Browsing Category

#Odianews

ମାଟି ତଳେ ଚାପି ହୋଇଗଲେ ୪ ନେପାଳୀ ପର୍ଯ୍ୟଟକ, ମିଳିଲା ମୃତଦେହ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନେପାଳରେ ନଦୀକୁ ଖସିଲା ଭାରତୀୟ ଯାତ୍ରୀ ବସ୍‌ । 40 ଜଣ ଯାତ୍ରୀଙ୍କୁ ନେଇ ପୋଖରାର କାଠମାଣ୍ଡୁକୁ ଯାଉଥିବା ବେଳେ ମାର୍ସିଆଙ୍ଗଡି ନଦୀରେ ବସ୍‌ଟି ଖସି ପଡିଛି । ଭୁସ୍ଖଳନ ଯୋଗୁଁ ମାଟି ତଳେ ଚାପି ହୋଇ…
Read More...

ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଲେ ବିଜେଡି ବିଧାୟକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ବିଧାନସଭାରେ ବିଜେଡିର ତୁମୁଳକାଣ୍ଡ ଓ ଅରାଜକତା ପରିଲକ୍ଷିତ ହୋଇଛି। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିକରି ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିଲେ ବିଜେଡି ବିଧାୟକ। ଏହାପରେ ସାଢ଼େ ୧୧ଟା…
Read More...

ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର ଗିରଫ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ଢେଙ୍କାନାଳ ସଦର ରେଞ୍ଜର୍‌ ବିଭୁଦାନନ୍ଦ ମିଶ୍ର। ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର ଗିରଫ ।  ଆୟ ବହିର୍ଭୂତ…
Read More...

ପୁଣି ୨ ଦିନିଆ ରିମାଣ୍ଡରେ ଗଲା ସିମ ବକ୍ସ ମାଫିଆ ରାଜୁ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସିମ୍ ବକ୍ସ କାରବାର ମାମଲାରେ ପୁଣି ରିମାଣ୍ଡରେ ଗଲା ଅଭିଯୁକ୍ତ ରାଜୁ ମଣ୍ଡଳ । ଆଉ ୨ ଦିନ ରିମାଣ୍ଡରେ ନେଇ ଜେରା କରିବ କମିଶନରେଟ ପୋଲିସ । ତେବେ ଏହି ରିମାଣ୍ଡ ପାଇଁ ୭ ଦିନ ଆବେଦନ କରିଥିଲେ ମଧ୍ୟ…
Read More...

କବାଡିଆ ଦୋକାନରେ ଭୀଷଣ ନିଆଁ, ଜଳିଗଲା ଆସବାବପତ୍ର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁରୀ ଜିଲ୍ଲା କୁମ୍ଭାରପଡା ଥାନା ନିକଟ ଆଲାମଚଣ୍ଡୀ ମନ୍ଦିର ପାଖରେ ଥିବା କବାଡିଆ ଦୋକାନରେ ଲାଗିଛି ଭୀଷଣ ନିଆଁ। ନିଆଁର ଆଁରେ କବାଡିଆ ଦୋକାନରେ ଥିବା ବିଭିନ୍ନ ଆସବାବ ପତ୍ର ଜଳି ପୋଡି ପାଉଁଶ…
Read More...

ବଲାଙ୍ଗିର ଜେଲରେ ଚଢ଼ାଉ; ନିଶାଦ୍ରବ୍ୟ ଜବତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଲାଙ୍ଗିର ଜେଲ୍‌ରେ ପୋଲିସ ବିଭାଗର ବଡ଼ଧରଣର ଚଢ଼ାଉ। ଜେଲ୍‌ରେ ଗାଙ୍ଗୱାର ଖବର ପ୍ରକାଶ ପରେ କରାଯାଇଛି ଚଢ଼ାଉ। ଏସ୍‌ପି ଋଷିକେଶ ଖିଲାରୀଙ୍କ ନେତୃତ୍ବରେ ବଡ଼ଧରଣର ଚଢ଼ାଉ କରାଯାଇଛି।…
Read More...

ଓଏସଆରଟିସି ଚିଫ୍ ଆକାଉଣ୍ଟ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଏସଆରଟିସି (OSRTC) ଚିଫ୍ ଆକାଉଣ୍ଟ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଓଡ଼ିଶା ରାଜ୍ୟ ସଡ଼କ ଏବଂ ପରିବହନ ନିଗମ(ଓଏସଆରଟିସି) ମୁଖ୍ୟ ହିସାବ ଅଧିକାରୀ(ସିଏଓ) ବିଜୟ…
Read More...

ଭବାନୀପାଟଣା ମେଡିକାଲକୁ ଆସୁଥିବା ବେଳେ ବୋଲେରୋକୁ ଧକ୍କା ଦେଲା ଟ୍ରକ୍

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହୁଲପାଟଣାରୁ ରୋଗୀ ନେଇ ଭବାନୀପାଟଣା ମେଡିକାଲକୁ ଆସୁଥିବା ସମୟରେ ଜୁନାଗଡ଼ ବ୍ଲକ ମଥୁରା ଛକ ନିକଟରେ ଏକ ବୋଲେରୋକୁ ଟ୍ରକ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି।…
Read More...

୨ ଓଡ଼ିଆ ବୈଜ୍ଞାନିକଙ୍କୁ ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ପ୍ରଥମ ଜାତୀୟ ବିଜ୍ଞାନ ପୁରସ୍କାର-୨୦୨୪ ବିତରଣ କରାଯାଇଛି। ଭାରତର ପ୍ରଥମ ଚନ୍ଦ୍ର ଅବତରଣ ପଛରେ ଥିବା ଟିମ୍‌ଙ୍କ ସମେତ ଦେଶର ୩୩ଜଣ ବୈଜ୍ଞାନିକଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାରରେ…
Read More...

ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନଭଣ୍ଡାରରେ ଖାଲିଥିବା ସିନ୍ଦୁକ ଓ ଆଲମିରା । ଏହାକୁ ପରେ ନିଳାଦ୍ରୀ ମ୍ୟୁଜିଅମକୁ ହେବ ସ୍ଥାନାନ୍ତର ।…
Read More...