତରଣ ଉତ୍ସବ | ବାରାପୁର ଡିଗ୍ରୀ କଲେଜର ଯୁବ ଓଡିଶା ନବୀନ ଓଡିଶା ଓ ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜ ପରିସରରେ ସ୍ନେହଲତା…
Read More...

ମୋଦୀ ସରକାର ଗ୍ୟାରେଣ୍ଟି ରଥକୁ ସମ୍ବର୍ଦ୍ଧନା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୋଦୀ ସରକାର ଗ୍ୟାରେଣ୍ଟି ରଥକୁ ସମ୍ବର୍ଦ୍ଧନା । ଆଜି ସମଗ୍ର ଭାରତ ବର୍ଷ ଯଦି ବିକଶିତ ଆଡକୁ ଅଗ୍ରସର ହେଉଥାଏ ତାହା କେବଳ ସମ୍ଭବ ହୋଇପାରିଛି ପ୍ରୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହୋଦୟ ଙ୍କ…
Read More...

ସୁବର୍ଣ୍ଣ ଜୟନ୍ତୀ ସମାରୋହର ଉଦଘାଟନୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଛମୈ।ଜ ସ୍ଥିତ ମାଧବ ଚନ୍ଦ୍ର ଶିବନାରାୟଣ ସରକାରୀ ଉଚ୍ଚବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଭାପତି ଗୈ।ରହରି…
Read More...

ଯୁବଓଡ଼ିଶା ନବୀନଓଡିଶା କାର୍ଯ୍ୟକ୍ରମ ହେଲା ଉଦଯାପନ 

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିକିରାଇ ବୀରହନୁମାନ ଜୀଉ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁବଓଡ଼ିଶା ନବୀନଓଡିଶା କାର୍ଯ୍ୟକ୍ରମ ହେଲା ଉଦଯାପନ  |  କେନ୍ଦ୍ରାପଡା ବ୍ଲକ ନିକିରାଇ ବିରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ…
Read More...

ଭାଇ-ଭଉଣୀ ସଂପର୍କରେ ଲାଗିଲା ନଜର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭାଇ ଭଉଣୀ ବାରିପଦାରୁ ରାଉରକେଲା ଚାନ୍ଦିନୀ ବସରେ ଯାଉଥିଲେ ବାଙ୍ଗିରିପୋଷିରେ ଭଉଣୀର ଚାଲିଗଲା ହଠାତ୍ ଯିବନ। ସତରେ ଭାଇଭଉଣୀର ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ। ସେଇଥିପାଇଁ ତ ଯୁଗେ ଯୁଗେ…
Read More...

ଟ୍ରଲର ପଛରେ ଧକ୍କା ଦେଲା ହାଇୱେ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରକ୍ତମୁଖା ଦୁଆରଶୁଣି ଘାଟି। ପାଲଟିଛି ଯମ ଫାସ।ଥମିବାର ନାମ ନେଉନି ଦୁର୍ଘଟଣା। ଯାନ୍ତ୍ରିକ ତ୍ରୁଟି ଓ ଅଣଓସାରିଆ ରାସ୍ତା ଯୋଗୁଁ ହେଉ କିମ୍ବା କୈାଣସି କାରଣରୁ ହେଉ ପ୍ରତିଦିନ ଛୋଟ ହେଉକି ବଡ଼…
Read More...

ନୂଆ ବର୍ଷରେ ନୂଆ ଆରମ୍ଭ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଡ୍ର'ରେ ସିରିଜ୍ ଶେଷ କରିବାକୁ ଭାରତୀୟ ଦଳକୁ ଯେକୌଣସି ମତେ ଦ୍ୱିତୀୟ ମ୍ୟାଚ୍…
Read More...

ଦେଶରେ ବଢିବାରେ ଲାଗିଛି କରୋନା ମହାମାରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦେଶରେ ହୁ ହୁ ହୋଇ ମାଡ଼ିଚାଲିଛି କରୋନା ମହାମାରୀ । ପୁଣିଥରେ ପୂର୍ବ ଭଳି ଆକ୍ରାନ୍ତଙ୍କ ସଂଖ୍ୟା ଦେଶର ବିଭିନ୍ନ ରାଜ୍ୟରେ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ଭିତରେ ଦେଶରେ ମୋଟ ୭୯୭ କରୋନା…
Read More...

ଶୁଭାରମ୍ଭ ହେଲା ବିଏସ୍‌କେୱାଇ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା-ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ। ଏହି ଅବସରରେ ସେ କହିଛନ୍ତି “ସ୍ବାସ୍ଥ୍ୟ ସହ ବିକାଶର ଗଭୀର ସମ୍ପର୍କ ରହିଛି। ଏକ ସୁସ୍ଥ…
Read More...

କ୍ଷୁଦ୍ର ସଞ୍ଚୟ ଯୋଜନାରେ ନିବେଶ କରୁଥିବା ଲୋକଙ୍କୁ ସରକାର ବଡ ଉପହାର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ନୂଆ ବର୍ଷ ପୂର୍ବରୁ କ୍ଷୁଦ୍ର ସଞ୍ଚୟ ଯୋଜନାରେ ନିବେଶ କରୁଥିବା ଲୋକଙ୍କୁ ସରକାର ବଡ ଉପହାର ଦେଇଛନ୍ତି । ସୁକନ୍ୟା ଭଳି କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ସୁଧହାର ବୃଦ୍ଧି କରିଛି ସରକାର । ପ୍ରାୟ ଦେଢ଼…
Read More...