ବଦଳିବ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ନାଁ: କୃଷ୍ଣଚନ୍ଦ୍ର ମହାପାତ୍ର

ଓଡ଼ିଆ ନ୍ୟୁଜ୍: ବଦଳିବ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ନାଁ। ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ…
Read More...

ଗିରଫ ହେଲେ କୁବେର RW ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ

ଓଡ଼ିଆ ନ୍ୟୁଜ୍: ଗିରଫ ହେଲେ ଯନ୍ତ୍ରୀ ବୈକୁଣ୍ଠ ଷଢଙ୍ଗୀ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ କୁବେର RW ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଗତକାଲି ତାଙ୍କ ଘରୁ ମିଳିଥିଲା ନଗଦ…
Read More...

ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୧୦୦୦ ବସ୍

ଓଡ଼ିଆ ନ୍ୟୁଜ୍: ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ୨୪ ଘଣ୍ଟିଆ ବସ୍ ସେବା ।  ନିୟୋଜିତ ହେବେ ୧୦୦୦ ବସ। ହେଲେ ବଢ଼ିବ ନାହିଁ ବସ୍ ଭଡ଼ା। ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସ୍ପଷ୍ଟ କରିଛି । ଏଥିସହିତ ପୁରୀକୁ ଯାତ୍ରା…
Read More...

ବଜ୍ରପାତରେ ଚାଲିଗଲା ମହିଳାଙ୍କ ଜୀବନ

ଓଡ଼ିଆ ନ୍ୟୁଜ୍: ବଜ୍ରପାତରେ ଟଳି ପଡିଲେ ମହିଳା। ବଜ୍ରପାତ ଯୋଗୁ ଆଜି ବରଗଡ଼ ଜିଲା ବାଲିଯୁରୀ ପଞ୍ଚାୟତ ବାନ୍ଦେନବାହାଲ ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ଉକ୍ତ ଗ୍ରାମର ରାଜେନ୍ଦ୍ର ସାଙ୍କ ସ୍ତ୍ରୀ…
Read More...

ନବ ହତ୍ୟା ମାମଲା ଝାରସୁଡ଼ାରେ କ୍ରାଇମବ୍ରାଞ୍ଚ ଟିମର ତନାଘନା

ଓଡ଼ିଆ ନ୍ୟୁଜ୍:ନବ ଦାସ ହତ୍ୟା ମାମଲାରେ ପୁଣି କ୍ରାଇମବ୍ରାଞ୍ଚ ଟିମର ଖୋଳତାଡ଼।ଝାରସୁଗୁଡ଼ାରେ ପହଞ୍ଚି କ୍ରାଇମବ୍ରାଞ୍ଚ ଟିମ୍‌ର ଖୋଳତାଡ଼।ଗାନ୍ଧି ଛକ ଫାଣ୍ଡିରେ କ୍ରାଇମବ୍ରାଞ୍ଚ ଟିମ୍‌ର ତନାଘନା ଆରମ୍ଭ।ଅତିରିକ୍ତ…
Read More...

ନାଇଜେରିଆରେ ଭୟଙ୍କର ବନ୍ୟା, ୧୦୦ ଜଣଙ୍କର ମୃତ୍ୟୁ

ଓଡ଼ିଆ ନ୍ୟୁଜ୍: ନାଇଜେରିଆରେ ଭୟଙ୍କର ବନ୍ୟା ରଚିଲା ତାଣ୍ଡବ। ବନ୍ୟାରେ ଏପର୍ଯ୍ୟନ୍ତ ଅତିକମ୍‌ରେ ୧୦୦ ମୃତ ହୋଇଥିବାବେଳେ ଅନେକ ନିଖୋଜ ଥିବା ସୂଚନା। ନାଇଜେରିଆ ଘରେ ଘରେ ପଶିଲା ବନ୍ୟା ପାଣି, ରାସ୍ତାଘାଟ ଜଳମଗ୍ନ। ସହର…
Read More...

ଚିନ୍ତା ବଢ଼ାଉଛି କରୋନା, କଟକରୁ 2 କୋଭିଡ ଆକ୍ରାନ୍ତ ଚିହ୍ନଟ

ଓଡ଼ିଆ ନ୍ୟୁଜ୍:ଚିନ୍ତା ବଢ଼ାଉଛି କରୋନା । କଟକରୁ ଚିହ୍ନଟ ହେଲେ ୨ କୋଭିଡ ଆକ୍ରାନ୍ତ । ୪୫ ବର୍ଷୀୟ ଜଣେ ବ୍ୟକ୍ତି କୋଭିଡ ପଜିଟିଭ ହୋଇଥିବା ଟେଷ୍ଟରୁ ଜଣା ପଡିଛି।ସେ ଗତ କିଛି ଦିନ ଧରି ଥଣ୍ଡାଜ୍ୱରରେ ପୀଡ଼ିତ ଥିଲେ । କୋଭିଡ…
Read More...

ଗିରଫ ହେଲେ ଇଡି ଡେପୁଟି ଡ଼ାଇରେକ୍ଟର ଚିନ୍ତନ ରଘୁବଂଶୀ

ଓଡ଼ିଆ ନ୍ୟୁଜ୍: ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ଇଡି ଡେପୁଟି ଡ଼ାଇରେକ୍ଟର ଚିନ୍ତନ ରଘୁବଂଶୀ। ଜେରା ବେଳେ ଲାଞ୍ଚ ଟଙ୍କା ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇନପାରିବାରୁ ଗିରଫ କଲା ସିବିଆଇ । ରାତି ତମାମ ଜେରା କରିଥିଲା…
Read More...

ମିଳିଲା ଲୁଟ ହୋଇଥିବା ବିସ୍ଫୋରକ

ଓଡ଼ିଆ ନ୍ୟୁଜ୍: ସୁନ୍ଦରଗଡ଼ ବାଙ୍କୋ ଅଞ୍ଚଳରୁ ଲୁଟ୍ ହୋଇଥିବା ବିସ୍ଫୋରକ ଜବତ ହୋଇଛି । ମାଓବାଦୀ ହିଁ ନେଇଥିଲେ ବିସ୍ଫୋରକ । ୪ ଦିନ ପରେ ସରଣ୍ଡା ଜଙ୍ଗଲରୁ ମିଳିଛି ଲୁଟ୍‌ ବିସ୍ଫୋରକର ପ୍ରାୟ ୭୦ ପ୍ରତିଶତ । ତିରଲପୋଷି…
Read More...

ଭିଜିଲାନ୍ସ ଦେଖି ଛାନିଆ ମୁଖ୍ୟଯନ୍ତ୍ରୀ, ୨ କୋଟିରୁ ଅଧିକ ଟଙ୍କା ଜବତ

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ଆରଡବ୍ଲୁ ଡିଭିଜନର ମୁଖ୍ୟଯନ୍ତ୍ରୀ। ଓଡ଼ିଶା ଗ୍ରାମୀଣ ଉନ୍ନୟନ (ଆରଡବ୍ଲୁ) ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠନାଥ ଷଡଙ୍ଗିଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ…
Read More...