Browsing Category

#Odianews

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଓଡ଼ିଆ ନ୍ୟୁଜ୍: ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ବୈଠକରେ ଗତ ୩୧ ତାରିଖ ଛତିଶା ନିଯୋଗ ଏବଂ ନୀତି…
Read More...

ଆଫଗାନିସ୍ତାନ ସିରିଜରୁ ବାଦ୍‌ ପଡିଲେ ବିରାଟ

ଓଡ଼ିଆ ନ୍ୟୁଜ୍: ଆଫଗାନିସ୍ତାନ ସିରିଜରୁ ବାଦ୍ ପଡିଲେ ବିରାଟ କୋହଲି। ହାମଷ୍ଟ୍ରିଙ୍ଗ ଇଞ୍ଜୁରୀ କାରଣରୁ ବାଦ୍ ପଡ଼ିଲେ ବିରାଟ।ଆଇପିଏଲ ଫାଇନାଲ ସମୟରେ ବିରାଟଙ୍କ ହାମଷ୍ଟ୍ରିଙ୍ଗ ଟାଣି ହୋଇଥିଲା। ବିସିସିଆଇର କହିବାନୁସାରେ,…
Read More...

ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ଦେହାନ୍ତ

ଓଡ଼ିଆ ନ୍ୟୁଜ୍: ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ଦେହାନ୍ତ। ୯୦ ବର୍ଷ ବୟସରେ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ। ଓଡ଼ିଶାରେ କଳା ଓ ସଂସ୍କୃତିର ବଡ଼ ଗବେଷକ ଭାବେ ସେ ସୁପରଚିତ ଥିଲେ। ଭାରତୀୟ…
Read More...

ଦେବାଶିଷ ସାମନ୍ତରାୟ ରାଜ୍ୟସଭା ପ୍ରାର୍ଥୀ

ଓଡ଼ିଆ ନ୍ୟୁଜ୍: ଦେବାଶିଷ ସାମନ୍ତରାୟ ହେଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ। ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ସକାଶେ ତାଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଏହି…
Read More...

ପ୍ରାକୃତିକ ବିପର୍ଯ୍ୟୟରେ ଜିରୋ କାଜୁଆଲିଟି ପାଇଁ ଓଡ଼ିଶା ସାରା ବିଶ୍ୱରେ ପ୍ରଶଂସିତ: ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍: ପୁରୀ ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉଦବୋଧନ। ପୁରୀରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଥିବାରୁ ଖୁସି ପ୍ରକଟ କଲେ…
Read More...

କଡ଼ାକଡ଼ି ହେଲା ଓଡ଼ିଶାର ତଟ ସୁରକ୍ଷା

ଓଡ଼ିଆ ନ୍ୟୁଜ୍: କଡ଼ାକଡ଼ି ହେଲା ଓଡ଼ିଶାର ତଟ ସୁରକ୍ଷା । ପଶ୍ଚିମବଙ୍ଗ- ବାଂଲାଦେଶ ସୀମାରେ ସୁରକ୍ଷା ବଢ଼ିବା ପରେ ଓଡ଼ିଶାର ତଟ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି ।ଓଡ଼ିଶା ପୋଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା…
Read More...

NHRCରେ ହାଜର ହେଲେ ସୌମ୍ୟଙ୍କ ବାନ୍ଧବୀ

ଓଡ଼ିଆ ନ୍ୟୁଜ୍: ଚତୁର୍ଥ ଦିନରେ NHRCରେ ଚାଲିଛି ମାରାଥନ୍‌ ଜେରା। NHRCରେ ହାଜର ହେଲେ ସୌମ୍ୟଙ୍କ ବାନ୍ଧବୀ।NHRCଙ୍କ ତଦନ୍ତକାରୀ ଟିମ୍ ଏହି ମାମଲାରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ପଚରାଉଚରା କରୁଛି । ଚତୁର୍ଥ ଦିନରେ ମଧ୍ୟ…
Read More...

ଥାଇଲାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ

ଓଡ଼ିଆ ନ୍ୟୁଜ୍: ଥାଇଲାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ।ମୁକୁଳାଇବା ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ଶ୍ରମିକଙ୍କ ଗୁହାରି।ଆଳି ଓ ରାଜକନିକାର ୪ ଯୁବକ ଥାଇଲାଣ୍ଡରେ ଫସି ରହିଛନ୍ତି।୩ ମାସ ହେଲାଣି ଦରମା ମିଳି ନଥିବା ନେଇ…
Read More...

କାଠଯୋଡ଼ିରେ ଭାସୁଛି ମହିଳାଙ୍କ ମୃତଦେହ

ଓଡ଼ିଆ ନ୍ୟୁଜ୍: କଟକ ତ୍ରିଶୁଳିଆ ପୋଲ ତଳେ ଭାସୁଛି ମହିଳାଙ୍କ ମୃତଦେହ। ବ୍ରିଜ ନିକଟରେ ପଡି ରହିଛି ମହିଳାଙ୍କ ବ୍ୟାଗ ଓ ଚପଲ। ମହିଳାଙ୍କ ପରିଚୟ ମିଳିନି,ହତ୍ୟା କି ଆତ୍ମହତ୍ୟା ଅସ୍ପଷ୍ଟ। ଘଟଣାସ୍ଥଳରେ ପହଞ୍ଚି ମୃତଦେହ…
Read More...

କେରଳମ୍ ଛୁଇଁଲା ମୌସୁମୀ ବାୟୁ

ଓଡ଼ିଆ ନ୍ୟୁଜ୍: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ।ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା। ଏଥର ବିଳମ୍ବରେ କେରଳମ୍‌ ଛୁଇଁଛି ମୌସୁମୀ ବାୟୁ। ମେ'୨୬ ମୌସୁମୀ କେରଳମ୍ ଛୁଇଁବା ନେଇ ଆକଳନ କରିଥିଲା IMD।…
Read More...