#Odianews ଓଡ଼ିଶାକୁ ଆସୁଛି ବଡ ବର୍ଷା Odia News May 25, 2025 0 ଓଡ଼ିଆ ନ୍ୟୁଜ୍: ଓଡ଼ିଶାରେ ଜାରି ରହିଛି ପ୍ରାକ୍ ମୌସୁମୀ ବର୍ଷା । ଚାରିଆଡ଼େ ମେଘୁଆ ବାଦଲ, କେଉଁଠି ଝିପିଝିପି, ଆଉ କେଉଁଠି ଅସରାଏ ଲେଖାଏଁ ବର୍ଷା ।ଅନୁମାନ କରାଯାଉଛି, କେରଳ ଭଳି ଓଡ଼ିଶାକୁ ମଧ୍ୟ ଆଗୁଆ ଆସିବ ମୌସୁମୀ ।… Read More...
#Odianews ଆଫଗାନିସ୍ତାନ୍ରେ ଭୂକମ୍ପ ଝଟକା Odia News May 25, 2025 0 ଓଡ଼ିଆ ନ୍ୟୁଜ୍: ଆଫଗାନିସ୍ତାନ୍ରେ ଭୂକମ୍ପ ଝଟକା । ଆଜି ସକାଳେ, ଆଫଗାନିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ମାପ କରାଯାଇଥିଲା। ଏହି ଭୂମିକମ୍ପ ଭୂମିରୁ ୧୩୫ କିଲୋମିଟର ତଳେ ଘଟିଥିଲା।… Read More...
#Odianews ପୋଖରୀରେ ବୁଡ଼ି ଜଣେ ନାବାଳକ ମୃତ Odia News May 25, 2025 0 ଓଡ଼ିଆ ନ୍ୟୁଜ୍: ପାଟଣାଗଡ଼ ବ୍ଲକ ମରୁଆଁ ଓ ତାଲପଦର ଗରାର ମଧ୍ୟରେ ଥିବା ପୋଖରୀରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସକାଳୁ ଘରୁ ବାହାରି ନାବାଳକଟି ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲା। ସେଠାରେ ନାବାଳକ… Read More...
#Odianews ତେଜ ପ୍ରତାପଙ୍କୁ ଦଳରୁ ବିଦାକଲେ ଲାଲୁ Odia News May 25, 2025 0 ଓଡ଼ିଆ ନ୍ୟୁଜ୍: ତେଜ ପ୍ରତାପ ଏବଂ ଅନୁଷ୍କା ମାମଲାରେ ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ ପୁଅ(ତେଜ ପ୍ରତାପ)ଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏବେ ତେଜ ପ୍ରତାପଙ୍କ ସାନ ଭାଇ ତଥା… Read More...
#Odianews ୟୁକ୍ରେନ ଉପରେ ରୁଷ୍ର ସବୁଠୁ ବଡ଼ ଏୟାର ଷ୍ଟ୍ରାଇକ୍ Odia News May 25, 2025 0 ଓଡ଼ିଆ ନ୍ୟୁଜ୍: କଏଦୀମାନଙ୍କୁ ମୁକ୍ତ କରିବା ମଧ୍ୟରେ ୟୁକ୍ରେନ୍ ଉପରେ ରୁଷ୍ କରିଛି ବଡ଼ ଏୟାର ଷ୍ଟ୍ରାଇକ୍ । ଯାହାକୁ ଏବେସୁଦ୍ଧା ହୋଇଥିବା ହମଲା ଠାରୁ ସବୁଠୁ ବଡ଼ ହମଲା ବୋଲି କୁହାଯାଉଛି। ରିପୋର୍ଟ୍ସ ମୁତାବିକ ,… Read More...
#Odianews ଆତଙ୍କବାଦ ଶେଷ ଭାରତର ସଂକଳ୍ପ: ପ୍ରଧାନମନ୍ତ୍ରୀ Odia News May 25, 2025 0 ଓଡ଼ିଆ ନ୍ୟୁଜ୍: ୧୧୨ ତମ୍ ‘ମନ୍ କି ବାତ’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆତଙ୍କବାଦ ବିରୋଧରେ ରଣହୁଙ୍କାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆତଙ୍କବାଦ ଶେଷ ଭାରତର… Read More...
#Odianews ବଲୁଚିସ୍ତାନର ଆକ୍ରମଣ, 32 ପାକିସ୍ତାନୀ ସେନା ନିହତ Odia News May 25, 2025 0 ଓଡ଼ିଆ ନ୍ୟୁଜ୍: ବଲୁଚିସ୍ତାନରେ ପାକିସ୍ତାନ ସେନା ଉପରେ ଆକ୍ରମଣ ହୋଇଛି । BLA ଆକ୍ରମଣରେ ୩୨ ପାକିସ୍ତାନୀ ସେନା ନିହତ ସୂଚନା ମିଳିଛି । ବଲୁଚିସ୍ତାନରେ ପାକ୍ ସେନାଙ୍କୁ ଟାର୍ଗେଟ୍ କରିଥିଲା BLA । ପାକିସ୍ତାନର ସେନାର… Read More...
#Odianews ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ Odia News May 25, 2025 0 ଓଡ଼ିଆ ନ୍ୟୁଜ୍: ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ । ବେହାଲ୍ ହେଲା ଦିଲ୍ଲୀ ସହର । ସହରର ବିଭିନ୍ନ ସ୍ଥାନ ଜଳମଗ୍ନ । ପ୍ରବଳ ବର୍ଷା ଯୋଗୁଁ ୪୯ ବିମାନର ଗତି ପଥ ପରିବର୍ତ୍ତନ କରାଯାଇଛି । ଏଥିରେ ୧୭ଟି ଆନ୍ତର୍ଜାତୀୟ… Read More...
#Odianews କାଲିଠୁ ରାଜ୍ୟରେ ବଢ଼ିବ ବର୍ଷା Odia News May 24, 2025 0 ଓଡ଼ିଆ ନ୍ୟୁଜ୍: ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଇତିମଧ୍ୟରେ ମୌସୁମୀ କେରଳ ଛୁଇଁଥିବାବେଳେ ଏହା ପ୍ରଭାବରେ ରାଜ୍ୟରେ ପ୍ରାକ୍ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଉତ୍ତର ଉପକୂଳ ଓଡ଼ିଶା ଏବଂ ତା’ର… Read More...
#Odianews ବିଜାପୁର ଠାରେ ୨୪ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ Odia News May 24, 2025 0 ଓଡ଼ିଆ ନ୍ୟୁଜ୍: ଛତିଶଗଡ ବିଜାପୁର ଠାରେ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଓଡିଶା କେକେବିଏନ୍ ଡିଭିଜନରେ ସକ୍ରିୟ ଥିବା ଜଣେ ମାଓବାଦୀଙ୍କ ସମେତ ବହୁ କାଡର ମାଓବାଦୀ ବିଜାପୁର ଠାରେ ଆତ୍ମସମର୍ପଣ କରିଛନ୍ତି ।… Read More...