Browsing Tag

Odisha

କୋଟିଏ ଟଙ୍କାର ଅଫିମ ନଷ୍ଟ

ଓଡ଼ିଆ ନ୍ୟୁଜ୍: କୋଇଡ଼ାରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଅଫିମ ନଷ୍ଟ,୨ ଅଟକ।ରାଉରକେଲା ଏସପି ନିତେଶ ଓ୍ବାଧଓ୍ବାନିଙ୍କ ସୂଚନା।୯ ଏକର ଜମିରେ ଚାଷ ହୋଇଥିବା ଅଫିମ ନଷ୍ଟ।ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ। କୋଇଡ଼ା ଥାନା…
Read More...

ଗ୍ୟାସ୍ ସିଲିଣ୍ଡର ଫାଟି ପରିବାରର ୫ଗୁରୁତର

ଓଡ଼ିଆ ନ୍ୟୁଜ୍: ଗ୍ୟାସ୍ ସିଲିଣ୍ଡର ଫାଟି ନିଆଁ ଲାଗି ପରିବାରର ୫ ଗୁରୁତର।ବାପା, ମାଆ, ନାବାଳିକା ଝିଅ ସହ ଆଉ ୨ ସଂପର୍କୀୟ ଗୁରୁତର।ଘଷିପୁରା ଥାନ ଟୁକୁଣା ଗାଁରେ ଘରେ ରୋଷେଇ ବେଳେ ଅଘଟଣ। ନିଆଁରେ ପୋଡ଼ି ହୋଇ ଗୁରୁତର ୫ ଜଣ…
Read More...

ମାର୍ଚ୍ଚ ୧୪ରେ ମହାନଦୀ ଜଳ ବିବାଦ ଶୁଣାଣି

ଓଡ଼ିଆ ନ୍ୟୁଜ୍: ଆସନ୍ତା ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି। ଫେବ୍ରୁଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସ୍ପଟ୍ ଭିଜିଟ୍। ଟ୍ରିବ୍ୟୁନାଲ୍ ସ୍ପଟ୍ ଭିଜିଟ୍ କରି ସାରିବା ପରେ…
Read More...

ବିପୁଳ ପରିମାଣର କଫ ସିରଫ ଜବତ

ଓଡ଼ିଆ ନ୍ୟୁଜ୍: ବିପୁଳ ପରିମାଣର କଫ ସିରଫ ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି । ୩ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ୨ଟି ଗାଡି ମଧ୍ୟ ଜବତ ହୋଇଛି। ଆଜି ୨ଟି ଗାଡ଼ିରେ କଫ ସିରଫ ଚାଲାଣ ହେଉଥିବା ବିଶ୍ବସ୍ତ…
Read More...

ସଚିବଙ୍କ ଠାରୁ ହିସାବ କିତାବ ନେବେ ସିଏମ୍

ଓଡ଼ିଆ ନ୍ୟୁଜ୍: ବଜେଟ୍ ପ୍ରସ୍ତୁତ କରିବା ପାଇଁ ଲାଗି ପଡିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାବାସୀଙ୍କ ପାଇଁ ନୂଆ ନୂଆ ସ୍କୀମ ଆଣିବା ସହ ଚାଲିଥିବା ଲୋକାଭିମୁଖୀ ଯୋଜନା ପାଇଁ ଚାଲିଛି ଚାଲିଛି ମାନସ ମନ୍ଥନ। ଆଜି…
Read More...

ଆଉ ନିର୍ବାଚନ ଲଢ଼ିବିନି: ବିଭୂତି ଜେନା

ଓଡ଼ିଆ ନ୍ୟୁଜ୍: ଖଣି ମନ୍ତ୍ରୀ ବିଭୂତି ଜେନାଙ୍କ ବଡ଼ ନିଷ୍ପତ୍ତି; ଆଉ ନିର୍ବାଚନ ଲଢ଼ିବିନି କହିଲେ।ଯୁବ ବର୍ଗଙ୍କ ପାଇଁ ବାଟ ଛାଡ଼ିବେ ବୋଲି ଓଟିଭିକୁ ଦେଲେ ସୂଚନା।‘ନିର୍ବାଚନ ଲଢ଼ିବାର ଇଛା ନାହିଁ, ଆସନ୍ତା ବର୍ଷ ମୋତେ ୬୦…
Read More...

ଭୁବନେଶ୍ୱର-କଟକ-ପୁରୀ-ପାରାଦ୍ୱୀପ ଇକୋନୋମିକ୍ ରିଜିଅନ୍-BCPPER ଶୁଭାରମ୍ଭ

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ୱର-କଟକ-ପୁରୀ-ପାରାଦ୍ୱୀପ ଇକୋନୋମିକ୍ ରିଜିଅନ୍-BCPPER ଶୁଭାରମ୍ଭ।ଲୋକସେବା ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶୁଭାରମ୍ଭ କଲେ CM। ‘ଗ୍ରେଟର ଭୁବନେଶ୍ୱର ପାଇଁ ସୃଷ୍ଟି ହେଉଛି ଆବଶ୍ୟକୀୟ…
Read More...

ବ୍ଲାକ୍ ସ୍ୱାନ୍ ସମିଟରେ ଯୋଗ ଦେଲେ ରାଷ୍ଟ୍ରପତି

ଓଡ଼ିଆ ନ୍ୟୁଜ୍: ଲୋକସେବା ଭବନରେ ଉଦଯାପିତ ହୋଇଛି ଦୁଇ ଦିନିଆ ବ୍ଲାକ ସ୍ୱାନ ସମିଟ୍ । ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିକଶିତ ଭାରତ ୨୦୪୭ର ସ୍ବପ୍ନକୁ ସରକାର କରିବା ପାଇଁ ହେଲେ ଆମକୁ AI…
Read More...

ଯେଉଁଠି ସଂଶୋଧନ ଆବଶ୍ୟକ ଆମେ କରିବୁ: ସୁରେଶ ପୂଜାରୀ

ଓଡ଼ିଆ ନ୍ୟୁଜ୍: ରାଜ୍ୟର ୨୪ ଟି ସ୍ଥାନର ଇଂରାଜୀ ନାମର ସଂଶୋଧନ ନେଇ ରାଜସ୍ୱ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅନ୍ୟ ଜିଲ୍ଲାରୁ ସଂଶୋଧନ ପାଇଁ ଦାବି ଉଠିଛି। ଯାହାକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ…
Read More...

ନିଶା ମହାରଣାଙ୍କୁ ଆଗୁଆ ଜାମିନ

ଓଡ଼ିଆ ନ୍ୟୁଜ୍: ବାଲାଙ୍ଗିର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣା। ନିଶା ମହାରଣାଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଆଗୁଆ ଜାମିନ। ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ ହୋଇଥିଲା ମାମଲା। ପୋଲିସ ନିଜ ଆଡୁ ମାମଲା…
Read More...