Browsing Category

#Odianews

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭଞ୍ଜନଗରରେ ଥିବା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଗସ୍ତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମହାମହିମ ରାଷ୍ଟ୍ରପତିଙ୍କ ଆଜି ତୃତୀୟ ଦିନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭଞ୍ଜନଗରରେ ଥିବା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଗସ୍ତ କରିବେ । ଏଥି ପାଇଁ…
Read More...

କମ୍ପୋଷ୍ଟ ଖତ ୟୁନିଟ ଉଦ୍ଘାଟିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ପାଖଝୋଲା ପଞ୍ଚାୟତ ଆଲିଗାଁରେ କୋମ୍ପୋଷ୍ଟ ଖତ ୟୁନିଟ ନେଇ ଏକ ସମାରୋହ ଆୟୋଜିତ ହୋଇଯ଼ାଇଛି | ଏହି ସମାରୋହଟି ଆଲିଗାଁର ସରସ୍ବତୀ ସ୍ୱୟଂ ସହାୟକ ଗୋଷ୍ଠୀ…
Read More...

ସାପ୍ତାହିକ ହାଟ ରେ ଆନ୍ଧ୍ର ପୁଲିସ ର ଶିବିର କାର୍ଯ୍ୟକ୍ରମ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):କୋରାପୁଟ ଜିଲ୍ଲା ପୋଟାଙ୍ଗି ବ୍ଲକ୍ ବିବାଦୀୟ କୋଟିୟାପୁଞ୍ଜର ନେରୀଡି ୱାଲ୍ସା ସାପ୍ତାହିକ ହାଟ ରେ ଆନ୍ଧ୍ର ପୁଲିସ ର ଶିବିର କାର୍ଯ୍ୟକ୍ରମ କରିଛି। ଆଜି ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମ୍ ଜିଲ୍ଲା…
Read More...

ଖିଚିଂ ଆସି ମା କିଚକେଶ୍ବରୀଙ୍କୁ ଦର୍ଶନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ମୟୂରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ୨…
Read More...

ବାଲେଶ୍ୱରରେ ଅନୁଷ୍ଠିତ ହେଲା ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ବାଲେଶ୍ୱର ଜିଲ୍ଲା ସଦର ମହକୁମାସ୍ଥିତ ପୋଲିସ ଲାଇନ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ । ସମଗ୍ର ଜିଲ୍ଲାରୁ ଆସିଥିବା ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟର…
Read More...

ଘରୋଇ କଳିରୁ ଆତ୍ମହତ୍ୟା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଘରୋଇ କଳିରୁ ଆତ୍ମହତ୍ୟା। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ମହିଷା ମୁଣ୍ଡା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଥିବା ସନ୍ଦେହ…
Read More...

ଗଛରେ ପିଟିହୋଇ ବାଇକ ଚାଳକ ଗୁରୁତର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଗଛରେ ପିଟିହୋଇ ବାଇକ ଚାଳକ ଗୁରୁତର। ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ଔପଦା ବଡପୋଖରୀ ମୁଖ୍ୟ ରାସ୍ତାର ଆଗୁଆଣସାହି ଛକ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ବାଇକ ଗଛରେ ପିଟି ହୋଇ ରାସ୍ତା ତଳ…
Read More...

ଅବକାରୀ ବିଭାଗର ମିଳିତ ଚଢ଼ାଉ: ବିପୁଳ ଦେଶୀ, ବିଦେଶୀ ମଦ ଜବତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, କଟକ, ୟୁନିଟ -୨ ଓ ଜଳେଶ୍ବର ସାଟେଲାଇଟ ଅବକାରୀ ଟିମ ତରଫରୁ ବାଲେଶ୍ୱର ଜିଲ୍ଲା ଅଡା ବଜାର ଅଞ୍ଚଳରେ ମିଳିତ ଭାବେ ଚଢ଼ାଉ କରାଯାଇଛି | ଚଢ଼ାଉ ବେଳେ,…
Read More...

ଚାକିରି ଛାଡି ମାଗଣା ସେବା କରୁଛନ୍ତି ଯୁବ ଡାକ୍ତର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚାକିରି ଛାଡି ମାଗଣା ସେବା କରୁଛନ୍ତି ଯୁବ ଡାକ୍ତର। ଗାଁ ଗାଁକୁ ଯାଇ ମାଗଣା ସେବା ଯୋଗାଇ ଦେଉଛନ୍ତି ଜଣେ ଯୁବ ଡାକ୍ତର। ସେମାନଙ୍କ ହସକୁ ନିଜର ଆଶୀର୍ବାଦ ଭାବି ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ…
Read More...

ସୋରରେ ଦେହ ବେପାର; ୪ଗ୍ରାହକ ସହ ୨ ଦେହଜୀବୀ ଗିରଫ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୋରରେ ଦେହ ବେପାର।୪ଗ୍ରାହକ ସହ ୨ ଦେହଜୀବୀ ଗିରଫ। ଧରାପଡ଼ିଲେ ଚାରି ଗ୍ରାହକ ସହ ଦୁଇ ଦେହଜୀବୀ | ବାଲେଶ୍ୱର ଜିଲ୍ଲା ସୋର ପୌରାଞ୍ଚଳ ବଡ଼ଖୁରିର ଏକ ଭଡ଼ାଘରେ ଚାଲୁଥିଲା ଦେହ ବ୍ୟବସାୟ । ସୂଚନା ପାଇ…
Read More...