#Odianews ବାଣ ବିସ୍ଫୋରଣରେ ୨ ମୃତ Odia News May 13, 2025 0 ଯାଜପୁର ଛତିଆ ନିକଟରେ ବୋମା ବିସ୍ଫୋରଣ ହୋଇଛି । ବୋମା ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଆହତ ହୋଇଛନ୍ତି । ତେବେ ବୋମା ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଦୁଇଟି ବାଇକ୍ ଭାଙ୍ଗି ରୁଜି… Read More...
#Odianews ନୂଆପଡ଼ାରେ ପୁଣି ବାଘ ଆତଙ୍କ Odia News May 13, 2025 0 ଓଡ଼ିଆ ନ୍ୟୁଜ୍: ନୂଆପଡ଼ାରେ ପୁଣି ବାଘ ଆତଙ୍କ। ଗୁହାଳରେ ପଶି ଗାଈକୁ ମାରି ଖାଇଲା କଲରାପତରିଆ ବାଘ। ନୂଆପଡା ରେଞ୍ଜ ଧରମବନ୍ଧା ବିଟ ପଣ୍ଡରିପାଣି ଗାଁରେ ଏହି ଘଟଣା ଘଟିଛି। ମୃତ ଗାଈ ଗାଁର ମୁଞ୍ଚୁ ରାଉତଙ୍କ ବୋଲି ଜଣା ପଡିଛି।… Read More...
#Odianews ଅର୍ଚ୍ଚନା ନାଗଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି Odia News May 13, 2025 0 ଓଡ଼ିଆ ନ୍ୟୁଜ୍: ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ଅର୍ଚ୍ଚନା ନାଗଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ୨୦୨୫, ମେ ୧୦ରେ ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ଅର୍ଚ୍ଚନା ଓକିଲାତି ପାଇଁ ଲାଇସେନ୍ସ ପାଇଥିଲେ। ଓକିଲାତି… Read More...
#Odianews ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ Odia News May 13, 2025 0 ଓଡ଼ିଆ ନ୍ୟୁଜ୍: ଦ୍ୱାଦଶ ପରେ ଏପେ ପ୍ରକାଶ ପାଇଛି CBSE ଦଶମ ରେଜଲ୍ଟ। ଏଥିରେ ପାସ ହାର ୯୩.୬୬ ପ୍ରତିଶତ ରହିଛି। CBSE ୱେବସାଇଟରେ ଛାତ୍ରୀଛାତ୍ରମାନେ ରେଜଲ୍ଟ ପାଇପାରିବେ। ସୂଚନାଯୋଗ୍ୟ, ଏଥର CBSE ଦଶମରେ ୨୪ ଲକ୍ଷ ୧୨ ହଜାର… Read More...
#Odianews ‘ଯେଉଁମାନେ ଆମ ବୋହୂ ଓ ଝିଅମାନଙ୍କ ସିନ୍ଦୂର ଛଡ଼ାଇ ନେଇଛନ୍ତି, ଆମେ ସେମାନଙ୍କ ଘରେ ପଶି ସେମାନଙ୍କୁ ଧ୍ବଂସ… Odia News May 13, 2025 0 ଓଡ଼ିଆ ନ୍ୟୁଜ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପଞ୍ଜାବର ଆଦମପୁର ଏୟାରବେସ ପରିଦର୍ଶନ କରି ଭାରତୀୟ ବାୟୁସେନାର ସୈନିକମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ଅପରେଶନ ସିନ୍ଦୁରର ସଫଳତା ପାଇଁ… Read More...
#Odianews ପ୍ରକାଶ ପାଇଲା CBSE ଦ୍ବାଦଶ ରେଜଲ୍ଟ Odia News May 13, 2025 0 ଓଡ଼ିଆ ନ୍ୟୁଜ୍: ପ୍ରକାଶ ପାଇଲା CBSE ଦ୍ବାଦଶ ରେଜଲ୍ଟ । ଦ୍ବାଦଶରେ ୮୮.୩୯% ଛାତ୍ରୀଛାତ୍ର ପାସ କରିଛନ୍ତି। ଭୁବନେଶ୍ବରରେ ପାସହାର ରହିଛି ୮୩.୬୪%। ଦେଶରେ ଛାତ୍ରୀଙ୍କ ପାସହାର ୯୧.୬୪%, ଛାତ୍ରଙ୍କ ପାସହାର ୮୫.୭୦% ରହିଛି।… Read More...
#Odianews ଆଣ୍ଡାମାନ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ Odia News May 13, 2025 0 ଓଡ଼ିଆ ନ୍ୟୁଜ୍: ଆଣ୍ଡାମାନ ସାଗର ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ଆଗକୁ ବଢ଼ିବ। ପରେ ନିକୋବର ଦୀପ ଏବଂ ଉତ୍ତର ଆଣ୍ଡାମାନର କିଛି… Read More...
#Odianews ସୋପିଆନରେ ଏନକାଉଣ୍ଟର, ୩ ଆତଙ୍କୀ ସଫା Odia News May 13, 2025 0 ଓଡ଼ିଆ ନ୍ୟୁଜ୍: ଜମ୍ମୁ କାଶ୍ମୀରର ସୋପିଆନ ଜିଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏକ ଜୋରଦାର ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅପରେଶନ, ଯାହାକୁ ‘ଅପରେଶନ କିଲର’ ନାମ… Read More...
#Odianews ତତଲା କରେଇରେ ସିଝୁଛି ଓଡିଶା Odia News May 13, 2025 0 ଓଡ଼ିଆ ନ୍ୟୁଜ୍: ରାଜ୍ୟରେ କଲବଲ କରୁଛି ଖରା। ଗରମରେ କଲବଲ ହେଉଛନ୍ତି ଲୋକେ । ସକାଳ ବାହାରକୁ ବାହାରିବା ହେଉଛି ମୁସ୍କିଲ । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ବୁଧବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,… Read More...
#Odianews ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ଶୁଣାଣି Odia News May 13, 2025 0 ଓଡ଼ିଆ ନ୍ୟୁଜ୍: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା । ଆଜି ଶେଷ ପର୍ଯ୍ୟାୟ ଶୁଣାଣିରେ ଉପସ୍ଥିତ ରହିବେ ପୁଞ୍ଜିଲାଲ ମେହେର । ପାଟଣାଗଡ଼ ଏଡିଜେ କୋର୍ଟରେ ଉପସ୍ଥିତ ରହିବେ ପୁଞ୍ଜିଲାଲ । ବଲାଙ୍ଗିର… Read More...