ଆଜି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଭବାନୀପାଟଣା ଏବଂ ତା’ ପରେ ରାୟଗଡା ଭାଜପା ପାଇଁ ନିର୍ବାଚନୀ ପ୍ରଚାର କରିବେ।  ଏହି ସୂଚନା…
Read More...

ନାମାଙ୍କନର ଶେଷ ଦିନରେ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନାମାଙ୍କନର ଶେଷ ଦିନରେ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର | ନାମାଙ୍କନର ଆଜି ଶେଷ ଦିନରେ ଘସିପୁରା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର…
Read More...

ବଦଳିଲା କଂଗ୍ରେସ ବିଧାୟକ ପ୍ରାର୍ଥୀ ଦେବୀପ୍ରସନ୍ନ ଚନ୍ଦଙ୍କର ଟିକେଟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଦଳିଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଦେବୀପ୍ରସନ୍ନ ଚନ୍ଦଙ୍କର ଟିକେଟ | ତାଙ୍କ ଜାଗାରେ ଟିକେଟ ପାଇଲେ ସୁଦର୍ଶନ ଦାସ |ସୂଚନା ଅନୁସାରେ ଶ୍ରୀ ଦାସ ଦୀର୍ଘ ଦଶନ୍ଧି ଧରି…
Read More...

ବିଜ୍ଞପ୍ତି ପ୍ରକାଶ ଓ ନାମାଙ୍କନ ନିମନ୍ତେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜ୍ଞପ୍ତି ପ୍ରକାଶ ଓ ନାମାଙ୍କନ ନିମନ୍ତେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ | ବାଲେଶ୍ଵରରେ ବିଜ୍ଞପ୍ତି ପ୍ରକାଶ ଓ ନାମାଙ୍କନ ନିମନ୍ତେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ…
Read More...

ନିରବି ଗଲେ ବିଶିଷ୍ଟ ଶିକ୍ଷାବିତ୍ ମୁରଲୀ ସାର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭଦ୍ରକ ଜିଲ୍ଲା ବାସୁଦେବପୁର ଅଂଚଳ ର ପ୍ରବୀଣ ଅର୍ଥନୈତିଜ୍ଞ ତଥା ଫରିକ ମୋହନ ମହାବିଦ୍ୟାଳୟ ର ପ୍ରାନ୍ତନ ଅଧ୍ୟକ୍ଷ ମୁରଲୀଧର ସାହୁ ଆଉ ନାହାନ୍ତି ଆମ ମାନଙ୍କ ଗହଣ ରେ। ବାସୁଦେବପୁର ଅଂଚଳ ର ବିଭିନ୍ନ…
Read More...

କାଳବୈଶାଖୀରେ ଭାଙ୍ଗିଲା ବଡ଼ ଗଛ, ଅଳ୍ପକେ ବର୍ତିଲେ ପଥଚାରି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କାଳବୈଶାଖୀରେ ଭାଙ୍ଗିଲା ବଡ଼ ଗଛ, ଅଳ୍ପକେ ବର୍ତିଲେ ପଥଚାରି |ଗଛ ପଡି ବିଦ୍ୟୁତ ସରବରାହ ବ୍ୟାହତ | ସୋମବାର ସନ୍ଧ୍ୟାରେ ବାରିପଦା ସହରରେ କାଳ ବୈଶାଖୀ ପ୍ରଭାବରେ ଜୋରରେ ପବନ ବୋହି ବୃଷ୍ଟିପାତ…
Read More...

ଜମି ବିବାଦକୁ ନେଇ ଟାଙ୍ଗିଆ ହାଣି ହତ୍ୟାକାଣ୍ଡ ମାମଲା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ (୧) କୋର୍ଟରେ ମଙ୍ଗଳବାର ଜମି ବାଡ଼ି ବିବାଦକୁ ନେଇ ଟାଙ୍ଗିଆ ହାଣି ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ସତ୍ୟ ନାରାୟଣ ପାତ୍ର ଏହାର…
Read More...

ଆକସ୍ମିକ ଅଗ୍ନିକାଣ୍ଡରେ ଜଳିଗଲା ୨୦ଘର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅଗ୍ନିକାଣ୍ଡ ଯୋଗୁଁ ୨୦ଟି ଘର ଜଳି ଯାଇଛି। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କେନ୍ଦୁଡିହା ପଞ୍ଚାୟତ କୁଳିଅଣା ବିନ୍ଧାଣିସାହିରେ ଉକ୍ତ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଆକସ୍ମିକ…
Read More...

ଯୁବଛାତ୍ରଙ୍କୁ ନେଇ ସୁଦାମ-ସାନନ୍ଦଙ୍କ ଶକ୍ତି ପ୍ରଦର୍ଶନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଯୁବଛାତ୍ରଙ୍କୁ ନେଇ ସୁଦାମ-ସାନନ୍ଦଙ୍କ ଶକ୍ତି ପ୍ରଦର୍ଶନ। ଡବଲ ଶଙ୍ଖ ରେ ଭୋଟ ପାଇଁ ଆହ୍ବାନ ଦେଲେ |ଖରା ତାତିରେ ହନ୍ତସନ୍ତ ହୋଇ ନେତାଏ ସଂଧ୍ୟା ରେ କରୁଛନ୍ତି ସଭା ସମିତି। ବାରିପଦା ନିର୍ବାଚନ…
Read More...

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୯ତମ ଜନ୍ମ ବାର୍ଷିକୀ ପାଳନ ସହ ସାଧାରଣ ସଭା ଅନୁଷ୍ଠିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାର୍ନା ଅଲ ଇଦୁନ ଆଶ୍ଳା ଅଁଳାଶୁଳୀ ଆନୁକୁଲ୍ୟରେ ବାହାନଡ଼ା ଠାରେ ଆଜି ଅର୍ଥାତ ରବିବାର ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୯ତମ ଜନ୍ମ ବାର୍ଷିକୀ ପାଳନ ସହ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।…
Read More...