ଶେଷ ହେଲା ରାଜ୍ୟ କ୍ୟାବିନେଟ୍ ବୈଠକ, ୧୯ ପ୍ରସ୍ତାବ ଉପରେ ଲାଗିଛି ମୋହର

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ରାଜ୍ୟ କ୍ୟାବିନେଟ୍ ବୈଠକ । ଏଥିରେ ୧୯ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର । ଏଥିମଧ୍ୟରେ ନୂତନ ଉନ୍ନତ…
Read More...

ସଂସଦରେ ୩ ନୂଆ ‘ବିଲ୍‌’ ଆଗତ କଲେ କେନ୍ଦ୍ର ସରକାର, ଏମିତି କହିଲେ ଅମିତ ଶାହ

ଓଡିଆ ନ୍ୟୁଜ (ବ୍ୟୁରୋ) : ଆଜି କେନ୍ଦ୍ର ସରକାର ସଂସଦରେ ୩ଟି ନୂଆ ‘ବିଲ୍‌’ ବା ଚିଠା ଆଗତ କରିଛନ୍ତି। ବ୍ରିଟିସ୍‌ ଅମଳରୁ ଚାଲି ଆସୁଥିବା ଦେଶର ଅପରାଧିକ ଆଇନରେ ସଂଶୋଧନ କରିବା ଲାଗି ‘ବିଲ୍‌’ ଆଗତ କରି କେନ୍ଦ୍ର…
Read More...

ଏହି ୩ ନୂଆ ରୁଟରେ ଗଡିବ ମୋ ବସ୍

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ରାଜ୍ୟସରକାରଙ୍କ ମୋ ବସ୍ ସେବାରେ ଏବେ ଅନେକ ଲୋକ ଉପକୃତ ହେଉଛନ୍ତି । ସାଧାରଣ ଲୋକଙ୍କଠୁ ଆରମ୍ଭ କରି ଚାକିରିଆ ପର୍ୟ୍ୟନ୍ତ, ପ୍ରାୟ ସମସ୍ତେ ମୋ ବସ୍ ଉପରେ ନିର୍ଭରଶୀଳ । ଲୋଙ୍କ ଚାହିଦା ବଢୁଥିବାରୁ…
Read More...

ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର, ୪.୩ ତୀବ୍ରତା ରେକର୍ଡ

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ । ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଅନ୍ତର୍ଗତ ପୋର୍ଟବ୍ଲେୟାର୍‌ର ଦକ୍ଷିଣ ଦକ୍ଷିଣ-ପୂର୍ବକୁ ପ୍ରାୟ ୧୧୨ କିଲୋମିଟର୍‌ ଦୂରରେ ୪.୩…
Read More...

ରାଜଧାନୀରେ ମଶା ମାରିବ ଡ୍ରୋନ

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଚଳିତବର୍ଷ ମଧ୍ୟ ରାଜଧାନୀରେ ଡେଙ୍ଗୁ ମଶା ମାରିବ ଡ୍ରୋନ। ଭୁବନେଶ୍ୱର ମହାନଗର ନିଗମ ଡେଙ୍ଗୁ ମଶା ବଂଶ ବୃଦ୍ଧି ରୋକିବାକୁ ଡ୍ରୋନର ବ୍ୟବହାର କରିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର…
Read More...

ଦୀପିକା-ଦିନେଶଙ୍କ ଆସିଲା ଡିଏନଏ ରିପୋର୍ଟ, ଦିନେଶ ହିଁ ଦୀପିକାଙ୍କ ପୁଅର ବାପା

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ସବୁ ଅପେକ୍ଷାର ଘଟଲା ଅନ୍ତ । ଦିନେଶ-ଦୀପିକାଙ୍କ ଡିଏନଏ ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ ହେଉଛନ୍ତି ଦିନେଶ ଓ…
Read More...

ଆମେ ମୋଦୀଙ୍କୁ ସଂସଦ ଆସିବାକୁ ବାଧ୍ୟ କରିଦେଲୁ: ଅଧୀର ରଂଜନ ଚୌଧୁରୀ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଯୋଗୁ ଉଠୁଛି ପଡୁଛି ସଂସଦ । ୩ଦିନ ହେଲାଣି ମଣିପୁର ପ୍ରସଙ୍ଗକୁ ନେଇ ଗୃହରେ ଚାଲିଛି ହାଇଭୋଲ୍ଟେଜ ବିତର୍କ । ବିରୋଧୀ ଶାସକ , ଉଭୟ ଉଭୟଙ୍କୁ ଟାର୍ଗେଟ କରୁଛନ୍ତି ।…
Read More...

ପୁଣି ତେଜିଲା ରତ୍ନ ଭଣ୍ଡାର ତାତି; ଚଳିତ ବର୍ଷ ଖୋଲଇବାକୁ ଦାବି

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ରତ୍ନଭଣ୍ଡାର ଖୋଲିବାକୁ ନେଇ ଥମୁନି ବିବାଦ। ଏହାକୁ ଖୋଲିବା ପାଇଁ ପୁଣି ଦାବି ଜୋର ଧରିଛି । ଆସନ୍ତାବର୍ଷ ନୁହେଁ ଅଗଷ୍ଟ ମାସରେ ଖୋଲାଯାଉ ରତ୍ନଭଣ୍ଡାର । ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର…
Read More...

ପୃଥିବୀର ଫଟୋ ପଠାଇଲା ଚନ୍ଦ୍ରଯାନ-୩, ନୀଳ ପୃଥିବୀ ପୃଷ୍ଠ ଉପରେ ଶୁଭ୍ର ଭସା ବାଦଲର ଚାଦର

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଇତିହାସ ରଚିବାକୁ ଯାଉଛି ଇସ୍ରୋ। ଗୋଟିଏ ପରେ ଘୋଟିଏ ସଫଳତାର ପାହାଚ ଚଢୁଛି ଚନ୍ଦ୍ରଯାନ-୩ । ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରାୟନ-୩। ଚନ୍ଦ୍ରର କକ୍ଷପଥରେ ପହଞ୍ଚିସାରିଛି ଚନ୍ଦ୍ରାୟନ। ତେବେ…
Read More...

ରାଜ୍ୟ ସରାକାରଙ୍କ ବଡ ଘୋଷଣା; ଘରୋଇ ଓଡିଆ ମାଧ୍ୟମ ବିଦ୍ୟାଳୟରେ ମିଳିବ ମାଗଣା ବହି

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି । ଏଣିକି ଘରୋଇ ତଥା ସରକାରଙ୍କ ଅନୁଦାନ ପ୍ରାପ୍ତ ହୋଇନଥଇବା ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି…
Read More...