ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି, ମା’ ଭଟ୍ଟାରିକାଙ୍କ ପୀଠରେ ୧୪୪ ଧାରା ଜାରି

ଓଡିଆ ନ୍ୟୁଜ (ବ୍ୟୁରୋ) : ରାଜ୍ୟରେ ଲଗାଣ ବର୍ଷା ପ୍ରଭାବରେ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ମହାନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ମନ୍ଦିର କର୍ତ୍ତୃପକ୍ଷ ଅଧିଷ୍ଠାତ୍ରୀ ଦେବୀଙ୍କୁ…
Read More...

୯ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି ମହାରାଷ୍ଟ୍ର ଏଟିଏସ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ୯ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି ମହାରାଷ୍ଟ୍ର ଏଟିଏସ । ମୁମ୍ବାଇରେ ବେଆଇନ ଭାବେ ରହୁଥିବା ୯ ଜଣ ବାଂଲାଦେଶୀ ନାଗରିକଙ୍କୁ ମହାରାଷ୍ଟ୍ର ଏଟିଏସ ଗିରଫ କରିଥିବା ସୂଚନା ମିଳିଛି । ସୂଚନା…
Read More...

ମଧ୍ୟପ୍ରଦେଶ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ସେ ରାଜଧାନୀ ଭୋପାଳରେ ପହଞ୍ଚିଛନ୍ତି । ସେ ସେଠାରେ ରବିନ୍ଦ୍ର ଭବନରେ ଉତ୍କର୍ଷ-ଉନ୍ମେଷ କାର୍ୟ୍ୟକ୍ରମର ଶୁଭାରମ୍ଭ କରିବେ।…
Read More...

ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚାଲିଗଲେ ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି । ବିଶ୍ୱର ସବୁଠାରୁ ବ୍ୟୟସ୍କ ବ୍ୟକ୍ତି ଭାବେ ଜଣାଶୁଣା ବ୍ରାଜିଲର ଜୋସ ପୌଲିନୋ ଗୋମ୍ସଙ୍କ ମୃତ୍ୟୁ ହୋଇଛି । ମୁତ୍ୟୃ ବେଳକୁ ତାଙ୍କୁ ୧୨୭ବର୍ଷ ହୋଇଥିଲା ।…
Read More...

ମହାନଦୀରେ ବନ୍ୟା ଆଶଙ୍କା, ସତର୍କ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ

ଓଡିଆ ନ୍ୟୁଜ (ବ୍ୟୁରୋ) : ଲଗାଣ ବର୍ଷାରେ ଫୁଲୁଛି ମହାନଦୀ । ମୁଣ୍ଡଳୀରେ ପ୍ରବାହିତ ହେଉଛି ୮ଲକ୍ଷ କ୍ୟୁସେକ୍ ଜଳ । ଏଣୁ ଛୋଟରୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା । ସ୍ଥିତି ମୁକାବିଲା ନେଇ ଏସଆରସି ଗୁରୁତ୍ୱପୂଣ୍ଣ ବୈଠକ…
Read More...

ହରିଆଣା ହିଂସା; ୧୧୬ ଗିରଫ, ଅଗଷ୍ଟ ୫ ଯାଏ ଇଣ୍ଟରନେଟ୍ ସେବା ବନ୍ଦ

ଓଡିଆ ନ୍ୟୁଜ (ବ୍ୟୁରୋ) : ହିଂସା ନିଆଁରେ ଜଳୁଛି ହରିଆଣା । ଦୁଇ ଦିନ ହେବ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା କର୍ମୀ ମୁତୟନ ହେବା ପରେ ହିଂସା ସାମାନ୍ୟ ଥମିଛି। ଗୁରୁବାର ବି ନୁହରେ କର୍ଫ୍ୟୁ ଜାରି ରହିଛି। ଆକ୍ରମଣକାରୀଙ୍କୁ…
Read More...

ଭାରତୀୟ ମତ୍ସଜୀବୀଙ୍କୁ ମୁକ୍ତ କଲା ଇରାନ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଇରାନରୁ ଆସିଛି ଏକ ଭଲ ଖବର । ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି ଇରାନ। ନୌସେନା ଦ୍ୱାରା ଗିରଫ ହୋଇଥିବା ୭ ମତ୍ସଜୀବୀଙ୍କୁ ଗୁରୁବାର ମୁକ୍ତ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି…
Read More...

ପୁଣି ବିବାଦରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି ବିବାଦରେ ଛନ୍ଦି ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଆମେରିକା ରାଜନୀତିର ଏହି ବିବାଦୀୟ ରାଜନେତାଙ୍କ ନାଁରେ ଆସିଛି ନୂଆ ଅଭିଯୋଗ । ୨୦୨୦ ରାଷ୍ଟ୍ରପତି ନିର୍ବାଚନ…
Read More...

ହରିୟାଣା ହିଂସା: କିଛି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ହରିୟାଣାରେ ହିଂସା ଘଟଣାକୁ ନେଇ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ବଜରଙ୍ଗ ଦଳ, ବିହିପ ଓ ଅନ୍ୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ନୁହରେ ଜୁଲାଇ ୩୧ ଅର୍ଥାତ୍‌ ସୋମବାର ବାହାରା କରାଯାଇଥିବା ଜଳାଭିଷେକ…
Read More...

ପୁଣି ବଢିଲା ବ୍ରିଜ ଭୂଷଣ ସିଂଙ୍କ ଅଡୁଆ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ପାଇଁ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି । ତାଙ୍କ ବିରୋଧରେ ଆସିଥିବା ଯୌନ ଉତ୍ପୀଡନ ମାମଲାକୁ ନେଇ ସେ ବିବାଦ ଘେରରେ ଅଛନ୍ତି । ଏହାରି ଭିତରେ ତାଙ୍କ ବିରୋଧରେ…
Read More...