ଆସନ୍ତା ଅଗଷ୍ଟ ୩ ପର୍ଯ୍ୟନ୍ତ ଜ୍ଞାନବାପି ମସଜିଦ ପରିସର ସର୍ଭେ ଉପରେ କଟକଣା

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ବାରାଣାସୀର ଜ୍ଞାନବାପି ମସଜିଦ ପରିସରରେ ବୈଜ୍ଞାନିକ ସର୍ଭେ ଉପରେ ଲାଗୁ କଟକଣା ଆସନ୍ତା ଅଗଷ୍ଟ ୩ ପର୍ଯ୍ୟନ୍ତ ଜାରି ରହିବ । ଅଗଷ୍ଟ ୩ ତାରିଖରେ ଆହ୍ଲାବାଦ ହାଇକୋର୍ଟ ଏହି ରାୟ ଶୁଣାଇବେ । ଗୁରୁବାର…
Read More...

ମୋଦିଙ୍କୁ ଜବାବ ଦେଲେ ଅଶୋକ ଗେହଲୋଟ୍, କହିଲେ ଲାଲ ଡାଏରୀ ନୁହେଁ, ଲାଲ ଟମାଟର ଓ ଲାଲ୍ ସିଲିଣ୍ଡର କଥା କୁହ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜବାବ ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍।  କଂଗ୍ରେସର ଲାଲ ଡାଏରୀ କଥା କହି ସମାଲୋଚନା କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…
Read More...

କ୍ଷମତା ପାଇଁ ବିଜେପି ମଣିପୁର ଭଳି ପୁରା ଦେଶକୁ ଜଳାଇଦେବ : ରାହୁଲ ଗାନ୍ଧୀ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :  କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଯୁବ କଂଗ୍ରେସର ଏକ କାର୍ଯ୍ୟକ୍ରମରେ କହିଛନ୍ତି କ୍ଷମତା ପାଇଁ ବିଜେପି ମଣିପୁର ଭଳି ପୁରା ଦେଶକୁ ଜଳାଇଦେବ ।  ଏହି କାର୍ଯ୍ୟକ୍ରମରେ ସେ…
Read More...

ଓଡିଶା ଗସ୍ତରେ ଶାଢି କିଣିଲେ ମହାମହିମ

ଓଡିଆ ନ୍ୟୁଜ (ବ୍ୟୁରୋ) : ଆଜି ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତର ଶେଷ ଦିନ । ଗତକାଲି କେତେକ ଶାଢ଼ୀ କିଣିଛନ୍ତି। ରାଜଧାନୀର ମେହେରସ୍ ଶାଢ଼ି ସୋ ରୁମର ମ୍ୟାନେଜର କିଶୋର ମେହେର କାରିଗର ଚତୁର୍ଭୁଜ…
Read More...

କିପରି ହୁଏ ମହାପ୍ରଭୁଙ୍କ ବନକଲାଗି ନୀତି? ଜାଣନ୍ତୁ

ଓଡିଆ ନ୍ୟୁଜ (ବ୍ୟୁରୋ) : ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ବିବାଦ ଉପୁଜିଛଇ । ଶ୍ରୀମନ୍ଦିର ପ୍ରଶାସନ ବୁଧବାର ବନକଲାଗି କରିବାକୁ ନିର୍ଦ୍ଦେଶନାମା ଜାରି କରିଥିବାବେଳେ ଦତ୍ତ ମହାପାତ୍ର ସେବକ ଗୁରୁବାର ବନକଲାଗି କରିବାକୁ…
Read More...

ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲା, ମାଷ୍ଟରମାଇଣ୍ଡ ଗିରଫ

ଓଡିଆ ନ୍ୟୁଜ (ବ୍ୟୁରୋ) : ଓଏସଏସସି ଦ୍ୱାରା ପରିଚାଳିତ ଜେଇ ସିଭିଲ୍ ମେନ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଗିରଫ ହୋଇଛନ୍ତି ମାଷ୍ଟର ମାଇଣ୍ଡ । ବିହାରରୁ ମାଷ୍ଟର…
Read More...

ଫେବ୍ରୁଆରୀ ୨୦ରୁ ମାଟ୍ରିକ୍ ପରୀକ୍ଷା

ଓଡିଆ ନ୍ୟୁଜ (ବ୍ୟୁରୋ) : ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି। ୨୦୨୪ ମାଟ୍ରିକ ପରୀକ୍ଷା ନେଇ ତାରିଖ ଘୋଷଣା ହୋଇଛି । ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ମାର୍ଚ୍ଚ ୪ ତାରିଖ ଯାଏଁ…
Read More...

ଅନଲାଇନ୍ ଗେମ୍ ନେଇଗଲା ଜୀବନ

ଓଡିଆ ନ୍ୟୁଜ (ବ୍ୟୁରୋ) : ଆଜିକାଲି ଯୁବପିଢି ଅନଲାଇନ୍ ଗେମରେ ମାତୁଛନ୍ତି । ଅନଲାଇନ ଗେମ୍ ନିଶାରେ ଅନେକ କ୍ଷତି ମଧ୍ୟ ସହୁଛନ୍ତି । ଆଜି ଅନଲାଇନ ଗେମକୁ ନେଇ ଏକ ଅଭାବନୀୟ ଘଟଣା ସମ୍ନୋକୁ ଆସିଛି । ଅନଲାଇନ ଗେମ୍ ଜୀବନ…
Read More...

ବଂଗୋପସାଗରରେ ସକ୍ରିୟ ଲଘୁଚାପ , ୩୦ଯାଏ କାଚିବ ବର୍ଷା

ଓଡିଆ ନ୍ୟୁଜ (ବ୍ୟୁରୋ) : ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଏହା ପ୍ରଭାବରେ ରାଜ୍ୟରେ ଆଜିଠାରୁ ୩୦ ତାରିଖ ପର୍ୟ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ…
Read More...

ଡାକ୍ତରୀ ଏକ ବୃତ୍ତି ନୁହେଁ ଏକ ବ୍ରତ: ରାଷ୍ଟ୍ରପତି

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ୩ ଦିନିଆ ଓଡିଶା ଗସ୍ତରେ ମହାମହିମ ରାଷ୍ଟ୍ରପତି । କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ବାର୍ଷିକ ଉତ୍ସବରେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଡାକ୍ତରୀ…
Read More...