ଆସନ୍ତାକାଲି ଖୋଲିବ ଭିତରକନିକା

ଓଡ଼ିଆ ନ୍ୟୁଜ୍: ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଗତ ମେ’ ୧ରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୩ ମାସ ବନ୍ଦ ରହିଛି ଭିତରକନିକା।ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ଭିତରକନିକା ଜାତୀୟ…
Read More...

କାଲି ୨୦ଜିଲ୍ଲାରେ ବର୍ଷିବ !

ଓଡ଼ିଆ ନ୍ୟୁଜ୍: ପ୍ରବଳ ବର୍ଷା ନେଇ କାଲି ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କାଲି ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର,…
Read More...

ବାଦ୍‌ ପଡ଼ିଥିବା ପୁନଃ ଆବେଦନ ଆବଶ୍ୟକ ନାହିଁ: ପ୍ରଭାତୀ ପରିଡା

ଓଡ଼ିଆ ନ୍ୟୁଜ୍: ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା। ବାଦ୍‌ ପଡ଼ିଥିବା ୨ ଲକ୍ଷ ମହିଳାଙ୍କ ପୁନଃ ଆବେଦନ ଅନାବଶ୍ୟକ। ଆଉ ପୁନର୍ବାର ସେମାନଙ୍କୁ ଆବେଦନ କରିବାକୁ ପଡ଼ିବ ନାହିଁ। ତଥ୍ୟ ଯାଞ୍ଚ ଚାଲିଛି, ଯୋଗ୍ୟ…
Read More...

ICC କମିଟି ନକଲେ ଦରମା ବନ୍ଦ: ପ୍ରଭାତୀ ପରିଡା

ଓଡ଼ିଆ ନ୍ୟୁଜ୍: ICC କମିଟି ନକଲେ କଲେଜ କର୍ତ୍ତୃପକ୍ଷଙ୍କ ଦରମା ବନ୍ଦ ହେବ।ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।କଲେଜ କର୍ତ୍ତୃପକ୍ଷଙ୍କ ଦରମା ବନ୍ଦ ଚେତାବନୀ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।…
Read More...

OTET ପ୍ରଶ୍ନପତ୍ର ଲିକ ମାମଲା,  ୬ ଜଣ ଗିରଫ

ଓଡ଼ିଆ ନ୍ୟୁଜ୍: OTET ପ୍ରଶ୍ନପତ୍ର ଲିକ ମାମଲା,  ୬ ଜଣ ଗିରଫ। ୬ ଜଣକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଜୁଲାଇ ୨୦ ରେ ହେବାକୁ ଥିବା OTET ପରୀକ୍ଷା ସୋସିଆଲ ମିଡ଼ିଆରେ ପ୍ରଶ୍ନପତ୍ର ଲିକ ହେବା ଫଳରେ ବିଳମ୍ବିତ ରାତିରେ…
Read More...

ଚାଷୀଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୨ରେ ଚାଷୀଙ୍କ ଖାତାକୁ ଆସିବ ପିଏମ୍ କିଷାନ

ଓଡ଼ିଆ ନ୍ୟୁଜ୍: ଚାଷୀଙ୍କ ପାଇଁ ଖୁସି ଖବର । ଆସନ୍ତା ଅଗଷ୍ଟ ୨ରେ ଚାଷୀଙ୍କ ଖାତାକୁ ଆସିବ ପିଏମ୍ କିଷାନ ଟଙ୍କା । ୯ କୋଟି ୭୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଆସିବ ୨୦ ହଜାର ୫ ଶହ କୋଟି ।ବାରଣାସୀରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା…
Read More...

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍

ଓଡ଼ିଆ ନ୍ୟୁଜ୍: କାଲି ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ୬ଟି ବିଭାଗର ୭ଟିରୁ ଉଦ୍ଧ୍ୱର୍ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର । ଅଗଷ୍ଟ ୧ରେ ଲୋକସଭା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ…
Read More...

ଭାରତ ଉପରେ ଆମେରିକାର ୨୫ % ଟାରିଫ

ଓଡ଼ିଆ ନ୍ୟୁଜ୍: ଭାରତ ଉପରେ ଆମେରିକାର ୨୫ % ଟାରିଫ । ଟ୍ରମ୍ପଙ୍କ ଶୁଳ୍କ ଲାଗୁ ପରେ ଖସିଲା ସେୟାର ବଜାର । ୫୫୦ ପଏଣ୍ଟ ହ୍ରାସ ପାଇ ଖୋଲିଲା ସେନସେକ୍ସ । ନିଫ୍ଟିରେ ୧୮୦ ପଏଣ୍ଟ ହ୍ରାସ ପାଇ ଖୋଲିଲା ବଜାର । ଟାରିଫ ପାଇଁ…
Read More...

ବିପଦ ସଙ୍କେତ ଉପରେ ବୈତରଣୀ

ଓଡ଼ିଆ ନ୍ୟୁଜ୍: ବିପଦ ସଙ୍କେତ ଉପରେ ବୈତରଣୀ । ଭଦ୍ରକ ଆଖୁଆପଦା ଆନିକଟରେ ୧୮.୧୨ ମିଟରରେ ପ୍ରବାହିତ । ସତର୍କ ସଙ୍କେତ ୧୭.୮୩ ମିଟର ରହିଛି । ବିପଦ ସଙ୍କେତ ୧୮.୩୩ ରହିଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ ।…
Read More...

ନୂଆଦା ନିକଟରେ ମାଛଗାଁ କେନାଲରେ ୧୦ ଫୁଟ୍‌ର ଘାଇ

ଓଡ଼ିଆ ନ୍ୟୁଜ୍: ଜଗତସିଂହପୁର ନୂଆଦା ନିକଟରେ ମାଛଗାଁ କେନାଲରେ ୧୦ ଫୁଟ୍‌ର ଘାଇ।ଘାଇ ଯୋଗୁଁ ତରିକୁନ୍ଦ ଓ ନୂଆଦା ଅଞ୍ଚଳ ବ୍ୟାପକ ଜଳମଗ୍ନ। ଜଗତସିଂହପୁର ମୁଖ୍ଯରାସ୍ତାର ତରିକୁନ୍ଦ ଠାରେ ମାଛଗାଁ କେନାଲରେ ୧୦ ଫୁଟ ଚଉଡ଼ାର ଘାଇ…
Read More...