Browsing Category

State

ଭୋଗରାଇରେ ବିଭିନ୍ନ ମନ୍ଦିରରୁ ସିରିଜ ଲୁଟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଳମ୍ବିତ ରାତିରେ ଭୋଗରାଇରେ ବିଭିନ୍ନ ମନ୍ଦିରରୁ ସିରିଜ ଲୁଟ | ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୂନା ଅଳଙ୍କାର ସହ ଠାକୁରଙ୍କ ଆସବାପତ୍ର ଲୁଟିନେଲେ ଲୁଟେରା | କଖଡା ପଂଚାୟତର ତଲାଡୀ ଗ୍ରାମର ମା…
Read More...

ଅସ୍ତି ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳର କାର୍ଯ୍ୟାଳୟ ଓ କର୍ମୀ ବୈଠକ 

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅସ୍ତି ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳର କାର୍ଯ୍ୟାଳୟ ଓ କର୍ମୀ ବୈଠକ | ୨୦୨୪ ପରିପ୍ରେକ୍ଷୀରେ ବୁଧବାର ବାଲିଆପାଳ ବ୍ଲକ ଅସ୍ତି ପଞ୍ଚାୟତର ଡ଼ାଳୁଆ ଗ୍ରାମର ତାରିଣୀ ଛକ ତପନ ଜେନାଙ୍କ ବାସଭବନରେ…
Read More...

ମାଇନ୍ସ ବିଭାଗ ପକ୍ଷରୁ ବେଆଇନ ବାଲିଖାଦାନ ଉପରେ ଚଢ଼ାଉ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଳମ୍ବିତ ରାତିରେ ଜିଲ୍ଲା ମାଇନ୍ସ ବିଭାଗ ପକ୍ଷରୁ ବେଆଇନ ବାଲିଖାଦାନ ଉପରେ ଚଢ଼ାଉ | ୫ଟି ବାଲିବୋଝେଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ମେସିନ ଜବଦ | ୪ଜଣ ବାଲି ମାଫିଆ ଅଟକ | ସୂଚନା ଅନୁଯାୟୀ…
Read More...

ବିଜୁଜନତା ଦଳର କର୍ମୀ ସମାବେଶ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ତଥା ବସ୍ତା ବ୍ଲକ୍ ନାବରା ପଞ୍ଚାୟତ ଖେଳ ପଡ଼ିଆରେ ବିଜୁଜନତା ଦଳ ର କର୍ମୀ ସମାବେଶ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ସୂଚନା ଅନୁସାରେ ଆଜି…
Read More...

ଖଲ୍ଲିକୋଟରେ ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଖଲ୍ଲିକୋଟରେ ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା କରିଛନ୍ତି। ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ରାଜନୈତିକ ହିଂସାକାଣ୍ଡ ଘଟଣାରେ ୮ ଗିରଫ। ଆକ୍ରମଣକାରୀଙ୍କ ମଧ୍ୟରୁ ୮ ଜଣଙ୍କୁ…
Read More...

ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କାରେ ୧୪ ଆହତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କାରେ ୧୪ ଆହତ। ଯାଜପୁର ସଦରଥାନା ବରୁହାଁ କବୀରପୁରଠାରେ ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୪ ଜଣ ଆହତ ହୋଇଥିବା କୁହାଯାଉଛି। ଆହତଙ୍କ…
Read More...

ରାଜ୍ୟରେ ପୁଣି ଫେରିବା ତାପମାତ୍ରା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟକୁ ପୁଣି ତାତି ଫେରିବ। ଆଉ ୨୪ ଘଣ୍ଟା ପରେ ପାରଦ ଉପରମୁହାଁ ହେବ । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବିଭାଗ ପକ୍ଷରୁ ମିଳିଥିବା…
Read More...

ପୁଣି ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣି ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା। ଆଜି ସେ ବ୍ରଜରଜନଗର, ବଣେଇ, ଅତାବିରା, ଜଟଣୀରେ ସଭା କରିବେ। ଆସନ୍ତାକାଲି କବିସୂର୍ଯ୍ୟନଗର, କଣ୍ଟାବାଞ୍ଝି , ଲୋଇସିଂହା,…
Read More...

ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ରୋଡ ସୋ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ମାଉସୀ ମା ମନ୍ଦିର ଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ ସୋ ହେଉଛି । ନଡ୍ଡାଙ୍କ ସହ ବିଜେପି ଭୁବନେଶ୍ବର ଲୋକସଭା…
Read More...

ଲେପ୍ରାସୋସାଇଟି ଏବଂ ତିରିଂ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଯତ୍ନ ଶିବିର ଅନୁଷ୍ଠିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଇରଙ୍ଗପୁର  ଲେପ୍ରାସୋସାଇଟି ଏବଂ ତିରିଂ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ସହଯୋଗରେ, ଭଲଗାଡ଼ିଆ PHC ପରିସରରେ 8ଜଣ ଫାଇଲେରି (ଗୋଦର ଗୋଡ )ଏବଂ 03 ଜଣ କୁଷ୍ଠ ରୋଗ ରେ ଆକ୍ରାନ୍ତ ଭିନ୍ନ…
Read More...