୨ କୋଟି ଲକ୍ଷପତି ଦିଦି, ଡ୍ରୋନ୍ ବ୍ୟବସ୍ଥା ଓ ପି.ଏମ୍ ବିଶ୍ୱକର୍ମା ଭଳି ଯୋଜନା ମା’ ଭଉଣୀକୁ ସ୍ୱାବଲମ୍ବୀ କରିବ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମୋଦି ସରକାରରେ ମହିଳାଙ୍କ କଲ୍ୟାଣ ପାଇଁ ହୋଇଥିବା କାମ ପୂର୍ବରୁ କେବେ ବି ହୋଇନାହିଁ । ୨ କୋଟି ଲକ୍ଷପତି ଦିଦି, ମହିଳାଙ୍କୁ ଡ୍ରୋନ୍ ବ୍ୟବସ୍ଥା ସହ ଯୋଡିବା ଓ ପି.ଏମ୍ ବିଶ୍ୱକର୍ମା ଭଳି ଯୋଜନା…
Read More...

କମିବ ପେଟ୍ରୋଲ ଡିଜେଲ ଦର !

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଆଜିଠୁ  କେନ୍ଦ୍ର ସରକାର ଏଲପିଜି ସିଲିଣ୍ଡର ପିଛା ୨୦୦ ଟଙ୍କା କମାଇଛନ୍ତି। ସାଧାରଣ ଖାଉଟି ଏହି ଘୋଷଣାକୁ ନେଇ ଖୁସି ଥିବାବେଳେ ବିରୋଧୀମାନେ କହୁଛନ୍ତି ଯେ ଏଲପିଜି ଦର ଆହୁରି କମିବାର ଥିଲା ।…
Read More...

ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସକ୍ରିୟ, କାଚିବ ବର୍ଷା

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ଆସନ୍ତା ୨ ତାରିଖରୁ ରାଜ୍ୟର କିଛି ଅଞ୍ଚଳରେ ଭାରି ବର୍ଷା ସମ୍ଭାବନା ରହିଛି। ତେବେ ୩ ଓ ୪ ତାରିଖରେ ରାଜ୍ୟରେ କେତେକ ଜିଲ୍ଲାରେ…
Read More...

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଘରେ ମଧ୍ୟାହ୍ନ ଭୋଜନ ଯୋଗାଇଦେବେ ରାଜ୍ୟ ସରକାର

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏଣିକି ବିଦ୍ୟାଳୟ ଆସିପାରୁନଥିବା ୬ରୁ ୧୪ ବର୍ଷର ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଘରେ ମଧ୍ୟାହ୍ନଭୋଜନର ଶୁଖିଲା ରାସନ୍ ଦିଆଯିବ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ…
Read More...

ହୋଟେଲରେ ଖାଇବାକୁ ବସିଥିଲେ ଟଳିପଡ଼ିଲେ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ହୋଟେଲରେ ଖାଇବାକୁ ବସିଥିଲେ ଟଳିପଡ଼ିଲେ । ଯାହା ସମସ୍ତଙ୍କୁ  ସ୍ତମ୍ଭିଭୂତ କରିଛି। ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ପୁରୀ ବେଳାଭୂମି ରେଣୁକା ଗଳିରେ ଥିବା ଏକ ପେଟପୂଜା ନାମକ ହୋଟେଲରେ ଘଟିଛି…
Read More...

ସମ୍ପତି ପାଇଁ ବଡ଼ ଭାଇକୁ କୋଦାଳରେ ପିଟିପିଟି ମାରିଦେଲା ସାନ ଭାଇ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସମ୍ପତି ପାଇଁ ବଡ଼ ଭାଇକୁ କୋଦାଳରେ ପିଟିପିଟି ମାରିଦେଲା ସାନ ଭାଇ । କୋଦାଳରେ ପିଟିପିଟି ହତ୍ୟା କଲା ସାନ ଭାଇ । ମୃତକ ବଡ ଭାଇ ଚକ୍ର ପ୍ରଧାନ ଏବଂ ସାନ ଭାଇ ମକର ପ୍ରଧାନ । ବାଉଁଶୁଣି ଥାନା…
Read More...

ପୁରୀରେ ଲୁହା ରଡ୍‌ରେ ପିଟି ଯୁବକଙ୍କୁ ନିର୍ମମ ହତ୍ୟା, ଅଭିଯୁକ୍ତ ଫେରାର୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଜଟିଆ ବାବାଜୀ ଛକରେ ଯୁବକଙ୍କୁ ଆତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୁତ୍ତ। ମୃତ ଯୁବକ ହେଉଛନ୍ତି ନରେନ୍ଦ୍ରକୋଣ ଗୋପବନ୍ଧୁ କଲୋନୀର ନଡୁ ନାୟକ। ପୂର୍ବ…
Read More...

ରୋଗୀଙ୍କ ଜୀବନ ସହ ଖେଳ: A ପଜିଟିଭ ପ୍ୟାକେଟରେ B ପଜିଟିଭ ରକ୍ତ, ରୋଗୀ ଅବସ୍ଥା ଗୁରୁତର

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରୋଗୀଙ୍କ ଜୀବନ ସହ ସାଂଘାତିକ ଖେଳ । ରକ୍ତ ପ୍ୟାକେଟ ବାହାରେ ଲେଖାହୋଇଛି ‘ଏ’ ପିଜିଟିଭ୍ । କିନ୍ତୁ ଭିତରେ ‘ବି’ ପିଜିଟିଭ୍ ଥିବା ରକ୍ତ ରୋଗୀଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି । ଏପରି ଭିନ୍ନ…
Read More...

ସିଙ୍ଗର ସୌରୀନ ଭଟ୍ଟଙ୍କ ପାଇଁ ବଢିଲା ଅଡୁଆ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସିଙ୍ଗର ସୌରୀନ ଭଟ୍ଟଙ୍କ ପାଇଁ ଅଡୁଆ ବଢିଛି। ସୌରୀନଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।  ଗିରଫଦାରୀ ଏଡ଼ାଇବାକୁ ସେ ଆଗୁଆ ଜାମିନ ଆବେଦନ କରିଥିଲେ। ଯୁବତୀଙ୍କ ସହ ଶାରୀରିକ…
Read More...

୮ ଜଣ ସମବାୟ ସମିତି ଉପନିବନ୍ଧ (ଡିଆରସିଏସ )ଙ୍କୁ ମିଳିଲା ପଦୋନ୍ନତି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସମବାୟ ବିଭାଗ ଅଧିନରେ କାର୍ଯ୍ୟରତ ୮ ଜଣ ଉପନିବନ୍ଧକ((ଡିଆରସିଏସ )ଙ୍କୁ ଯୁଗ୍ମନିବନ୍ଧକ ସମବାୟ ସମିତି (ଜେଆରସିଏସ୍ ) ଭାବେ ପଦୋନ୍ନତି ଦିଆଯାଇଛି । ପଦୋନ୍ନତି ପାଇଥିବା ଉପନିବନ୍ଧକ ମାନେ ହେଉଛନ୍ତି…
Read More...