Browsing Tag

Bhubaneswar

ରାଜ୍ୟରେ କଲବଲ କରୁଛି ଖରା

ଓଡ଼ିଆ ନ୍ୟୁଜ୍:ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରି ଜାରି ରହିଛି। ଘରେ ପ୍ୟାନ୍ ପବନ କାମ ଦେଉନି। ଦେହରୁ ଅନବରତ ଝାଳ ବୋହୁଛି। ଖରା ସମୟରେ କାମ ନ ଥିଲେ ବାହାରକୁ ନ ବାହାରିବା ଲାଗି ସରକାର, ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ…
Read More...

୧୦୦% eKYC ପାଇଁ ବିଭାଗୀୟ ଅଧିକାରୀଙ୍କୁ ଟାର୍ଗେଟ୍‌ ଦେଲେ ସଚିବ

ଓଡ଼ିଆ ନ୍ୟୁଜ୍: ଜିଲ୍ଲା ଯୋଗାଣ ଅଧିକାରୀମାନଙ୍କୁ ଯୋଗାଣ ସଚିବଙ୍କ କଡ଼ା ତାଗିଦ୍‌। ଅତ୍ୟାବଶ୍ୟକୀୟ ସାମଗ୍ରୀର କୃତ୍ରିମ ଅଭାବ ସୃଷ୍ଟି ପୂର୍ବରୁ ପଦକ୍ଷେପ ନିଅନ୍ତୁ। ରିଆକ୍ଟିଭ ହେବା ପରିବର୍ତ୍ତେ ଆଗୁଆ ପ୍ରୋ ଆକ୍ଟିଭ ହୋଇ…
Read More...

ଭୁବନେଶ୍ୱରରେ ବୁଲିଲା ବୁଲଡୋଜର

ଓଡ଼ିଆ ନ୍ୟୁଜ୍: ବେଆଇନ ଘର ଓ ଦୋକାନ ଉପରେ ବୁଲିଲା ବୁଲ୍‌ଡୋଜର। ପଟିଆ କଳାରାହାଙ୍ଗ ସରକାରୀ ଜମିରେ ଜବରଦଖଲ ଉଚ୍ଛେଦ। BDA, BMC, GAର ମିଳିତ ଉଦ୍ୟମରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ। ୫୦ରୁ ଊର୍ଦ୍ଧ୍ବ ଦୋକାନ ଓ ଘର ଭାଙ୍ଗୁଛି…
Read More...

ଆମ ବସ୍‌ କର୍ମଚାରୀଙ୍କ ଆନ୍ଦୋଳନ

ଓଡ଼ିଆ ନ୍ୟୁଜ୍: ଭଗବାନପୁର ଡିପୋରେ ଆମ ବସ୍‌ କର୍ମଚାରୀଙ୍କ ଆନ୍ଦୋଳନ। ଭୁବନେଶ୍ୱର ସମେତ ୪୫ଟି ରୁଟ୍‌ରେ ୧୧୭ଟି ବସ୍‌ ସେବା ବନ୍ଦ। ସଠିକ୍‌ ସମୟରେ ଦରମା, EPF ଏବଂ ESI ସୁବିଧା ପ୍ରଦାନ ମୁଖ୍ୟ ଦାବି। ଗାଇଡ୍‌ଙ୍କ ସୁରକ୍ଷା…
Read More...

ଅପରାଧୀଙ୍କ ପାଇଁ ଓଡ଼ିଶାରେ କୌଣସି ସ୍ଥାନ ନାହିଁ: ଡିଜିପି

ଓଡ଼ିଆ ନ୍ୟୁଜ୍: ଅପରାଧୀଙ୍କୁ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ କଡ଼ା ଚେତାବନୀ। ଅପରାଧୀଙ୍କ ପାଇଁ ଓଡ଼ିଶାରେ କୌଣସି ସ୍ଥାନ ନାହିଁ କହିଲେ ଡିଜିପି। ଅପରାଧ ଘଟାଇବା ପାଇଁ ଚିନ୍ତା କରୁଥିଲେ ଏନ୍‌କାଉଣ୍ଟର ପାଇଁ ପ୍ରସ୍ତୁତ…
Read More...

କାଲି ଓଡ଼ିଶା ଆସିବେ ନିତିନ ନବୀନ

ଓଡ଼ିଆ ନ୍ୟୁଜ୍: ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ନୀତିନ ନବିନ । ବିଜେପିର ନବନିଯୁକ୍ତ ରାଷ୍ଟ୍ରୀୟ ସଭାପତି ନୀତିନ ନବିନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଦଳର…
Read More...

ଘରୋଇ ବସ୍‌ ଭଡ଼ା ବଢ଼ିଲା

ଓଡ଼ିଆ ନ୍ୟୁଜ୍: ଘରୋଇ ବସ୍‌ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର।ତୈଳ ଦର ବୃଦ୍ଧି ପରେ ବଢ଼ିଲା ଘରୋଇ ବସ୍‌ ଭଡ଼ା। ଅର୍ଡିନାରୀ ବସ୍‌ କିଲୋମିଟର ପିଛା ୮୮ରୁ ୯୦ ପଇସାକୁ ବୃଦ୍ଧି।ଏକ୍ସପ୍ରେସ କିମି ପିଛା ୯୨ରୁ ୯୪ ପଇସାକୁ…
Read More...

ରାଜ୍ୟରେ ପେଟ୍ରୋଲ, ଡିଜେଲର ଅଭାବ ନାହିଁ: ଯୋଗାଣ ମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ପେଟ୍ରୋଲ, ଡିଜେଲର ଅଭାବ ନାହିଁ କହିଲେ ଯୋଗାଣ ମନ୍ତ୍ରୀ। ପର୍ଯ୍ୟାପ୍ତ ପରିମାଣର ତୈଳ ମହଜୁଦ୍‌ ଅଛି କହିଲେ ମନ୍ତ୍ରୀ। ଆତଙ୍କିତ ହୋଇ ତେଲ ନକିଣିବାକୁ ପରାମର୍ଶ ଦେଲେ ମନ୍ତ୍ରୀ। ଟାଙ୍କିରେ ବହୁତ…
Read More...

ତୈଳ ସଙ୍କଟ, ଚିନ୍ତାରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ

ଓଡ଼ିଆ ନ୍ୟୁଜ୍: ତୈଳ ସଙ୍କଟକୁ ନେଇ ଚିନ୍ତାରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା। ଏଭଳି ସମସ୍ୟା ଲାଗି ରହିଲେ ୬, ୭ ଦିନରେ ବନ୍ଦ ହୋଇଯିବ ଘରୋଇ ବସ୍। ସରକାର…
Read More...

ରାଜ୍ୟରେ ତେଲ ସଙ୍କଟ ନାହିଁ: ଯୋଗାଣ ସଚିବ

ଓଡ଼ିଆ ନ୍ୟୁଜ୍: ତେଲ ସଙ୍କଟ ଆଦୌ ନାହିଁ କହିଲେ ଯୋଗାଣ ବିଭାଗ ପ୍ରମୁଖ ସଚିବ। ରାଜ୍ୟରେ ୨୦ରୁ ୨୨ଟି ତେଲ ଟାଙ୍କିରେ ଡ୍ରାଏ ଆଉଟ୍ ସ୍ଥିତି ଦେଖାଦେଇଛି। ଡ୍ରାଏ ଆଉଟ୍ ସ୍ଥିତି ମ୍ୟାନେଜମେଣ୍ଟର ଅଭାବ ଯୋଗୁଁ ଦେଖାଦେଇଛି। ତେଲ…
Read More...