Browsing Category

#Odianews

ଅଂଶୁମାନ ସିଂଙ୍କ କୀର୍ତ୍ତି ଚକ୍ରକୁ ବୋହୂ ନେଇଗଲେ ବାପଘରକୁ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସିଆଚୀନରେ ଶହୀଦ ହୋଇଥିବା କ୍ୟାପ୍ଟେନ ଅଂଶୁମାନ ସିଂହଙ୍କୁ ନିକଟରେ କିର୍ତ୍ତୀ ଚକ୍ର(ମରଣୋତ୍ତର) ସମ୍ମାନରେ ସମ୍ମାନିତ କରିଛନ୍ତି ଭାରତ ସରକାର। ତାଙ୍କ ପତ୍ନୀ ଓ ମାଆଙ୍କୁ ଏହି ସମ୍ମାନ ପ୍ରଦାନ…
Read More...

ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରି କହିଛନ୍ତି। ଦୀର୍ଘ…
Read More...

ରଥ ଉପରକୁ ମୋବାଇଲ ନେଇପାରିବେନି ସେବାୟତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରଥ ଉପରେ ମୋବାଇଲ ଫୋନ ବ୍ୟବହାର କରାଯିବ ନାହିଁ। ଏଥିସହ କେହି ରଥ ଉପରେ ସେଲଫି ମଧ୍ୟ ନେଇପାରିବେ ନାହିଁ। ଆମର ଯେଉଁ ବ୍ୟବସ୍ଥାବଳି ଅଛି ସେଥିରେ ଏହା ସ୍ପଷ୍ଟ ଉଲ୍ଲେଖ କରାଯାଇଛି। ଶ୍ରୀମନ୍ଦିରର ନୂଆ…
Read More...

ପହଣ୍ଡି ଅଘଟଣଙ୍କୁ ନେଇ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେରେ ଘଟିଥିବା ଅଘଟଣକୁ ନେଇ ବଡ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏନେଇ ଅଧିକ ତଦନ୍ତ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ । ତେବେ ମହାପ୍ରଭୁ…
Read More...

ଆସୁଛି ୨ ଲଘୁଚାପ: କାଲିଠୁ ବଢ଼ିବ ବର୍ଷା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ। ଆସନ୍ତା ତିନିଦିନ ଧରି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ…
Read More...

ପୁରୀ ସମୁଦ୍ର ବେଳାଭୂମିରେ ଉଦ୍‌ଘାଟନ ହେଲା ‘ବିଚ୍ ପାଭିଲିୟନ୍’

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଭିନ୍ନ କ୍ଷେତ୍ରର ସମସ୍ତ ହିତାଧିକାରୀଙ୍କ ମଧ୍ୟରେ ଦାୟିତ୍ୱପୂର୍ଣ ପର୍ଯ୍ୟଟନ ତଥା ବନ୍ୟଜନ୍ତୁ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ପୁରୀ ସମୁଦ୍ର ବେଳାଭୂମିରେ ଉଦ୍ଘାଟନ ହେଲା ବିଚ୍ ପାଭିଲିୟନ୍…
Read More...

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହୋଇଛନ୍ତି ଅରବିନ୍ଦ ପାଢ଼ୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହୋଇଛନ୍ତି ଅରବିନ୍ଦ ପାଢ଼ୀ। ବରିଷ୍ଠ ଆଇଏସ ଅଧିକାରୀ ଅରବିନ୍ଦ ପାଢୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ମିଳିଛି। ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦ…
Read More...

୫ ଦିନ ପରେ ଓମ ପ୍ରକାଶ ରଥଙ୍କ ମୃତଦେହ ଉଦ୍ଧାର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୫ ଦିନ ପରେ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର ଛାତ୍ର ଓମ ପ୍ରକାଶ ରଥଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଖଣି ପୋଖରୀରେ ବୁଡ଼ି ନିଖୋଜ ଥିବା ଛାତ୍ର ଓମ ପ୍ରକାଶଙ୍କ…
Read More...

ସାପ କାମୁଡାରେ ନାବାଳିକା ମୃତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାପ କାମୁଡାରେ ନାବାଳିକା ମୃତ | ସାପ କାମୁଡାରେ ଆଜି ଜଣେ ନାବାଳିକାର ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଲେ ତିଲେଇବଣି ବ୍ଲକର ବିନ୍ଦିପୁର ଗ୍ରାମର ସୁଶୀଲ ସାହୁଙ୍କ ଝିଅ ପ୍ରିୟଙ୍କା(୧୧)।…
Read More...

ନିଆରା ଢଙ୍ଗରେ ପାଳନ କଲେ ଜନ୍ମଦିନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିକାଲି ବ୍ଯସ୍ତବହୁଳ ଜୀବନରେ ଲୋକେ ନିଜର ଓ ପରିଜନଙ୍କ ଜନ୍ମଦିନରେ ଆମୋଦପ୍ରମୋଦ କରିଥାନ୍ତି | କିନ୍ତୁ ରାଇରଙ୍ଗପୁର ସହରରେ ଏହାର ବ୍ଯତିକ୍ରମ ଦେଖାଯାଇଛି | ସ୍ଥାନୀୟ ଅଳାଁଡୁବା ରେ ରହୁଥିବା…
Read More...