କଣ୍ଠଶିଳ୍ପୀ ସୌରିନ ଭଟ୍ଟ ଯୌନ ଶୋଷଣ ମାମଲା: କୋଲକାତାରୁ ଖାଲି ହାତରେ ଫେରିଲା କମିସନରେଟ୍ ପୁଲିସ
ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କଣ୍ଠଶିଳ୍ପୀ ସୌରିନ ଭଟ୍ଟ ଯୌନ ଶୋଷଣ ମାମଲାରେ ସୌରିନଙ୍କୁ କୋଲକାତାରୁ ଖାଲି ହାତରେ ଫେରିଲା କମିସନରେଟ୍ ପୁଲିସ । ଗତ ବୁଧବାର ରାତିରେ ପୁଲିସ ଚଢ଼ଉ କରିଥିଲା। କିନ୍ତୁ ଘରେ ନ ଥିଲେ ସୌରିନ।…
Read More...
Read More...