ହରିୟାଣା ନୁହ ହିଂସା ଘଟଣା: ୨୦୨ ଗିରଫ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ହରିୟାଣାର ନୁହରେ ଘଟିଥିବା ସାମ୍ପ୍ରଦାୟିକ ହିଂସାରେ ରାଜ୍ୟ ସରକାରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଘଟଣାରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୨୦୨ ଜଣ ଗିରଫ ହୋଇଛନ୍ତି। ହିଂସା ନେଇ ୧୦୨ଟି…
Read More...

ନିର୍ବାଚନ ଲଢିବେ ସୀମା ହାଇଦର!

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପ୍ରେମ ପାଇଁ ସୀମା ଡେଇଁ ଆସିଥିବା ସୀମା ହାଇଦରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । କିଏ କହୁଛି ପ୍ରେମ ପାଇଁ ସେ ଭାରତ ଆସିଛନ୍ତି ତଆଉ କିଏ କହୁଛି, ଏହା ପଛରେ କାଳେ ଏକ ବଡ଼ ଷଡ଼ଯନ୍ତ୍ର ଅଛି । କିନ୍ତୁ…
Read More...

ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ: ୩ଜଣ ଯବାନ ସହିଦ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜମ୍ମୁ ଓ କାଶ୍ମୀରରୁ ଏକ ବଡ଼ ଖବର ଆସି ପହଞ୍ଚୁଛି । କୁଲଗାମରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଖବର ମିଳିଛି । ଜମ୍ମୁ ଓ କଶ୍ମୀରର କୁଲ୍‌ଗାମ୍‌ ଜିଲ୍ଲାରେ…
Read More...

ଇଣ୍ଡିଆ ମେଣ୍ଟ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପିଟିସନ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ଗଠନ ହେବା ଦିନଠୁ ବିବାଦ ଏମାନଙ୍କ ପିଛା ଛାଡ଼ୁନି । ପ୍ରଥମେ ନାଁକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଏବେ ଏହି ମାମଲା କୋର୍ଟରେ ପହଞ୍ଚିଛି । ଇଣ୍ଡିଆ ମେଂଟ ବିରୋଧରେ…
Read More...

ମଣିପୁରରେ ପୁଣି ହିଂସା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଥମୁନି ମଣିପୁର ହିଂସା । ଯେତେ ଉଦ୍ୟମ ଗଲେ ବି ହିଂସା ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ଭିତରେ ମଣିପୁରରେ ସାନି ହିଂସା ହୋଇଥିବା ଦେଖିବାକୁ ମିଳିଛି । ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇଲେ…
Read More...

ଆଜି ଚନ୍ଦ୍ରର କକ୍ଷପଥରେ ପହଞ୍ଚିବ ଚନ୍ଦ୍ରଯାନ-୩

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଧିରେ ଧିରେ ସଫଳ ହେଉଛି ଭାରତର ଚନ୍ଦ୍ର ମିଶନ । ଚନ୍ଦ୍ର ଅଭିମୁଖେ ଯାତ୍ରା କରୁଛି ଚନ୍ଦ୍ରଯାନ-୩ । ଏବେ ସୁଦ୍ଧା ମୋଟ୍ ଦୂରତାର ଦୁଇ ତୃତୀୟାଂଶ ପଥ ଅତିକ୍ରମ କରିସାରିଲାଣି । ଚନ୍ଦ୍ରରେ ପହଂଚିବା…
Read More...

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ବିରୁଦ୍ଧରେ କୋର୍ଟ ଯିବ କଂଗ୍ରେସ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ବିରୁଦ୍ଧରେ କୋର୍ଟ ଯିବ କଂଗ୍ରେସ। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ବିଜେଡି ସରକାର କାର୍ଯ୍ୟକାରୀ କରୁଥିବା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାକୁ…
Read More...

ଭଟ୍ଟାରିକାଙ୍କ ପୀଠରୁ ଛାଡ଼ୁଛି ବନ୍ୟା ଜଳ: ମନ୍ଦିରକୁ ଫେରିବେ ମା’

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଭଟ୍ଟାରିକାଙ୍କ ପୀଠରୁ ଛାଡ଼ୁଛି ବନ୍ୟା ଜଳ। ବନ୍ୟା ଜଳ କମିଥିଲେ ମଧ୍ୟ ଏବେବି ପାହାଚ ଉପରେ ପାଣି ବହି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଏବେ ବି ବଡ଼ମ୍ବା ପ୍ରଶାସନ ତରଫରୁ ୧୪୪ ଧାରା ବଳବତ୍ତର ରହିଛି…
Read More...

ଖୋଲିଲା ହୀରାକୁଦର ୫ ଗେଟ୍, ୭ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ଓଡିଆ ନ୍ୟୁଜ (ବ୍ୟୁରୋ) : ହୀରକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଦି ଯୋଗୁଁ ଖୋଲିଲା ହୀରାକୁଦ ଡ୍ୟାମର ଆଉ ୫ଟି ଗେଟ୍। ପୂର୍ବରୁ ୨ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା। ଏବେ ୫ଟି ଗେଟ୍‌ ଖୋଲିବା ପରେ ୭ଟି ଗ୍ୟାଟ୍‌ ଦେଇ ଜଳ…
Read More...

ଏଏସଓ ପରୀକ୍ଷା ଅନିୟମିତତା ମାମଲା: ୬ ସପ୍ତାହ ମଧ୍ୟରେ ଚୟନ ପ୍ରକ୍ରିୟା ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ଆଜି ରାୟ ଶୁଣାଇଛନ୍ତି ହାଇକୋର୍ଟ। ୬ ସପ୍ତାହ ମଧ୍ୟରେ ପୂର୍ବରୁ ପ୍ରକାଶିତ ମେଧା ତାଲିକା ରଦ୍ଦ କରି ନୂଆ ମେଧା ତାଲିକା ପ୍ରକାଶ କରିବାକୁ ଓପିଏସସିକୁ ଦେଇଛନ୍ତି…
Read More...