Browsing Category

#Odianews

ପ୍ରାଥମିକ ସଦସ୍ୟ ଏବଂ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ କୃଷ୍ଣଚନ୍ଦ୍ର ଦାସ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେଡିର ପ୍ରାଥମିକ ସଦସ୍ୟ ସାଙ୍ଗକୁ ରାଜ୍ୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ କୃଷ୍ଣଚନ୍ଦ୍ର ଦାସ। ଏନେଇ ଆଜି ଏକ ପ୍ରେସମିଟ କରି ଘୋଷଣା କରିବା ସହିତ ତାଙ୍କର ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କ…
Read More...

ଅପହରଣ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍ୟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଜୈନିକା ନାବାଳିକାକୁ ଅପହରଣ ନେଇ ୧୦ଦିନ ବିତି ଯାଇଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଶୂନ୍ୟ ରହିଛି। ନ୍ୟାୟ ପାଇଁ ଏସପିଙ୍କୁ ଭେଟି ପରିବାର ଲୋକେ ଗୁହାରି ଜଣାଇଛନ୍ତି।…
Read More...

ତାତିରୁ ମିଳିଲା ଆଶ୍ବସ୍ତି, ଆଶ୍ବସ୍ତି ଆଣିଲା କାଳବୈଶାଖୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟବାସୀଙ୍କୁ ଗରମ ଓ ଗୁଳୁଗୁଳିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି।  ଆଜି ସକାଳେ ଟ୍ୱିନ୍‌ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଖରାର ପ୍ରକୋପ କମିଛି। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ…
Read More...

ସାଙ୍ଗର ଜନ୍ମଦିନ ପାଳନ କରି ଫେରୁଥିଲେ, ଚାଲିଗଲା ଜୀବନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସାଙ୍ଗର ଜନ୍ମ ଦିନ ପାଳନ କରି ଘରକୁ ଫେରୁଥିଲେ।   ସାଙ୍ଗର ଜନ୍ମଦିନ ପାଳନ କରୁଥିବା ଜଣେ ଯୁବକଙ୍କ ପାଇଁ ପୁରୁଣା ଲୁହା ବିଦ୍ୟୁତ୍‌ ଖୁଣ୍ଟ କାଳ ହୋଇଛି। କାଳ ବୈଶାଖୀ ପରେ ବାଇକ୍‌ରେ ଯାଉଥିବାବେଳେ…
Read More...

ଦୁଆରଶୁଣୀ ଘାଟିରେ ସଡ଼କ ଦୁର୍ଘଟଣା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜର ଦୁଆରଶୁଣୀ ଘାଟିରେ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ବସ ଡ୍ରାଇଭର ଗୁରୁତର ଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବସଟି ଭାରସାମ୍ୟ ହରାଇ ପାହାଡରେ ପିଟି ହୋଇଯାଇଛି । ଫଳରେ…
Read More...

ଜୟପୁର ବିମାନ ବନ୍ଦରରୁ ଜବତ ହେଲା ନଅ ଲକ୍ଷ ଟଙ୍କା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜୟପୁର ବିମାନ ବନ୍ଦରରୁ ଜବତ ହେଲା ନଅ ଲକ୍ଷ ଟଙ୍କା। ବିଶେଷ ସୂତ୍ରରୁ ଖବର ପାଇ ନିର୍ବାଚନ ଦାୟିତ୍ବରେ ଥିବା ଜୟପୁର ସ୍କ୍ୱାର୍ଡ ଟିମ୍ ମ୍ୟୁନିସିପାଲଟି ନିର୍ବାହୀ ଅଧକାରୀ ଶ୍ରୀ ସିଦ୍ଧାର୍ଥ…
Read More...

ସଂପୂର୍ଣ୍ଣ ଜଳି ଗଲା ଦୁଇ ବଖରା ଚାଳଘର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସଂପୂର୍ଣ୍ଣ ଜଳି ଗଲା ଦୁଇ ବଖରା ଚାଳଘର | କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ବ୍ଲକ କେସୁଭଦ୍ରା ଗ୍ରାମର ଉର୍ଲାକା ସୁନାମଣି କିଛି ଦିନ ତଳେ ନିଜ ଗ୍ରାମ ଛାଡ଼ି ନିଜ ଜମି ଥିବା…
Read More...

ସୁମନ ଓ ରାଜେଶ ସ୍ମାରକୀ ଅହୋରାତ୍ର କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୁମନ ଓ ରାଜେଶ ସ୍ମାରକୀ ଅହୋରାତ୍ର କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ | ପାନପୁର କୁ ହରାଇ କଇଥଖୋଲା ଚମ୍ପିୟାନ।  ସ୍ଥାନୀୟ ବାସଠି ରାଧାବଲ୍ଲଭପୁର, ଖେଳ ପଡିଆ ଠାରେ ଶାନ୍ତି ନିକେତନ ୟୁଥ୍ କ୍ଳବ୍…
Read More...

ମାଇନିଙ୍ଗ ଅଧିକାରୀଙ୍କୁ ବେଆଇନ ବାଲି ଉତ୍ତୋଳନକାରୀ ଆକ୍ରମଣ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମାଇନିଙ୍ଗ ଅଧିକାରୀଙ୍କୁ ବେଆଇନ ବାଲି ଉତ୍ତୋଳନକାରୀ ମାନଙ୍କ ଦ୍ବାରା ଆକ୍ରମଣ ହୋଇଛି। ମୟୂରଭଞ୍ଜ ଜିଲ୍ଲାର ବାରିପଦା ଓ ତିରିଂ ଠାରେ ଦୁଇଟି ଆକ୍ରମଣ ମାମଲା ଥାନାରେ ହୋଇଛି। ଉଭୟ ତିରିଂ ଏବଂ…
Read More...

ବିଜେଡି ବାରିପଦା ବିଧାୟକ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେଡି ବାରିପଦା ବିଧାୟକ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା । ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ବିଧାନସଭା ନିର୍ବାଚନ ପାଇଁ ବାରିପଦା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ…
Read More...