Browsing Category

#Odianews

ଦେଶିମଦ ସହ ବାଇକ ଜବତ, ଜଣେ ଗିରଫ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦେଶିମଦ ସହ ବାଇକ ଜବତ, ଜଣେ ଗିରଫ। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, କଟକ, ୟୁନିଟ -୨ ତରଫରୁ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଜି ଛକରେ ଚଢ଼ାଉ କରାଯାଇ ବାଇକ ସହ ଦେଶୀମଦ ଜବତ…
Read More...

ପୋଲିସକୁ ଆକ୍ରମଣ କରି ୩ ଗିରଫ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୋଲିସକୁ ଆକ୍ରମଣ କରି ୩ ଗିରଫ। ବାଲେଶ୍ୱର ଜିଲ୍ଲା ସୋର ଥାନା ବେଲପୁର ଛକ ନିକଟରେ ପୁଲିସକୁ ଆକ୍ରମଣ କରିଥିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରି ସୋର ପୁଲିସ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।…
Read More...

ଭତ୍ତା ଓ ସୁରକ୍ଷା ଦାବି ନେଇ ରାଜ୍ୟବ୍ୟାପୀ ସାମ୍ବାଦିକ ମାନେ ଓହ୍ଲାଇଛନ୍ତି ଆନ୍ଦୋଳନକୁ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାମ୍ବାଦିକ ମାନଙ୍କୁ ଭତ୍ତା ଓ ସୁରକ୍ଷା ତଥା ଅନ୍ୟାନ୍ୟ ଦାବି ନେଇ ରାଜ୍ୟବ୍ୟାପୀ ସାମ୍ବାଦିକ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।ଆଜି ଦିନ ଏଗାରଟା ସମୟରେ ଜଳେଶ୍ଵର ବ୍ଲକ ପରିସରରେ ଥିବା ଜାତିର ଜନକ…
Read More...

ଚୋରା କାଠପଟା ବୋଝେଇ ଟାଟା ମେଜିକ୍ ଜବତ କଲା ବନବିଭାଗ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚମ୍ପୁଆ ତହସିଲ କାର୍ଯ୍ୟାଳୟ ନିକଟରୁ ଚୋରା କାଠପଟା ବୋଝେଇ ଟାଟା ମେଜିକ୍ ଜବତ କଲା ବନବିଭାଗ | କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ତହସିଲ କାର୍ଯ୍ୟାଳୟ ନିକଟରୁ ଏକ କାଠପଟା ବୋଝେଇ…
Read More...

କେନ୍ଦ୍ରାପଡା ବିଧାୟକଙ୍କ ଦ୍ୱାରା ମାରାଥନ ପ୍ରକଳ୍ପ ଲୋକାର୍ପିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରାପଡ଼ା ବ୍ଲକ ଓ ପୌରାଞ୍ଚଳ ଅନ୍ତର୍ଗତ ବିଧାୟକଙ୍କ ପାଣ୍ଠିରୁ ପ୍ରଦତ୍ତ ଅର୍ଥରେ ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଆଜି ଅପରାହ୍ନରେ ପୌରାଞ୍ଚଳ…
Read More...

ଘରୋଇ ମରାମତି ସେବା ଯୋଗାଇବେ ହାଣ୍ଡିମେନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): DMFରୁ ଅର୍ଥରେ ତାଲିମ ପ୍ରାପ୍ତ ITI ଏବଂ ଫିଟର 30 ଯୁବକ ସ୍ବାବଲମ୍ବୀ ହେବା ସହ ଘରୋଇ ମରାମତି ସେବା ଯୋଗାଇବେ ହାଣ୍ଡିମେନ। DMF ରୁ ଅର୍ଥ ରେ ତାଲିମ ପ୍ରାପ୍ତ ITI ଏବଂ ଫିଟର 30 ଯୁବକ ସ୍ବାବଲମ୍ବୀ…
Read More...

ରାଜ୍ୟରେ ପୁଣି ବଢିଲା ତାତି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ପୁଣି ବଢିଲା ତାତି । ଶୁକ୍ରବାର ରାଜ୍ୟରେ ୩୯.୫ ଡିଗ୍ରୀ ସହ ବୌଦ୍ଧ ଥିଲା ସବୁଠାରୁ ଉତ୍ତପ୍ତ ସହର। ମାଲକାନଗିରିରେ ତାପମାତ୍ରା ୩୮.୮ ରହିଥିବା ବେଳେ ଝାରସୁଗୁଡ଼ାରେ ୩୮.୭ ରହିଥିଲା ପାରଦ।…
Read More...

ବିଶ୍ଵ ଖାଉଟି ଦିବସ ଉପଲକ୍ଷେ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସଦଭାବନା ସଭାଗୃହ ଠାରେ ବିଶ୍ଵ ଖାଉଟି ଦିବସ ଉପଲକ୍ଷେ ଉପୋଭକ୍ତା ଓକିଲାତି ସଂଘ ବାର୍ଡ ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଏକ ଦିନିକିଆ ସାଇବର ନିରାପତା ଟେଲିକମ ଗ୍ରାହକ ଅଧିକାର ଓ ଅଭିଯୋଗ…
Read More...

ଗ୍ରାମର ସିଆରପି ଚୟନରେ ଅନିୟମିତତା ନେଇ ଆମରଣ ଅନଶନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ମଧୁପୁରା ପଞ୍ଚାୟତର ଖଗଡାପାଳ ଗ୍ରାମର ସିଆରପି ଚୟନରେ ଅନିୟମିତତା ହୋଇଥିବା ଦାବୀ କରି ଆବେଦନ କାରୀ ସୁନିତା ସାହୁ ଶୁକ୍ରବାର ପୂର୍ବାହ୍ନ ୧୦ଟା ଠାରୁ ବାଲିଆପାଳ…
Read More...

ଆଦିତ୍ୟ ବାହିନୀର ସଖା ଗଠିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଦିତ୍ୟ ବାହିନୀର ଉତ୍ତର ବିଭାଗ ସଂଗଠନ ସଚିବ ମହେଶ ତ୍ରିପାଠୀ ଙ୍କ ସଭାପତିତ୍ୱ ରେ ଆଜି ନପଙ୍ଗ ଶହେ ଆଠ ଲିଙ୍ଗପ୍ରାଙ୍ଗଣରେ ଏକ ଧର୍ମ ସଭା ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଧର୍ମ ସଭାରେ ଉତର ଭିବାଗ…
Read More...