Browsing Tag

Odisha

କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ସୁରେଶ ପୂଜାରୀ

ଓଡ଼ିଆ ନ୍ୟୁଜ୍: ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ସୂଚନା। କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ କହିଲେ। ନିଗମ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି।ଦଳ ଓ…
Read More...

ପ୍ରକାଶ ପାଇଲା OAS ରେଜଲ୍ଟ

ଓଡ଼ିଆ ନ୍ୟୁଜ୍: ପ୍ରକାଶ ପାଇଲା OAS ରେଜଲ୍ଟ। OPSC ପରିଚାଳିତ OCS-2024 ରେଜଲ୍ଟ ପ୍ରକାଶିତ। ମୋଟ୍‌ ୨ ଶହ କୃତକାର୍ଯ୍ୟ, ମହିଳା ବର୍ଗରୁ ୭୮। ବୁବୁନ ସାହୁ ଟପ୍ପର, ଶୋଭନା ମହାନ୍ତି ଦ୍ବିତୀୟ। ୩- ଜିତମିତ୍ର ସାହୁ, ୪- କନକ…
Read More...

ବାଲିଅନ୍ତା ସୌମ୍ୟ ମର୍ଡର; ଆଉ ଜଣେ ଅଭିଯୁକ୍ତ ଗିରଫ

ଓଡ଼ିଆ ନ୍ୟୁଜ୍: ବାଲିଅନ୍ତା ସୌମ୍ୟ ସାହୁ ମୃତ୍ୟୁ ଘଟଣା । ଓଡ଼ିଶା ପୋଲିସକୁ ଆଉ ଏକ ସଫଳତା । ଦୀର୍ଘ ଦିନ ପରେ ପୋଲିସ କବ୍‌ଜାରେ ମାଷ୍ଟର ମାଇଣ୍ଡ । ସୌମ୍ୟ ହତ୍ୟା ଘଟଣାରେ ମାଷ୍ଟର ମାଇଣ୍ଡ ଥିବା ବିନୋଦ କୁମାର ବେହେରାକୁ…
Read More...

ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ମୃତ

ଓଡ଼ିଆ ନ୍ୟୁଜ୍: ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ମୃତ। ମଦନପୁର ରାମପୁର ଥାନା ଗୌଡ଼ କର୍ଲାଖୁଣ୍ଟା ଗାଁରେ ଅଘଟଣ। ସେଣ୍ଟ୍ରିଂ ବେଳେ ଶ୍ବାସରୁଦ୍ଧ ହୋଇ ୬ ମୃତ, ଜଣେ ଗୁରୁତର ହସ୍ପିଟାଲରେ ଭର୍ତ୍ତି।ଖବର…
Read More...

ପଦ୍ମ ଧରିଲେ ଦେବାଶିଷ ସାମନ୍ତରାୟ

ଓଡ଼ିଆ ନ୍ୟୁଜ୍: ବିଜେପିରେ ମିଶିଲେ ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଲେ ଦେବାଶିଷ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଲେ। ଗତକାଲି ସେ…
Read More...

ସୁଧୀର ପାତ୍ର ହତ୍ୟା ଘଟଣା, ୨ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

ଓଡ଼ିଆ ନ୍ୟୁଜ୍: ବ୍ରହ୍ମପୁରରେ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣା ୨ ଅଭିଯୁକ୍ତଙ୍କୁ  ପୋଲିସର ଏନ୍‌କାଉଣ୍ଟର। ବ୍ରହ୍ମପୁର ଉପକଣ୍ଠ ରତ୍ନପୁରରେ ପୋଲିସର ଏନ୍‌କାଉଣ୍ଟର। ବଡ଼ଗଡ଼ ନୂଆଗାଁର ରଞ୍ଜନ ମଲ୍ଲିକ ଓ ହିଞ୍ଜିଳିକାଟୁର…
Read More...

ବିଜେପିରେ ଯୋଗ ଦେବେ ଦେବାଶିଷ!

ଓଡ଼ିଆ ନ୍ୟୁଜ୍: ଆଜି ବିଜେପିରେ ଯୋଗଦେଇପାରନ୍ତି ଦେବାଶିଷ ସାମନ୍ତରାୟ। ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଗତକାଲି ବିଜେଡି ଛାଡ଼ିଥିଲେ। ଉଭୟ ଦଳରୁ ଓ ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ବିଜେଡି…
Read More...

OERCରୁ ହଟିଲେ ପ୍ରଦୀପ ଜେନା

ଓଡ଼ିଆ ନ୍ୟୁଜ୍: OERC ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ ଜେନା। ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଲେ। ଇସ୍ତଫା ଗୃହିତ ନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି। ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅଗଷ୍ଟ ମାସରେ ରାଜ୍ୟ ସରକାର…
Read More...

ବରଗଡ଼ରେ କାଳବୈଶାଖୀ ତାଣ୍ଡବ

ଓଡ଼ିଆ ନ୍ୟୁଜ୍: ବରଗଡ଼ରେ କାଳବୈଶାଖୀ ତାଣ୍ଡବ; ଟଳିପଡ଼ିଲା ଧନୁଯାତ୍ରା ଗେଟ୍‌। ଥାନା ଛକରେ ଥିବା ଧନୁଯାତ୍ରା ସୌନ୍ଦର୍ଯ୍ୟକରଣ ଗେଟ୍ ଟଳିପଡ଼ିଲା। ଗେଟ୍‌ ପଡ଼ି ୨ ଜଣ ଆହତ; ମେଡିକାଲରେ ଭର୍ତ୍ତି। ଏଭଳି ସ୍ଥିତିରେ ବରଗଡ଼…
Read More...

ପୁରୀରେ ହେବ BRICS ସମ୍ମିଳନୀ

ଓଡ଼ିଆ ନ୍ୟୁଜ୍: ଆସନ୍ତା ଜୁନ୍‌ ୩ରୁ ପୁରୀରେ ହେବ BRICS ଦ୍ଵିତୀୟ ବୈଷୟିକ ସମ୍ମିଳନୀ। ସମ୍ମିଳନୀରେ ଯୋଗ ଦେବେ BRICS ରାଷ୍ଟ୍ରସମୂହର ପ୍ରତିନିଧି ଓ ବିଶେଷଜ୍ଞ। ବ୍ରାଜିଲ୍, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍‌ର…
Read More...