Browsing Category

#Odianews

ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିକଟରେ ଅଧରପଣା ନୀତି ସମ୍ପନ୍ନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ଥାନୀୟ ପୋଲିସ ଲାଇନ ମନ୍ଦିରରେ ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିକଟରେ ଅଧରପଣା ନୀତି ସମ୍ପନ୍ନ ହୋଇ ଯାଇଛି। ମହାପ୍ରଭୁଙ୍କ ଅନେକ ନୀତି ମଧ୍ୟରୁ ଏହି ଅଧରପଣା ନୀତି ଅନ୍ୟତମ। କ୍ଷୀର, ଛେନା,…
Read More...

ଶିମିଳିପାଳରୁ ଦୁଇ ଜଣ ଶିକାରୀ ଗିରଫ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣି ଶିମିଳିପାଳ ଅଭୟାରଣ୍ୟରୁ ବନ୍ୟଜନ୍ତୁ ଶିକାରୀକୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ଦୁଇ ଜଣ ଶିକାରୀ ସମେତ ମାଂସ ଗ୍ରାହକଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଝିଙ୍କ ମାଂସ ସହ ୧…
Read More...

କେଶଦୁରାପାଳ ଦଧିବାମନ ଜୀଉଙ୍କ ଅଧର ପଣା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଘଷିପୁରା ବ୍ଲକ କେଶଦୁରାପାଳ ଦଧିବାମନ ଜୀଉ ଙ୍କ ଅଧରପଣା ଅନୁଷ୍ଠିତ ।ମହାପ୍ରଭୁଙ୍କ ଅନ୍ୟନାମ ପତିତପାବନ ମହାପ୍ରଭୁ ମାନବ ଠାରୁ ଦେବତା ପର୍ଯ୍ୟନ୍ତ ସମସ୍ତଙ୍କୁ ଦର୍ଶନ ନିମିତ୍ତ ରଥରେ ଯାତ୍ରା…
Read More...

ସୁନାବେଶରେ ଝଲସିଲେ କେଶଦୁରାପାଳ ଦଧିବାମନ ଜୀଉ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଘଷିପୁରା ବ୍ଲକ କେଶଦୁରାପାଳ ଦଧିବାମନ ଜୀଉ ଙ୍କ ସୁନା ବେଶ ଅନୁଷ୍ଠିତ ହୋଇଯାଇଛି ।ଯଥା ବିଧି ନୀତିକାନ୍ତି ସରିବା ପରେ ଶ୍ରୀ ବିଗ୍ରହ ମାନଙ୍କୁ ପୁଷ୍ପ ଅଳଙ୍କାର ବେଶ ଅଳଙ୍କାର ଲାଗି କରାଯିବା ପରେ…
Read More...

ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଲାଇନଚ୍ୟୁତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଉତ୍ତରପ୍ରଦେଶର ଗୋଣ୍ଡାରେ ଆଜି ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ୍‌ ଟ୍ରେନ୍‌ର ୮ଟି ବଗି ଲାଇନଚ୍ୟୁତ ହୋଇଯିବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ, ଟ୍ରେନ…
Read More...

ଗଛରେ ପିଟି ହେଲା ଆମ୍ବୁଲାନ୍ସ, ଚାଲିଗଲା ରୋଗୀଙ୍କ ଜୀବନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରସାମ୍ୟ ହରାଇ ଗଛରେ ପିଟିହେଲା ଆମ୍ବୁଲାନ୍ସ। ଦୁର୍ଘଟଣାରେ ଜଣେ ରୋଗୀର ମୃତ୍ୟୁ ଘଟିଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୩ ଗୁରୁତର ଆହତ ହୋଇଛନ୍ତି। ଯାଜପୁର ଜିଲ୍ଳା ବିଞ୍ଝାରପୁର ଥାନା…
Read More...

ଆଜିଠୁ ବିଜେପିର କାର୍ଯ୍ୟକାରିଣୀ ବୈଠକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିଠୁ ବିଜେପିର ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ। ପୁରୀ ବଳିଆପଣ୍ଡା ସ୍ଥିତ ଏକ ହୋଟେଲରେ ବସିବ ବୈଠକ । ପ୍ରତିଶ୍ରୁତି ପୂରଣ ପାଇଁ ପ୍ରସ୍ତୁତ ହେବ ସରକାରଙ୍କ ରୋଡ୍ ମ୍ୟାପ୍ ।…
Read More...

ଆଜି ନୀଳାଦ୍ରିବିଜେ, ରତ୍ନସିଂହାସନକୁ ଫେରିବେ ମହାବାହୁ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଡ଼ଦାଣ୍ଡରେ ସରି ଆସିଲା ଶ୍ରୀଜୀଉଙ୍କ ଲୀଳାଖେଳା। ଆଜି ନୀଳକନ୍ଦର ଫେରିବେ ନୀଳମଣି। ମହାପ୍ରଭୁଙ୍କର ୧୨ ଦିନର ମାନବୀୟ ଲୀଳାଖେଳାର ଆଜି ଅନ୍ତିମ ପର୍ବ ନୀଳାଦ୍ରିବେଜି। ରଥ ଉପରୁ ରତ୍ନସିଂହାସନକୁ ବିଜେ…
Read More...

ଆଜି ୧୦ଜିଲାରେ ପ୍ରବଳ ବର୍ଷା; ୧୨ ଘଣ୍ଟାରେ ଅବପାତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ଆଗାମୀ ୧୨ଘଣ୍ଟାରେ ଅବପାତରେ ପରିଣତ ହୋଇପାରେ । ଏହା ପ୍ରଭାବରେ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ହେବା ନେଇ…
Read More...

ଆଜି ରସଗୋଲା ଦିବସ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ରାଜ୍ୟ ପାଳୁଛୁ ୧୦ମ ରସ ଗୋଲା ଦିବସ। ପ୍ରତିବର୍ଷ ଭଳି ଏବର୍ଷ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ଅବସରରେ ପାଳନ ହେଉଛି ରସଗୋଲା ଦିବସ। ରସଗୋଲା ହେଉଛି ମିଠାମାନଙ୍କ ରାଜା।  ଶ୍ରୀମନ୍ଦିର ପରମ୍ପରା…
Read More...