Browsing Tag

latestnews

ଦିନକୁ ଦିନ ସହନଶୀଳତା ଭୁଲୁଛି ମଣିଷ, ଋଣ ସୁଝି ପାରିଲେନି ବୋଲି ଲଣ୍ଡା କରିଦେଲେ

ଓଡ଼ିଆ ନ୍ୟୁଜ୍: ଦିନକୁ ଦିନ ସହନଶୀଳତା ଭୁଲୁଛି ମଣିଷ। ଋଣ ସୁଝି ପାରିଲେନି ବୋଲି ଲଣ୍ଡା କରିଦେଲେ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତ୍ରିପୁରାରେ। ତ୍ରିପୁରାର ସେପାହିଜାଲା ଜିଲ୍ଲାର ବିଶାଳଗଡ଼ର ଲାଲସିଂମୁରା ଅଞ୍ଚଳର…
Read More...

ସଂସଦୀୟ କମିଟି ସଦସ୍ୟତାରୁ ୧୦ ଏମ୍‌ପି ନିଲମ୍ବିତ

ଓଡ଼ିଆ ନ୍ୟୁଜ୍: ଶୁକ୍ରବାର ୱାକଫ ସଂଶୋଧନ ବିଲ ଉପରେ ସଂସଦୀୟ କମିଟି ବୈଠକରେ ହୋଇଛି ପ୍ରବଳ ହଟ୍ଟଗୋଳ। ହଟ୍ଟଗୋଳ ଥମି ନଥିବା ଦେଖି, କମିଟିର ୧୦ ଜଣ ଏମ୍‌ପିଙ୍କୁ ପୂରା ଦିନ ପାଇଁ କମିଟିର ସଦସ୍ୟତାରୁ ନିଲମ୍ବିତ କରାଯାଇଥିଲା।…
Read More...

ରାଜଧାନୀରେ ମୋ ବସ୍‌ର ସିରିଜ ଦୁର୍ଘଟଣା, ୪ ଆହତ

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ୱର ରାଜମହଲ-ମାଷ୍ଟରକ୍ୟାଣ୍ଟିନ ଛକ ମଝିରେ ରାସ୍ତାରେ ପଛକୁ ପଛ ପିଟି ହେଲା ମୋ ବସ୍‌। ଏହି ମୋ ବସ୍‌ ଧକ୍କାରେ ୩ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ…
Read More...

ବିଧାନସଭାରେ ବିଶୃଙ୍ଖଳା କଲେ କରାଯିବନି ବରଦାସ୍ତ: ବାଚସ୍ପତି

ଓଡ଼ିଆ ନ୍ୟୁଜ୍: ବିଧାନସଭାରେ ବିଶୃଙ୍ଖଳା କଲେ କରାଯିବନି ବରଦାସ୍ତ। ଏନେଇ ଚେବାବନୀ ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଏହା ପରେ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ବିରୋଧୀ ଦଳ ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ…
Read More...

୮ ଯାତ୍ରୀଙ୍କ ଉପରେ ଚଢିଗଲା କର୍ଣ୍ଣାଟକ ଏକ୍ସପ୍ରେସ

ଓଡ଼ିଆ ନ୍ୟୁଜ୍: ମହାରାଷ୍ଟ୍ରର ଜଲଗାଁଓରେ ଟ୍ରେନରେ ନିଆଁ ଲାଗିବା ଗୁଜବ ହେବାରୁ ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଲେ ଯାତ୍ରୀ। ୮ ଯାତ୍ରୀଙ୍କ ଉପରେ ଚଢିଗଲା କର୍ଣ୍ଣାଟକ ଏକ୍ସପ୍ରେସ। ପୁଷ୍ପକ ଏକ୍ସପ୍ରେସର କିଛି ଯାତ୍ରୀଙ୍କୁ…
Read More...

ନନ୍ଦନକାନନରେ ଛୁଆ ହାତୀର ମୃତ୍ୟୁ

ଓଡ଼ିଆ ନ୍ୟୁଜ୍: ପଶୁ ପ୍ରେମୀଙ୍କ ପାଇଁ ଦୁଃଖଦ ଖବର। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୁଧବାର ଦିନ ଚାଲିଗଲା ହାତୀ ଛୁଆର ଜୀବନ। ଗତ ୬ତାରିଖରେ କରଞ୍ଜିଆରୁ ଉଦ୍ଧାର ହୋଇଥିବା ଏହି ଛୁଆ ହାତକୁ ଚିକିତ୍ସା ପାଇଁ ନନ୍ଦନକାନନ…
Read More...

ବସ୍‌ରେ ଲାଗିଲା ନିଆଁ, ୪୦ ତୀର୍ଥଯାତ୍ରୀ ସୁରକ୍ଷିତ ଉଦ୍ଧାର

ଓଡ଼ିଆ ନ୍ୟୁଜ୍: ଭଦ୍ରକରୁ ପୁରୀ ଅଭିମୁଖେ ଯାଉଥିବା ତୀର୍ଥଯାତ୍ରୀ ବସ୍‌ରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତୀଲେ ୪୦ ତୀର୍ଥଯାତ୍ରୀମ। ଭଦ୍ରକ ୧୬ ନମ୍ୱର ଜାତୀୟ ରାଜପଥର ନାଲାଙ୍ଗ ଛକ ନିକଟରେ ପୁରୀ ଅଭିମୁଖେ ତୀର୍ଥଯାତ୍ରୀଙ୍କୁ…
Read More...

ପ୍ରବାସୀ ମହିଳାଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା: ପ୍ରଭାତୀ

ଓଡ଼ିଆ ନ୍ୟୁଜ୍: ପ୍ରବାସୀ ମହିଳାଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା। ଏନେଇ ଗଣମାଧ୍ୟମ ଆଗରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀଙ୍କ ପ୍ରଭାତୀ ପରିଡା। ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ଚତୁର୍ଥ ପର୍ଯ୍ୟାୟରେ ମିଳିବ ଟଙ୍କା। ଜିଲ୍ଲା…
Read More...

ଧାନକିଣା ବାବଦକୁ ଚାଷୀ ପାଇସାରିଲେଣି ୭୨୦୮ କୋଟି: ଯୋଗାଣମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଧାନକିଣା ଠିକ ଭାବେ ଚାଲିଛି, କଟନି ଛଟନି ହେଉନି। କାଁ ଭାଁ କେଉଁଠି ଯଦି କିଛି ସମସ୍ୟା ହେଉଛି ତାକୁ ସମାଧାନ କରାଯାଉଛି।  ବର୍ତ୍ତମାନ ସୁଦ୍ଧା ଆମର ୭୨୦୮ କୋଟି ଟଙ୍କା ଚାଷୀଙ୍କୁ ଦିଆଯାଇଛି ବୋଲି…
Read More...

ଖୋ ଖୋରେ ପ୍ରଥମ ବିଶ୍ବ ଚାମ୍ପିଅନ ହେଲା ଭାରତୀୟ ମହିଳା ଦଳ

ଓଡ଼ିଆ ନ୍ୟୁଜ୍: ଖୋ ଖୋରେ ପ୍ରଥମ ବିଶ୍ବ ଚାମ୍ପିଅନ ହେଲା ଭାରତୀୟ ମହିଳା ଦଳ। ରବିବାର ନୂଆଦିଲ୍ଲୀରେ ଖେଳାଯାଇଥିବା ଫାଇନାଲରେ ଭାରତୀୟ ମହିଳା ଦଳ ଏକତରଫା ଢଙ୍ଗରେ ନେପାଳକୁ ୩୮ ପଏଣ୍ଟ ବ୍ୟବଧାନରେ ସହଜରେ ପରାସ୍ତ କରି ଟାଇଟଲ…
Read More...