Browsing Tag

#newsupdate

ବାହାନଗା ଟ୍ରେନ ଦୁର୍ଘଟଣାରେ ଆଖି ବୁଜିଲେ ଆଉ ଜଣେ ଗୁରୁତର, ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିଛି। ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ…
Read More...

ବାହାନଗା ଟ୍ରେନ୍‌ ଟ୍ରାଜେଡି: ଦକ୍ଷିଣପୂର୍ବ ରେଳବାଇ ଏଜିଏମ୍ ଅତୁଲ୍ୟ ସିହ୍ନାଙ୍କ ବଦଳି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବାହାନଗା ଟ୍ରେନ୍‌ ଟ୍ରାଜେଡିରେ ଗୁରୁବାର ଦକ୍ଷିଣପୂର୍ବ ରେଳବାଇର ଅତିରିକ୍ତ ଜେନେରାଲ ମ୍ୟାନେଜର(ଏଜିଏମ) ଅତୁଲ୍ୟ ସିହ୍ନାଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ପ୍ରାୟ ଦୁଇ ସପ୍ତାହ ପରେ ରେଳବାଇ…
Read More...

ଲ୍ୟାଣ୍ଡିଂ ବେଳେ ରନଓ୍ବେରେ ପିଟି ହୋଇଗଲା ଇଣ୍ଡିଗୋ ବିମାନ, ଯାତ୍ରୀ ସୁରକ୍ଷିତ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗୁରୁବାର ଗୁଜରାଟର ଅହମ୍ମଦାବାଦରେ ଇଣ୍ଡିଗୋର ଏକ ବିମାନ ଅବତରଣ କରିବା ସମୟରେ ଟେଲ୍ ଷ୍ଟ୍ରାଇକର ସମ୍ମୁଖୀନ ହୋଇଥିଲା। ତେବେ ବେଙ୍ଗାଲୁରୁରୁ ଆସିଥିବା ଏହି ବିମାନଟି ସୁରକ୍ଷିତ ଭାବେ ଅବତରଣ…
Read More...

ମାଡ଼ି ଆସୁଛି ‘ବିପର୍ଯ୍ୟୟ’: ୧୫୦ କିମି ବେଗରେ ବହିବ ପବନ !

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବାତ୍ୟା ମୁକାବିଲା ପାଇଁ ହେଉଥିବା ଏହି ପ୍ରସ୍ତୁତି ହିଁ ବୟାନ କରୁଛି, ‘ବିପର୍ଯ୍ୟୟ’କୁ ନେଇ କେତେ ବଡ଼ ଆଶଙ୍କା କରାଯାଉଛି । ତଳିଆ ଅଂଚଳରୁ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।…
Read More...

ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ‘ଗଭର୍ଣ୍ଣର ଅଫ ଦ ଇୟର’

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ଣ୍ଣର ଅଫ ଦ ଇୟର’। ସେଣ୍ଟ୍ରାଲ ବ୍ୟାଙ୍କିଂ ଲଣ୍ଡନ ଦ୍ୱାରା ଆରବିଆଇ ଗଭର୍ଣ୍ଣରଙ୍କୁ ଶ୍ରେଷ୍ଠ ସମ୍ମାନ। ଆର୍ଥିକ ପରିଚାଳନା ନେଇ ମିଳିଲା ଏହି ଆନ୍ତର୍ଯାତୀୟ…
Read More...

ବିଗୁଡୁଛି ମଣିପୁର ସ୍ଥିତି: ପୁଣି ଉଗ୍ରବାଦୀଙ୍କ ଗୁଳିମାଡରେ ୯ ମୃତ, ୧୦ ଆହତ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଣିପୁରର ସ୍ଥିତି ସୁଧୁରିବା ବଦଳେ ଦିନକୁ ଦିନ ବିଗୁଡୁଛି  । ମଙ୍ଗଳବାର ରାତିରେ ଲାଲ ତାଣ୍ଡବ ରଚିଛନ୍ତି ଉଗ୍ରବାଦୀ । ଇମ୍ଫାଲର ଖାମେନଲୋକ ଅଂଚଳରେ ଉଗ୍ରବାଦୀ ୧୦ଜଣଙ୍କୁ ଉପରକୁ ଗୁଳିମାଡ କରିଥିଲେ…
Read More...

ଜାତିସଂଘ ସଚିବାଳୟରେ ଯୋଗ ଅଧିବେଶନର ନେତୃତ୍ୱ ନେବେ ପିଏମ ମୋଦି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆସନ୍ତା ୨୧ ରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘ ସଚିବାଳୟରେ ଆୟୋଜିତ ଯୋଗ ଅଧିବେଶନର ନେତୃତ୍ୱ ନେବେ। ଭାରତରେ ମିଳିତ ଜାତିସଂଘର ରେସିଡେଣ୍ଟ…
Read More...

ଜୋ ବାଇଡେନଙ୍କୁ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି: ଡୋନାଲ୍ଡ ଟ୍ରମ୍ପ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ‘ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି’ ବୋଲି କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସିକ୍ରେଟ୍ ଡକ୍ୟୁମେଣ୍ଟ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା…
Read More...

ପ୍ରକାଶ ପାଇଲା ନିଟ୍ (ୟୁଜି) ୨୦୨୩ ପରୀକ୍ଷାଫଳ: ସ୍ବୟଂ ଶକ୍ତି ତ୍ରିପାଠୀ ଓଡ଼ିଶା ଟପ୍ପର

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପ୍ରକାଶ ପାଇଛି ଜାତୀୟ ଟେଷ୍ଟିଂ ଏଜେନ୍ସି  ପକ୍ଷରୁ କରାଯାଇଥିବା (ନିଟ୍ ) ୨୦୨୩ ପରୀକ୍ଷାଫଳ । ଏଥର ମୋଟ ୨୦ ଲକ୍ଷ ୩୮ ହଜାର ୫୯୬ ଜଣ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୧ ଲକ୍ଷ ୪୫ ହଜାର…
Read More...

ଜୁନ ୧୬ରୁ ଶିମିଳିପାଳ ବନ୍ଦ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିଶ୍ବ ଅନ୍ୟତମ ବୃହତ ବ୍ୟାଘ୍ର ଅଭୟାରଣ୍ୟ ଶିମିଳିପାଳ ଜାତୀୟ ଉଦ୍ୟାନକୁ ୨୦୨୩ ଜୁନ୍ ୧୬ରୁ ସେପ୍ଟେମ୍ବର ୧୫ ଯାଏ ତିନି ମାସ ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯିବ। ମୟୂରଭଞ୍ଜ ଜିଲ୍ଲାରେ ଥିବା…
Read More...