Browsing Tag

#newsupdate

ଏଣିକି କୃତ୍ରିମ ବର୍ଷା କରେଇବ ଆଇଆଇଟି କାନପୁର

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଏଣିକି କୃତ୍ରିମ ବର୍ଷା କରେଇବ ଆଇଆଇଟି କାନପୁର । ଉତ୍ତରପ୍ରଦେଶର ଆଇଆଇଟି କାନପୁର ଦୀର୍ଘ ସମୟ ଧରି କ୍ଲାଉଡ ସିଡିଂ ଜରିଆରେ କୃତ୍ରିମ ବର୍ଷା ସୃଷ୍ଟି କରିବାରେ ଗବେଷଣା କରି ଆସୁଥିଲା। ବର୍ତ୍ତମାନ…
Read More...

ବାଲେଶ୍ୱରର ତିନି ରୋଗୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବାଲେଶ୍ୱରର ତିନି ରୋଗୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ। ଜଟିଳ ମାଂସପେଶୀ ରୋଗର ଚିକିତ୍ସା ପାଇଁ ଟଙ୍କା ମଞ୍ଜୁର କରିଛନ୍ତି। ବାଲେଶ୍ୱର ଜିଲ୍ଲାର ତିନିଜଣ ରୋଗୀ ତଥା…
Read More...

ଆଗକୁ ଆସିବ ନୂଆ ବିଦ୍ୟୁତ୍ ନିୟମ: ଦିନରେ ବିଜୁଳି ହେବ ଶସ୍ତା, ରାତିରେ ହେବ ମହଙ୍ଗା!

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କେନ୍ଦ୍ର ସରକାର ଖୁବଶୀଘ୍ର ବିଜୁଳି ଦର ନିୟମରେ ପରିବର୍ତ୍ତନ ଆଣିପାରନ୍ତି । ବିଜୁଳି ମନ୍ତ୍ରାଳୟ ଶୁକ୍ରବାର କହିଛି ଯେ, ଆଗାମୀ ଦିନରେ ଭାରତରେ ନୂଆ ବିଦ୍ୟୁତ୍ ନିୟମ ଆସିବ । ଯେଉଁଥିରେ କି, ଦିନରେ…
Read More...

ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ତାଜୁବ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ତାଜୁବ୍ । ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଅଫିସ ଓ ବାସଭବନରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି…
Read More...

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାଜ୍ୟରେ ପ୍ରବେଶ କରିସାରିଛି ମୌସୁମୀ ବାୟୁ। ରାଜ୍ୟର ସବୁ ଜିଲ୍ଲାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା  ଦିଆଯାଇଛି। ଏହାରି ମଧ୍ୟରେ…
Read More...

ନବୀନ ସରକାରରେ ୨.୧୦ଲକ୍ଷ ହେକ୍ଟର ଜମି ହରାଇଛନ୍ତି ଆଦିବାସୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ନବୀନ ସରକାରରେ ୨.୧୦ଲକ୍ଷ ହେକ୍ଟର ଜମିର ମାଲିକାନା ହରାଇଛନ୍ତି ଆଦିବାସୀ । ୨୦୦୫-୦୬ରୁ ୨୦୧୫-୧୬ ମସିହା ମଧ୍ୟରେ ରାଜ୍ୟର ଆଦିବାସୀଙ୍କ ଜମି ପରିମାଣ ୧୭.୪୮ଲକ୍ଷ ହେକ୍ଟରରୁ ହ୍ରାସ ପାଇ ୧୫.୩୮ଲକ୍ଷ…
Read More...

ଗିରଫ ହେଲେ ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗିରଫ ହେଲେ ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ବରିଷ୍ଠ ଅଧିକାରୀ ତଥା ଭଦ୍ରକର…
Read More...

ଗୁଣ୍ଡିଚା ମନ୍ଦିରରୁ ବାହାରିଲା ପ୍ରଥମ ଆଡ଼ପ ଅବଢ଼ା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗୁଣ୍ଡିଚା ମନ୍ଦିରରୁ ସକାଳ ଧୂପ ପରେ ବାହାରିଲା ଅବଢ଼ା । ଜନ୍ମ ବେଦୀରୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । କାଲି ହେରା ପଞ୍ଚମୀ ଥିବାରୁ ଆଜି ହେବ ବନକଲାଗି। କଳା, ଧଳା, ନାଲି,…
Read More...

ବଢିଲା ହୋମଗାର୍ଡଙ୍କ ଦୈନିକ ଭତ୍ତା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବଢିଲା ହୋମଗାର୍ଡଙ୍କ ଦୈନିକ ଭତ୍ତା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ହୋମଗାର୍ଡଙ୍କ ଦୈନିକ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଗୁରୁବାର ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି…
Read More...

ଆସାମରେ ବନ୍ୟା ବିତ୍ପାତ; ୨୦ଟି ଜିଲ୍ଲାରେ ଲକ୍ଷେରୁ ଊର୍ଦ୍ଧ୍ୱ ଲୋକେ ପ୍ରଭାବିତ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆସାମରେ ବନ୍ୟା ବିତ୍ପାତ ୨୦ଟି ଜିଲ୍ଲାରେ ଲକ୍ଷେରୁ ଊର୍ଦ୍ଧ୍ୱ ଲୋକେ ପ୍ରଭାବିତ ହୋଇଛନ୍ତି।ପ୍ରବଳ ବର୍ଷା ପରେ ପାଣିଘେରରେ ଅଛନ୍ତି ଅନେକ ଗ୍ରାମର ଲୋକେ। ୨୦ଟି ଜିଲ୍ଲାର ପ୍ରାୟ ୧.୨୦ ଲକ୍ଷ ଲୋକ…
Read More...