ଓଟିଡିସି ଓ ଭୁବନେଶ୍ୱରର 31 ନମ୍ବର ୱାର୍ଡରେ ଧୁମ ଧାମରେ ପାଳିତ ହେଲା ଓଡ଼ିଆ ନବବର୍ଷ, ଲୋକଙ୍କୁ ବଣ୍ଟାଗଲା ମାଗଣା ପଣା

ଓଡ଼ିଆ ନ୍ୟୁଜ (ବ୍ୟୁରୋ): OTDC ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୁଲ୍ୟରେ ଭୁବନେଶ୍ଵର ପାନ୍ଥ ନିବାସ ପରିସରରେ ଆୟୋଜିତ ହୋଇଛି ଓଡ଼ିଆ ନବ ବର୍ଷ ଓ ପଣା ସଂକ୍ରାନ୍ତି ୨୦୨୩। ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି…
Read More...

ଯୌନ ଦୁଷ୍କର୍ମ ଅଭିଯୁକ୍ତ ଶ୍ରମମନ୍ତ୍ରୀଙ୍କୁ ପୋଲିସ ଗିରଫ କରୁ,ମନ୍ତ୍ରୀ ପଦରୁ ବରଖାସ୍ତ କରାଯାଉ: ଲେଖାଶ୍ରୀ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବିଜୁ ଜନତା ଦଳ ଅପରାଧୀ ଓ ଯୌନ କେଳେଙ୍କାରୀ କରିଥିବା ବ୍ୟକ୍ତିମାନଙ୍କ ଦଳ । ସମାଜର ଯେତେ ଅସାମାଜିକ, ଅପରାଧୀ ବ୍ୟକ୍ତି ଯେମିତି ଖୋଜି ଖୋଜି ବିଜେଡିରେ ସାମିଲ ଅଛନ୍ତି । ଲମ୍ବାସମୟ ଧରି ବିଜେଡି…
Read More...

ମୋର ଭାଇ ଯୋଗୀ ଆଦିତ୍ୟନାଥଙ୍କ ପରି କେହି ନାହାଁନ୍ତି : କଙ୍ଗନା

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଉତ୍ତରପ୍ରଦେଶର ଝାନ୍‌ସୀରେ  କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅତିକ ଅହମଦର ପୁଅ ଅସଦ ଅହମଦ ଏବଂ ତାହାର ଜଣେ ସହଯୋଗୀ ଗୁଲାମ ମହମଦ୍‌କୁ  ଏନକାଉଣ୍ଟର କରାଯାଇଛି। ବିଏସ୍‌ପି ବିଧାୟକ ରାଜୁ ପାଲ୍‌ ହତ୍ୟା…
Read More...

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ): ଭୂକମ୍ପରେ ଥରିଲା ଇଣ୍ଡୋନେସିଆ। ଇଣ୍ଡୋନେସିଆର ମୁଖ୍ୟ ଦ୍ବୀପ ଜାଭା ଓ ପର୍ଯ୍ୟଟନସ୍ଥଳୀ ବାଲିରେ ୭ ତୀବ୍ରତାର ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପ ପରେ ଇଣ୍ଡୋନେସିଆରେ ଆତଙ୍କ ଖେଳିଯାଇଛି, କିନ୍ତୁ…
Read More...

ସରକାରୀ ବାସଭବନ ଛାଡିଲେ ରାହୁଲ ଗାନ୍ଧି, ଟ୍ରକରେ ଆଣିଲେ ଆସବାବପତ୍ର

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ସରକାରୀ ବଙ୍ଗାଳା ଛାଡିଲେ ରାହୁଲ ଗାନ୍ଧି। ମୋଦି ଉପନାମ ମାନହାନି ମାମଲାରେ ୨ ବର୍ଷ ଜେଲ ଦଣ୍ଡାଦେଶ ଏବଂ ସାଂସଦ ପଦ ହରାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସରକାରୀ ବଙ୍ଗଳା ଖାଲି…
Read More...

ଏବର୍ଷ ରାଜ୍ୟରେ ବିଜେଡି, ଦେଶରେ ବିଜେପି ଗଢିବେ ସରକାର !

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ନୂଆ ବର୍ଷରେ ଆସିଛି ନୂଆ ପାଞ୍ଜି । ଏବର୍ଷ ଭାରତ ତଥା ଓଡ଼ିଶାରେ ଏକମାତ୍ର ଚନ୍ଦ୍ରଗହଣ ଅକ୍ଟୋବର ୨୮ ଅଶ୍ୱୀନ ପୂର୍ଣ୍ଣିମାରେ ଅନୁଷ୍ଠିତ ହେବ । ଏବର୍ଷ ଓଡ଼ିଶା ପାଇଁ ସୁଖ ସମୃଦ୍ଧିର ବର୍ଷ ହେବ ।…
Read More...

ଖରା ପାଇଁ ଏଭଳି ନିର୍ଦ୍ଦେଶ ଦେଲା ଏସଆରସି

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ):  ରାଜ୍ୟରେ ପ୍ରବଳ ଖରାରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ଏମିତି ଗରମ ହେଉଛି ଯେ, ନା ଘରେ ରହି ହେଉଛି ନା ବାହାରେ ରହି ହେଉଛି।  ଝାଂଜି ପବନ ସାଙ୍ଗକୁ ଟାଣ ଖରାରେ ଦରସିଝା ହୋଇଗଲାଣି ରାଜ୍ୟ। …
Read More...

ଅଂଶୁଘାତ ପ୍ରାଣ ହରାଇଲେ ମିଳିବ ୫୦ହଜାର ଟଙ୍କା

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ): ରାଜ୍ୟରେ ପ୍ରବଳ ଖରାରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ଏମିତି ଗରମ ହେଉଛି ଯେ, ନା ଘରେ ରହି ହେଉଛି ନା ବାହାରେ ରହି ହେଉଛି।  ଝାଂଜି ପବନ ସାଙ୍ଗକୁ ଟାଣ ଖରାରେ ଦରସିଝା ହୋଇଗଲାଣି ରାଜ୍ୟ।…
Read More...

ଅରବିନ୍ଦ କେଜ୍ରିୱାଲଙ୍କୁ ଗୋଆ ପୋଲିସର ସମନ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗୋଆ ପୋଲିସ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଡକାଇଛି। ପୋଲିସ ସିଏମ କେଜ୍ରିୱାଲଙ୍କୁ ୨୭ ଏପ୍ରିଲ ଗୁରୁବାର ଦିନ ହାଜର ହେବାକୁ କହିଛି। ୨୦୨୨ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର…
Read More...

ଡୋନାଲ୍ଡ ଟ୍ରମ୍ପଙ୍କୁ ହେଲା ପଚରାଉଚରା: ଜାଣନ୍ତୁ କାହିଁକି?

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ନ୍ୟୁୟର୍କର ଏକ ଜାଲିଆତି ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁରୁବାର ପଚରାଉଚରା କରାଯାଇଥିଲା। ନ୍ୟୁୟର୍କ ଆଟର୍ଣ୍ଣି ଜେନେରାଲ ଲେଟିଆ ଜେମ୍ସଙ୍କ ଦ୍ୱାରା ଏହି…
Read More...