ଆଜି ଶ୍ରୀବିଗ୍ରହଙ୍କ ପଇତାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ବୈଶାଖ ମାସ କୃଷ୍ଣପକ୍ଷ ଦଶମୀ ତିଥି ସୋମବାର ଅବସରରେ ଶ୍ରୀମନ୍ଦିର ଶ୍ରୀବିଗ୍ରହମାନଙ୍କର ପଇତାଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଗୁପ୍ତନୀତି ମଧ୍ୟରେ ଏହି ନୀତି ପ୍ରମୁଖ ।…
Read More...

ସମ୍ବଲପୁର ହିଂସା, ବଢ଼ିଲା କର୍ଫ୍ୟୁ କୋହଳ ଅବଧି

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ସମ୍ବଲପୁର ହିଂସାକୁ ଆୟତ୍ତ କରିବା ପାଇଁ ସବୁ ପ୍ରକାର ଚେଷ୍ଟା ଜାରି ରହିଛି ।  ଏହାରି ଭିତରେ ସମ୍ବଲପୁରରେ କର୍ଫ୍ୟୁ କୋହଳ ଅବଧି ବଢିଛି । ଆସନ୍ତାକାଲିଠୁ ଅଧିକ ସମୟ କର୍ଫ୍ୟୁ କୋହଳ କଲା ଜିଲ୍ଲା…
Read More...

ଆଜିଠୁ ସ୍କୁଲ ଛୁଟି

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ :  ଡହ ଡହ ଖରାରେ ହନ୍ତସନ୍ତ ହେଉଛନ୍ତି ଲୋକେ। ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଖରାକୁ ଦେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ସପ୍ତାହକ ଯାଏ ରାଜ୍ୟରେ…
Read More...

ଦୁବାଇର ଭୟଙ୍କର ଅଗ୍ନିକାଣ୍ଡ, ୪ଭାରତୀୟଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦୁବାଇର ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୪ଭାରତୀୟଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୯ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଗଲ୍ଫ…
Read More...

କାଲି ପୁଅକୁ ଦିଆଯାଇଥିଲା ଆଜି ବାପକୁ ଦିଆଗଲା କବର୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ତଥା ପୂର୍ବତନ ସାଂସଦ ଅତିକ ଅହମଦକୁ ଶନିବାର ରାତିରେ ଗୁଳି କରି ହତ୍ୟା କରାଯାଇଛି। ପୁଲିସ ଏନ୍‌କାଉଣ୍ଟରରେ ଗତ ଗୁରୁବାର ଦିନ ପୁଅର ମୃତ୍ୟୁ ଘଟିଥିବା ବେଳେ ପ୍ରୟାଗରାଜରେ…
Read More...

କ୍ଷମତା ପାଇଁ ଆନ୍ନାଙ୍କୁ ବ୍ୟବହାର କରିଥିଲା ଆପ୍ : କିରେନ ରିଜିଜୁ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କ୍ଷମତା ହାସଲ କରିବା ପାଇଁ ଆନ୍ନା ହଜାରେଙ୍କୁ ବ୍ୟବହାର କରିଥିଲା ଆମ୍ ଆଦମୀ ପାର୍ଟି,  ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ । ଆଜି ଅବକାରୀ ନୀତି ଦୁର୍ନୀତି…
Read More...

ନକଲି ପ୍ରମାଣପତ୍ର ଦେଇ ୧୫୦ରୁ ଅଧିକ ଶିକ୍ଷକ ଚାକିରି ପାଇଥିଲେ,ବହିଷ୍କାର କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଓଡ଼ିଆ ନ୍ୟୁଜ (ବ୍ୟୁରୋ):ନକଲି ପ୍ରମାଣପତ୍ର ମାମଲାରେ ସରକାର ସତର୍କ ଦୃଷ୍ଟି ରଖିଛନ୍ତି । ଏହି ଘଟଣା ସମ୍ପର୍କରେ ପୂର୍ବରୁ ଖବର ଥିଲା । ଖୋଳତାଡ଼ ଜାରି ରହିଛି, ପାଖାପାଖି ୧୫୦ରୁ ଅଧିକ ଶିକ୍ଷକଙ୍କୁ ବହିଷ୍କାର କରାଯାଇଛି ।…
Read More...

ଝାରସୁଗୁଡା ଉପନିର୍ବାଚନ ସୁପରିଚାଳନା ଓ ସୁପ୍ରଚାର ପାଇଁ ଦୁଇଟି କମିଟିର ନାମ ଘୋଷଣା କଲେ ବିଜେପି ରାଜ୍ୟ ସଭାପତି

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ରାଜ୍ୟର ଜଣେ ପ୍ରଭାବଶାଳୀ ବିଜେଡି ନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଜଣେ କାର୍ଯ୍ୟରତ ପୋଲିସ ଗୁଳି କରି ହତ୍ୟା କରିବା ପରେ ଝାରସୁଗୁଡା ବିଧାନସଭା ଆସନ ଖାଲି ପଡିଥିଲା । ଆସନ୍ତା ମେ ୧୦…
Read More...

ବର୍ଷାଦିନ ପୂର୍ବରୁ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ନମିଳିଲେ ରାଜ୍ୟ ରାଜରାସ୍ତାରେ ନିଆଁ ଜଳିବ, ଚେତାବନୀ ଦେଲେ…

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଗରୀବ ଲୋକମାନଙ୍କ ପକ୍କା ଘର ପାଇବାର ସ୍ୱପ୍ନକୁ ରାଜ୍ୟ ସରକାର ହତ୍ୟା କରିଛନ୍ତି । ଆବାସ ଯୋଜନାରେ ତାଲିକା ପ୍ରସ୍ତୁତର ଘୋଟାଲା କରିଛନ୍ତି ନବୀନ ବାବୁ । ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନା ଓଡ଼ିଶା…
Read More...

ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ଓ ଗିରଫଦାରୀ ଦାବିରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଓ ଭୁବନେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ଓ ଗିରଫଦାରୀ ଦାବିରେ ମାଷ୍ଟରକ୍ୟାଂଟିନ ଛକଠାରେ ବିକ୍ଷୋଭ କରାଯାଇଥିଲା ।…
Read More...