ମୟୁରଭଞ୍ଜ ବାଲିମେଳା ବଳାଙ୍ଗୀ ମହୋତ୍ସବ ଉଦଯାପିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଠାରୁ ବାରିପଦା ଠାରେ ଆରମ୍ଭ ହୋଇଥିବା ମୟୁରଭଞ୍ଜର ମହାନ ଗଣପର୍ବ ବଳାଙ୍ଗୀ ମହୋତ୍ସବ ଗୁରୁବାର ସନ୍ଧ୍ୟାରେ ଉଦଯାପିତ ହୋଇ ଯାଇଛି | ମହୋତ୍ସବ…
Read More...

ମୟୁରଭଞ୍ଜରେ ଛଉ ନୃତ୍ୟ ପ୍ରତିଯୋଗିତା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଛଉ ନୃତ୍ୟ ଯାହା ଲୋକ ସଂସ୍କୃତିର ବାର୍ତ୍ତାବହ ଓ ଲୋକକଳା | ଏହା ଲୋକଙ୍କ ଜୀବନର ସଂସ୍କୃତିକ ଧାରାକୁ ଯୁଗ ଯୁଗ ଧରି ବୁହାଇ ଆଣିବା ସଙ୍ଗେ ସଙ୍ଗେ ଲୋକ ଜୀବନର ଦୁଃଖ, ସୁଖ, ନୀତି, ଅନୀତି, ଧର୍ମ,…
Read More...

ମା ଖଣ୍ଡୁରୀ ମେଳା ରେ ବୀଣାପାଣି କଳା ନିକେତନ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କ ମନ ଜିଣିଲା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମା ଖଣ୍ଡୁରୀ ମେଳା ରେ ବୀଣାପାଣି କଳା ନିକେତନ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କ ମନ ଜିଣିଲା | ଘଷିପୁରା ବ୍ଲକ ବଡ଼ ପଦନା ମା ଖଣ୍ଡୁରୀ ଙ୍କ ଚଇତି ମେଳାରେ ବୀଣାପାଣି କଳା ନିକେତନ ତରଫରୁ…
Read More...

ବ୍ରାଉନସୁଗାର ଡିଲ ବେଳେ ମାଡିବସିଲା ଅବକାରୀ ବିଭାଗ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବ୍ରାଉନସୁଗାର ଡିଲ ବେଳେ ମାଡିବସିଲା ଅବକାରୀ ସାଟେଲାଇଟ ବିଭାଗ। ୧୦ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ ସୁଗାର ଜବତ ସହିତ ଯୁବକ ଗିରଫ | ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ନାମ୍ପୋ ପେଟ୍ରୋଲ ପମ୍ପ…
Read More...

ଦାନ୍ତକାଠି ପାଇଁ ଯାଇଥିଲେ ଦଳିଦେଲା ଦନ୍ତା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନୂଆଗାଁ ଦୋଲକସାହି ଗ୍ରାମ ନିକଟ ଜଙ୍ଗଲରେ ହାତୀ ଆକ୍ରମଣରେ ମହିଳା ମୃତ| ଗୁରୁବାର କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ବଡବିଲ ବନାଞ୍ଚଳର ଗୁଆଲି ସେକ୍ସନ ଅଧିନସ୍ଥ ନୂଆଗାଁ, ଦୋଲକସାହି ଗ୍ରାମ…
Read More...

ବିଜେଡି ଛାଡିବେ କି ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିଜେଡି ଛାଡିବେ କି ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ।  ଟିକଟ ନେଇ ବିଜେଡିରୁ କୌଣସି ସ୍ପଷ୍ଟ ସିଗନାଲ ନ ମିଳିବାରୁ ପାଟ୍ଟଶାଣୀ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି । ତେବେ…
Read More...

ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆସନ୍ତାକାଲି ଲୋକସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ।  ଆଜି ୧୦୨ ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୧୦୨ଟି ଆସନ ପାଇଁ…
Read More...

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଲା ରଥଦଉଡ଼ି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଲା ରଥଦଉଡ଼ି । ସମୁଦାୟ ୨୬ଟି ଦଉଡ଼ି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି। ପୁରୀ ବୀର ପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ…
Read More...

ଭୁବନେଶ୍ବର ପୁଣି ରାଜ୍ୟର ଉତ୍ତପ୍ତ ସହର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଏହି ସମୟରେ ଆଶ୍ୱସ୍ତି କର ସୂଚନା ଦେଇଛନ୍ତି ପାଣିପାଗ…
Read More...

ଆମ୍ବ ଖାଇ ନିଜର ରକ୍ତ ସର୍କରାକୁ ବୃଦ୍ଧି କରିବାରେ ଲାଗିଛନ୍ତି କେଜ୍ରିୱାଲ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ବନ୍ଦୀ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ‌୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ।  ଜେଲରେ କେଜ୍ରିୱାଲ ଜାଣିଶୁଣି ଆଳୁ, ମିଠା, ଆମ୍ବ ଆଦି…
Read More...