ଗିରଫ ହୋଇପାରନ୍ତି ଅଟିକ୍ ଅହମ୍ମଦଙ୍କ ଓକିଲ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଉମେଶ ପାଲ ହତ୍ୟା ମାମଲାରେ ଅଟିକ୍ ଅହମ୍ମଦଙ୍କ ଓକିଲ ସୌଲତ ହନିଫଙ୍କ ଅସୁବିଧା ବଢିବାକୁ ଯାଉଛି। ପୋଲିସ ସୌଲତଙ୍କୁ ଗିରଫ କରିବାକୁ ପ୍ରସ୍ତୁତ ହେଉଛି କାରଣ ମାମଲାର ତଦନ୍ତ ବେଳେ ଉମେଶ ପାଲଙ୍କ ଫଟୋ…
Read More...

ଆଇପିଏଲ ମହାସମର : ଧନ୍ୟବାଦ ଦେଲେ ଧୋନି, ଜାଣନ୍ତୁ କାହିଁକି

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଚାଲିଛି ଆଇପିଏଲ ମହାସମର।  କୋଲ୍‌କାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ମହେନ୍ଦ୍ର ସିଂହ ଧୋନି ଚଳିତ ଆଇପିଏଲ୍‌ ତାଙ୍କର ଶେ‌ଷ ଆଇପିଏଲ୍‌ ବୋଲି କହିଥିଲେ। ଏହି…
Read More...

ବଢୁଛି ସଂକ୍ରମଣ, ପୁଣି ରାଜ୍ୟରେ ବାଧ୍ୟତାମୂଳକ ହେଲା ମାସ୍କ

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପୁଣି କଡ ଲେଉଟାଇଲଣି କରୋନା। ଏହା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଦିନକୁ ଦିନ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ଓଡ଼ିଶାରେ ମଧ୍ୟ ସଂକ୍ରମଣ…
Read More...

ଯଦି ଆମେ କେନ୍ଦ୍ରରେ କ୍ଷମତାକୁ ଆସୁ ତେବେ ଏହି ଜିଏସଟିକୁ ପରିବର୍ତ୍ତନ କରିବୁ : ରାହୁଲ ଗାନ୍ଧି

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପାଖେଇ ଆସୁଛି  କର୍ଣ୍ଣାଟକ ବିଧାନସଭା ନିର୍ବାଚନ , ନିର୍ବାଚନ ଯେତେ ନିକଟତର ହେଉଛି,  ରାଜନୀତି ସେତେ ସରଗରମ ହେଉଛି। ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜ୍ୟକୁ ଘନ ଘନ ଗସ୍ତ…
Read More...

ଦୁଃଖଦ ଖବର, ଆର ପାରିରେ ତାରେକ ଫତହ

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବିଶିଷ୍ଟ ସ୍ତମ୍ଭକାର ତଥା ଲେଖକ ତାରେକ ଫତହ ଆଉ ନାହାନ୍ତି । ତାରେକ କ୍ୟାନସରରେ ସଂକ୍ରମିତ ହୋଇ ଗତ କିଛିଦିନ ଧରି ମେଡିକାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁ ନେଇ ତାଙ୍କ ଝିଅ ନତାଶା…
Read More...

ସଚିନ ଓ ଲାରାଙ୍କ ନାମରେ ନାମିତ ହେଲା ସିଡନୀ କ୍ରିକେଟ ଗ୍ରାଉଣ୍ଡର ଗେଟ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସଚିନ ଓ ଲାରାଙ୍କ ନାମରେ ନାମିତ ହେଲା ସିଡନୀ କ୍ରିକେଟ ଗ୍ରାଉଣ୍ଡର ଗେଟ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୫୦ତମ ଜନ୍ମ ଦିବସ ଅବସରରେ ସିଡନୀ କ୍ରିକେଟ ଗ୍ରାଉଣ୍ଡ ସଚିନ ଏବଂ ଲାରାଙ୍କ ନାମରେ…
Read More...

ପୁଲିସ ଷ୍ଟେସନରେ ଆତ୍ମଘାତି ବିସ୍ଫୋରଣ: ୮ ପୁଲିସ ସହ ୧୦ ଜଣଙ୍କ ମୃତ୍ୟୁ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପାକିସ୍ତାନରେ ପୁଲିସ ଷ୍ଟେସନରେ ଆତ୍ମଘାତି ବିସ୍ଫୋରଣ । ୮ ପୁଲିସ ସହ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପାକିସ୍ତାନର ସ୍ବାତ ନିକଟରେ ଥିବା ପୁଲିସ ଷ୍ଟେସନ ପାଖରେ ଆତଙ୍କବାଦୀମାନେ…
Read More...

ସାମ୍ବାଦିକ ଓ ଲେଖକ ତାରେକ ଫତେହଙ୍କ ପରଲୋକ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଖ୍ୟାତନାମା ପତ୍ରକାର ତଥା ଲେଖକ ତାରେକ ଫତେହଙ୍କ ମଙ୍ଗଳବାର ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ଝିଅ ନତାଶା ବାପାଙ୍କ…
Read More...

ଉଡ଼ନ୍ତା ବିମାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୧୫୦ ଯାତ୍ରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଉଡ଼ନ୍ତା ବିମାନରେ ଲାଗିଲା ନିଆଁ । ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦୁବାଇର ଏକ ବିମାନର ଇଂଜିନରେ ନିଆଁ ଲାଗି ଯାଇଛି । ଫଳରେ ୧୫୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।…
Read More...

ରତନ ଟାଟା ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେଲେ ଭାରତର ବରିଷ୍ଠ ଉଦ୍ୟୋଗପତି ରତନ ଟାଟା । ଅଷ୍ଟ୍ରେଲିଆର ରାଷ୍ଟ୍ରଦୂତ ବେରି ଓ’ ଫାରେଲ୍ ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି । ଏହା ସହିତ…
Read More...