Browsing Tag

#rathayatra

ରଥରେ ମାଉସୀ ଘର ଯାଆନ୍ତି ଦଶାବତାର ଦିଅଁ, ରଥ ଉପରେ ଦର୍ଶନ କଲେ ମିଳେ କୋଟି ଐଶ୍ବର୍ଯ୍ୟ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆସନ୍ତା ଜୁନ୍ ୨୦ ତାରିଖରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯିବେ ମହାପ୍ରଭୁ। ଏଥିପାଇଁ ପ୍ରସ୍ତୁତି ଜୋର୍‌ ଧରିଛି। ରଥଖଳାରେ ତିନିରଥ ନିର୍ମାଣ ବି ଶେଷ…
Read More...

ଜାଣନ୍ତୁ ରଥଯାତ୍ରାରେ ଚତୁର୍ଦ୍ଧା ମୂରତୀଙ୍କ ୩ ରଥର ଚକକୁ ନେଇ କଣ ରହିଛି କିମ୍ବଦନ୍ତୀ..

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସମଗ୍ର ବିଶ୍ବରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ…
Read More...

ନିଳାଦ୍ରି ବିଜେରେ ଅଭିମାନୀ ମହାଲକ୍ଷ୍ମୀଙ୍କର କେମିତି ମାନଭଞ୍ଜନ କରନ୍ତି କଳା ଠାକୁର ଜାଣନ୍ତୁ..

ପୁରୀ(ଓଡ଼ିଆ ନ୍ରୁଜ୍‌): ଆମ ମହାପ୍ରଭୁଙ୍କ ନୀତି ନୀତି ଅନନ୍ୟ । ସାଧାରଣ ମଣିଷଙ୍କ ପରି ମାନବୀୟ ଲିଳାଖେଳା କରନ୍ତି ଭାଇ-ଭଉଣୀଙ୍କ ସହ କଳାଠାକୁର । ତେବେ ସେହି ଚତୁର୍ଦ୍ଧାମୂରତି ରଥରୁ ଓହ୍ଲାଇ ଶ୍ରୀମନ୍ଦିର ଓ ରତ୍ନ ସିଂହାସନ…
Read More...

କାହିଁକି ହୁଏ ‘ଅଧରପଣା’ ନୀତି, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ବ ?

ପୁରୀ(ଓଡ଼ିଆ ନ୍ୟୁଜ୍‌):‘ସୁନାବେଶ’ ପରେ ଓ ‘ନୀଳାଦ୍ରିବିଜେ’ ପୂର୍ବରୁ ରଥଯାତ୍ରାର ବିଶେଷ ନୀତି ହେଉଛି ‘ଅଧରପଣା’ । ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶ ତିଥିରେ ଅଧରପଣା ଭୋଗ କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା…
Read More...

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଗଡ଼ିଲା ରଥ

ବାରିଦା(ଓଡ଼ିଆ ନ୍ୟୁଜ୍‌): ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୁଙ୍କ ରଥଯାତ୍ରା । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପୁରୀରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ପରଦିନ ଅର୍ଥାତ୍ ଆଜି ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଛି…
Read More...

ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

ପୁରୀ(ଓଡ଼ିଆ ନ୍ୟୁଜ୍‌): ମହାପ୍ରଭୁଙ୍କ ରୋଷଘର ଭଙ୍ଗାର ହେଲା ପୁନରାବୃର୍ତ୍ତି । ପୁରୀ ଗୁଣ୍ଡିଚା ମନ୍ଦିରରେ ରୋଷ ଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ। ମୋଟ ୭୫୨ ଚୁଲିରୁ ୨୦ ଟି ଚୁଲି ଭାଙ୍ଗା ଯାଇଥିବା ସୁଆର ମହାସୁଆର ପକ୍ଷରୁ…
Read More...

ରଥାରୁଢ ଶ୍ରୀଜୀଉଙ୍କୁ ଦର୍ଶନ କରିଲେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ(ଓଡ଼ିଆ ନ୍ୟୁଜ୍‌):ବଡଦାଣ୍ଡରେ ରଥାରୁଢ ଶ୍ରୀଜୀଉଙ୍କୁ ଦର୍ଶନ କରିଲେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ। ଆଜି ପ୍ରଥମେ ଶ୍ରୀମନ୍ଦିର ସେବାୟତମାନେ ଶ୍ରୀସୁଦର୍ଶନଙ୍କୁ ରଥାରୁଢ଼ କରିଥିଲେ । ଏହା ପରେ ପ୍ରଭୁ ବଳଭଦ୍ରଙ୍କୁ ପହଣ୍ଡି…
Read More...

ତିନି ରଥରେ ସମାପନ ହେଲା ଗଜପତି ମହାରାଜଙ୍କ ଛେରାପହଁରା ନୀତି

ପୁରୀ(ଓଡ଼ିଆ ନ୍ୟୁଜ୍‌) : ରଥଯାତ୍ରାରେ ଅନନ୍ୟ ଆକର୍ଷଣୀୟ ହେଉଛି ଗଜପତି ମହାରାଜଙ୍କ ଛେରାପହଁରା ନୀତି । ତେବେ ତିନି ରଥରେ ଛେରାପହଁରା ନୀତି କରିଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟ ସିଂହ ଦେବ। ଗଜପତି…
Read More...

ଅମ ଠାକୁରଙ୍କର ଅତି ପ୍ରିୟ ପୋଡ଼ ପିଠା, ଜାଣନ୍ତୁ ଏହାର କିମ୍ବଦନ୍ତୀ

ପୁରୀ(ଓଡ଼ିଆ ନ୍ୟୁଜ୍‌): ଓଡ଼ିଆଙ୍କ ଅତି ଆପଣାର ଓ ପାରମ୍ପରିକ ପିଠା ପୋଡ଼ ପିଠା । ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ପାଇଁ ପ୍ରସ୍ତୁତ ହୁଏ ଏହି ପୋଡ଼ ପିଠା। ଓଡ଼ିଶାରେ ଏହି ପିଠାର ସ୍ଵତନ୍ତ୍ର କିମ୍ବଦନ୍ତୀ ମଧ୍ୟ ରହିଛି।…
Read More...

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ଜନ୍ମବେଦୀ ଯିବେ ଶ୍ରୀଜିଉ

ପୁରୀ(ଓଡ଼ିଆ ନ୍ୟୁଜ୍‌): ଆଜି ପବିତ୍ର ଘୋଷଯାତ୍ରା । କରୋନା ମହାମାରୀ ପରେ ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ହୋଇଛି ଭକ୍ତ ଓ ଭଗବାନଙ୍କର ମହାମିଳନ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ । ଏନେଇ ଭୋର…
Read More...